Romans 11:21 — Compare Translations
7 translations compared side by side
Odia - 1840
"ବିଶ୍ବାସ ନ କରିବା ହତେୁ ଯଦି ପରମେଶ୍ବର ପ୍ରଥମ ଗଛର ଶାଖାଗୁଡିକୁ ଭାଙ୍ଗି ଦେଲେ, ତା ହେଲେ ତୁମ୍ଭେ ମାନେ ମଧ୍ଯ ବିଶ୍ବାସ ନ ରଖି ପାରିଲେ ପରମେଶ୍ବର ତୁମ୍ଭମାନଙ୍କୁ ବିଛିନ୍ନ କରି ଦବେେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ଯଦି ଈଶ୍ଵର ସ୍ଵାଭାବିକ ଶାଖାଗୁଡ଼ିକୁ ଛାଡ଼ିଦେଲେ ନାହିଁ, ତେବେ ତୁମ୍ଭକୁ ମଧ୍ୟ ଛାଡ଼ିବେ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯଦି ବୃକ୍ଷର ସହଜାତ ଶାଖା ସଦୃଶ ଇହୁଦୀମାନଙ୍କୁ ଈଶ୍ୱର ଦଣ୍ଡ ନ ଦେଇ ଛାଡ଼ି ଦେଲେ ନାହିଁ, ତୁମ୍ଭମାନଙ୍କୁ କଅଣ ସେ ଛାଡ଼ିଦେବେ?
Odia Bible ERV 2004 (ପବିତ୍ର ବାଇବଲ)
ବିଶ୍ୱାସ ନ କରିବା ହେତୁ ଯଦି ପରମେଶ୍ୱର ପ୍ରଥମ ଗଛର ଶାଖାଗୁଡ଼ିକୁ ଭାଙ୍ଗିଦେଲେ, ତା’ହେଲେ ତୁମ୍ଭେମାନେ ମଧ୍ୟ ବିଶ୍ୱାସ ନ ରଖି ପାରିଲେ ପରମେଶ୍ୱର ତୁମ୍ଭମାନଙ୍କୁ ବିଛିନ୍ନ କରିଦେବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ଯଦି ଈଶ୍ବର ସ୍ୱାଭାବିକ ଶାଖାଗୁଡ଼ିକୁ ଛାଡ଼ିଦେଲେ ନାହିଁ, ତେବେ ତୁମ୍ଭକୁ ମଧ୍ୟ ଛାଡ଼ିବେ ନାହିଁ।
Odia IRV 2017 (ଓଡିଆ ବାଇବେଲ)
କାରଣ ଯଦି ଈଶ୍ୱର ସ୍ୱାଭାବିକ ଶାଖାଗୁଡ଼ିକୁ ଛାଡ଼ିଦେଲେ ନାହିଁ, ତେବେ ତୁମ୍ଭକୁ ମଧ୍ୟ ଛାଡ଼ିବେ ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸ್ವಾಭಾವಿಕ್ ಫಾಟೆ ಹೊವ್ನ್ ಹೊತ್ತ್ಯಾ ಜುದೆವಾಕ್ನಿಚ್ ದೆವಾನ್ ಥವ್ಕ್ ನಾ, ಅನಿ ತುಕಾ ತೊ ಥವ್ತಾ ಮನುನ್ ತಿಯಾ ಚಿಂತೆಯ್ ಕಾಯ್?