Romans 11:26 — Compare Translations
7 translations compared side by side
Odia - 1840
"ଏହି ଭଳି ସମଗ୍ର ଇଶ୍ରାୟେଲ ଉଦ୍ଧାର ପାଇବ। ଶାସ୍ତ୍ର ରେ ଲଖାେଅଛି:"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ଏହିପ୍ରକାରେ ସମସ୍ତ ଇସ୍ରାଏଲ ପରିତ୍ରାଣ ପାଇବେ, ଯେପରି ଲେଖାଅଛି, “ସିୟୋନରୁ ଉଦ୍ଧାରକର୍ତ୍ତା ଆଗମନ କରିବେ, ସେ ଯାକୁବଠାରୁ ଅଧର୍ମ ଦୂର କରିବେ ।”
Odia BSI (ପବିତ୍ର ବାଇବଲ (CL) NT (BSI))
ତା’ପରେ ଇଶ୍ରାଏଲୀୟମାନେ ସମସ୍ତେ ଏହି ଶାସ୍ତ୍ରୋକ୍ତି ଅନୁଯାୟୀ ରକ୍ଷା ପାଇବେ। “ତ୍ରାଣକର୍ତ୍ତା ସିୟୋନରୁ ଆସିବେ; ଯାକୁବ ବଂଶଧରମାନଙ୍କଠାରୁ ସମସ୍ତ ଅଧର୍ମ ଦୂର କରିବେ।
Odia Bible ERV 2004 (ପବିତ୍ର ବାଇବଲ)
ଏହିଭଳି ସମଗ୍ର ଇସ୍ରାଏଲ ଉଦ୍ଧାର ପାଇବ। ଶାସ୍ତ୍ରରେ ଲେଖାଅଛି: “ସିୟୋନ ଠାରୁ ଉଦ୍ଧାରକର୍ତ୍ତା ଆସିବେ। ସେ ଯାବୁକ ପରିବାର ସମସ୍ତ ଅଧର୍ମଗୁଡ଼ିକୁ ଦୂର କରିବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ଏହି ପ୍ରକାରେ ସମସ୍ତ ଇସ୍ରାଏଲ ପରିତ୍ରାଣ ପାଇବେ, ଯେପରି ଲେଖାଅଛି, “ସିୟୋନରୁ ଉଦ୍ଧାରକର୍ତ୍ତା ଆଗମନ କରିବେ, ସେ ଯାକୁବଠାରୁ ଅଧର୍ମ ଦୂର କରିବେ।
Odia IRV 2017 (ଓଡିଆ ବାଇବେଲ)
ଆଉ, ଏହି ପ୍ରକାରେ ସମସ୍ତ ଇସ୍ରାଏଲ ପରିତ୍ରାଣ ପାଇବେ, ଯେପରି ଲେଖା ଅଛି, "ସିୟୋନରୁ ଉଦ୍ଧାରକର୍ତ୍ତା ଆଗମନ କରିବେ, ସେ ଯାକୁବଠାରୁ ଅଧର୍ମ ଦୂର କରିବେ ।"
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಶೆ ಸಗ್ಳೆ ಇಸ್ರಾಯೆಲ್ ಬಚಾವ್ ಹೊತಾ. ಪವಿತ್ರ್ ಪುಸ್ತಕ್ ಮನ್ತಾ, “ಸುಟ್ಕಾದಿನಾರೊ ಸಿಯೊನಾತ್ನಾ ಯೆತಾ ಅನಿ ಜಾಕೊಬಾಚ್ಯಾ ಘರಾನ್ಯಾತ್ಲೆ ಸಗ್ಳೆ ಬುರ್ಶೆಪಾನ್ ಕಾಡುನ್ ಟಾಕ್ತಾ.