Romans 11:29 — Compare Translations
7 translations compared side by side
Odia - 1840
"ପରମେଶ୍ବର ଯେଉଁମାନଙ୍କୁ ଡାକନ୍ତି ଓ ଯେଉଁ ଦାନଗୁଡିକ ଦିଅନ୍ତି; ସମାନଙ୍କେ ପ୍ରତି ପରମେଶ୍ବର ନିଜର ମନ କବେେ ହେଲେ ପରିବର୍ତ୍ତନ କରନ୍ତି ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ, ଈଶ୍ଵରଙ୍କ ଦାନସମୂହ ଓ ଆହ୍ଵାନ ଅନ୍ୟଥା ହୁଏ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଈଶ୍ୱର ଯେଉଁମାନଙ୍କୁ ମନୋନୀତ କରି ଆଶୀର୍ବାଦ କରନ୍ତି, ସେମାନଙ୍କ ପାଇଁ ତାଙ୍କର ନିଷ୍ପତ୍ତିରେ ସେ ଅଟଳ ରହନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ପରମେଶ୍ୱର ଯେଉଁମାନଙ୍କୁ ଡାକନ୍ତି ଓ ଯେଉଁ ଦାନଗୁଡ଼ିକ ଦିଅନ୍ତି; ସେମାନଙ୍କ ପ୍ରତି ପରମେଶ୍ୱର ନିଜର ମନ କେବେ ହେଲେ ପରିବର୍ତ୍ତନ କରନ୍ତି ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ, ଈଶ୍ବରଙ୍କ ଦାନସମୂହ ଓ ଆହ୍ୱାନ ଅନ୍ୟଥା ହୁଏ ନାହିଁ।
Odia IRV 2017 (ଓଡିଆ ବାଇବେଲ)
କାରଣ, ଈଶ୍ୱରଙ୍କ ଦାନସମୂହ ଓ ଆହ୍ୱାନ ଅନ୍ୟଥା ହୁଏ ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕಶ್ಯಾಕ್ ಮಟ್ಲ್ಯಾರ್, ಅಪ್ನಿ ಎಚುನ್ ಕಾಡಲ್ಲ್ಯಾಚ್ಯಾ ವಿಶಯಾತ್ ಅನಿ ಆಶಿರ್ವಾದ್ ದಿತಲ್ಯಾ ವಿಶಯಾತ್ ದೆವ್ ಅಪ್ನಾಚೊ ಮನ್ ಬದ್ಲಿನಾ.