Romans 11:35 — Compare Translations
7 translations compared side by side
Odia - 1840
"କିଏ କବେେ ହେଲେ ପରମେଶ୍ବରଙ୍କୁ କଣ ବା ଦଇେଛି? ଯେ ପରମେଶ୍ବର ପ୍ରତ୍ଯୁପକା ରେ କିଛି ଦବେେ। ଆୟୁବ 41:11"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅବା କିଏ ତାହାଙ୍କୁ ପ୍ରଥମରେ ଦାନ କରିଅଛି, ଆଉ ତାକୁ ପ୍ରତିଦାନ କରାଯିବ?
Odia BSI (ପବିତ୍ର ବାଇବଲ (CL) NT (BSI))
କିଏ କଅଣ ଈଶ୍ୱରଙ୍କୁ ଏପରି କିଛି ଦେଇ ପାରିଛି, ଯାହାର ପ୍ରତିଦାନ ଈଶ୍ୱରଙ୍କୁ ଦେବାକୁ ପଡ଼ିଛି?”
Odia Bible ERV 2004 (ପବିତ୍ର ବାଇବଲ)
“କିଏ କେବେ ହେଲେ ପରମେଶ୍ୱରଙ୍କୁ କ’ଣ ବା ଦେଇଛି? ଯେ ପରମେଶ୍ୱର ପ୍ରତ୍ୟୁପକାରରେ କିଛି ଦେବେ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“ଅବା କିଏ ତାହାଙ୍କୁ ପ୍ରଥମରେ ଦାନ କରିଅଛି, ଆଉ ତାହାକୁ ପ୍ରତିଦାନ କରାଯିବ?”
Odia IRV 2017 (ଓଡିଆ ବାଇବେଲ)
ଅବା କିଏ ତାହାଙ୍କୁ ପ୍ରଥମରେ ଦାନ କରିଅଛି, ଆଉ ତାକୁ ପ୍ରତିଦାନ କରାଯିବ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆನಿ ಅನಿಪರ್ತುನ್ ದಿವ್ಕ್ ಪಾಜೆ, ಮನುನ್ ತೆಕಾ ಕಾಯ್ಬಿ ದಿಲ್ಲೊ ಕೊನ್ ಹಾಯ್?”