Romans 13:12 — Compare Translations

7 translations compared side by side

Odia - 1840
"'ରାତି' ପ୍ରାଯଃ କଟି ଗଲାଣି। 'ଦିନ' ପ୍ରାଯଃ ଏହିଠା ରେ। ଅତଏବ ଅନ୍ଧକାର ରେ କରୁଥିବା ପାପ କାମ ଆମ୍ଭେ ବନ୍ଦ କରିବା ଉଚିତ। ଆମ୍ଭେ ପ୍ରକାଶ ରେ ହେଉଥିବା ଭଲ କାମ କରିବାପାଇଁ ପ୍ରସ୍ତୁତ କରିବା ଉଚିତ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ରାତ୍ରି ପାହାନ୍ତା ହେଉଅଛି, ଦିବସ ସନ୍ନିକଟ; ଅତଏବ ଆସ, ଆମ୍ଭେମାନେ ଅନ୍ଧକାରର କର୍ମସବୁ ପରିତ୍ୟାଗ କରି ଆଲୋକର ସଜ୍ଜା ପରିଧାନ କରୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ରାତ୍ରି ଶେଷ ହେଲାଣି, ଦିବସ ଆଗତପ୍ରାୟ। ଆସ, ଅନ୍ଧକାରର କାର୍ଯ୍ୟସବୁ ପରିତ୍ୟାଗ କରିବା ଓ ଆଲୋକରେ ଯୁଦ୍ଧ କରିବା ପାଇଁ ଉପଯୁକ୍ତ ସାଜ ପରିଧାନ କରିବା।
Odia Bible ERV 2004 (ପବିତ୍ର ବାଇବଲ)
‘ରାତି’ ପ୍ରାୟ କଟି ଗଲାଣି। ‘ଦିନ’ ପ୍ରାୟ ଏହିଠାରେ। ଅତଏବ ଅନ୍ଧକାରରେ କରୁଥିବା ପାପ କାମ ଆମ୍ଭେ ବନ୍ଦ କରିବା ଉଚିତ୍। ଆମ୍ଭେ ପ୍ରକାଶରେ ହେଉଥିବା ଭଲ କାମ କରିବା ପାଇଁ ପ୍ରସ୍ତୁତ ରହିବା ଉଚିତ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ରାତ୍ରି ପାହାନ୍ତା ହେଉଅଛି, ଦିବସ ସନ୍ନିକଟ; ଅତଏବ ଆସ, ଆମ୍ଭେମାନେ ଅନ୍ଧକାରର କର୍ମସବୁ ପରିତ୍ୟାଗ କରି ଆଲୋକର ସଜ୍ଜା ପରିଧାନ କରୁ।
Odia IRV 2017 (ଓଡିଆ ବାଇବେଲ)
ରାତ୍ରି ପାହାନ୍ତା ହେଉଅଛି, ଦିବସ ସନ୍ନିକଟ; ଅତଏବ ଆସ, ଆମ୍ଭେମାନେ ଅନ୍ଧକାରର କର୍ମସବୁ ପରିତ୍ୟାଗ କରି ଆଲୋକର ସଜ୍ଜା ପରିଧାନ କରୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ರಾತ್ ಸರುನ್ಗೆತ್ ಯೆಲಿ, ದಿಸ್ ಉಜ್ವಾಡುನ್ಗೆತ್ ಯೆಲೊ, ತಸೆಮನುನ್ ಅಮಿ ಕಾಳೊಕಾಕ್ ಸಮಂದ್ ಪಡಲ್ಲಿ ಕಾಮಾ ಕರ್‍ತಲೆ ಸೊಡುನ್ ಸೊಡುಂವಾ, ಅನಿ ಉಜ್ವೊಡಾತ್ ಲಡಾಯಿಕ್ ನೆಸ್ತಲಿ ಕವಚಾ ಅಮಿ ನೆಸುಂವಾ.