Romans 14:16 — Compare Translations

7 translations compared side by side

Odia - 1840
"ତୁମ୍ଭ ଦ୍ବାରା ଭଲ ବୋଲି ଗଣିତ କର୍ମର କୌଣସି ବିଷୟକୁ ଅନ୍ୟମାନେ ମନ୍ଦ ବୋଲି ନ କୁହନ୍ତୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଣୁ ତୁମ୍ଭମାନଙ୍କର ଉତ୍ତମ ବିଷୟ ନିନ୍ଦିତ ନ ହେଉ;
Odia BSI (ପବିତ୍ର ବାଇବଲ (CL) NT (BSI))
ତୁମେ ଯାହାକୁ ଉତ୍ତମ ବୋଲି ମନେ କରୁଛ, ତଦ୍ଦ୍ୱାରା ତୁମର ଦୁର୍ନାମ ନ ହେଉ।
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭ ଦ୍ୱାରା ଭଲ ବୋଲି ଗଣିତ କର୍ମର କୌଣସି ବିଷୟକୁ ଅନ୍ୟମାନେ ମନ୍ଦ ବୋଲି ନ କୁହନ୍ତୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଣୁ ତୁମ୍ଭମାନଙ୍କର ଉତ୍ତମ ବିଷୟ ନିନ୍ଦିତ ନ ହେଉ;
Odia IRV 2017 (ଓଡିଆ ବାଇବେଲ)
ଏଣୁ ତୁମ୍ଭମାନଙ୍କର ଉତ୍ତମ ବିଷୟ ନିନ୍ଦିତ ନ ହେଉ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಶೆ ತುಮ್ಚ್ಯಾ ಬರೆಪಾನಾಸಾಟ್ನಿ ಮನುನ್ ಹೊತ್ತೆಚ್ ತುಮ್ಚೆ ನಾವ್ ವಾಯ್ಟ್ ಹೊವ್ಕ್ ಕಾರನ್ ಹೊತಲೆ ನಕ್ಕೊ.