Romans 15:12 — Compare Translations
7 translations compared side by side
Odia - 1840
"ୟିଶାଇୟ ମଧ୍ଯ କୁହନ୍ତି,"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁନର୍ବାର ଯିଶାଇୟ କହନ୍ତି, “ଯିଶୟଙ୍କ ମୂଳ ରହିବ, ଆଉ, ଯେ ବିଜାତିଙ୍କ ଉପରେ ଶାସନ କରିବାକୁ ଉଠିବେ, ବିଜାତିମାନେ ତାହାଙ୍କ ଉପରେ ଭରସା ରଖିବେ ।”
Odia BSI (ପବିତ୍ର ବାଇବଲ (CL) NT (BSI))
ଏବଂ ଯିଶାଇୟ କହିଛନ୍ତି: “ଯେଶିଙ୍କ ଜଣେ ବଂଶଧର ଆବିର୍ଭୁତ ହେବେ, ସେ ଅଣଇହୁଦୀମାନଙ୍କୁ ଶାସନ କରିବେ ଓ ସେମାନେ ତାଙ୍କଠାରେ ଭରସା ରଖିବେ।”
Odia Bible ERV 2004 (ପବିତ୍ର ବାଇବଲ)
ଯିଶାଇୟ ମଧ୍ୟ କୁହନ୍ତି, “ଯିଶୟ ଙ୍କ ବଂଶରୁ ଜଣେ ପ୍ରକାଶିତ ହେବ। ସେହି ଲୋକ ଅଣଯିହୂଦୀମାନଙ୍କ ଉପରେ ଶାସନ କରିବେ, ଓ ଅଣଯିହୂଦୀମାନେ ସେହି ଲୋକ ପାଇଁ ଭରସା ଲାଭ କରିବେ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁନର୍ବାର ଯିଶାଇୟ କହନ୍ତି, “ଯିଶୀଙ୍କ ମୂଳ ରହିବ, ଆଉ ଯେ ଅଣଯିହୁଦୀଙ୍କ ଉପରେ ଶାସନ କରିବାକୁ ଉଠିବେ, ଅଣଯିହୁଦୀମାନେ ତାହାଙ୍କ ଉପରେ ଭରସା ରଖିବେ।”
Odia IRV 2017 (ଓଡିଆ ବାଇବେଲ)
ପୁନର୍ବାର ଯିଶାଇୟ କହନ୍ତି, "ଯିଶାଇୟଙ୍କ ମୂଳ ରହିବ, ଆଉ, ଯେ ଅଣଯିହୂଦୀଙ୍କ ଉପରେ ଶାସନ କରିବାକୁ ଉଠିବେ, ଅଣଯିହୂଦୀମାନେ ତାହାଙ୍କ ଉପରେ ଭରସା ରଖିବେ ।''
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಪರ್ತುನ್, ಇಸಾಯಿಯಾ ಪ್ರವಾದಿ ಮನ್ತಾ; ಜೆಸ್ಸೆಚ್ಯಾ ಘರಾನ್ಯಾತ್ಲೊ ಎಕ್ಲೊ ದಿಸ್ತಾ “ತೊ ಸಗ್ಳ್ಯಾ ಜುದೆವ್ ನ್ಹಯ್ ಹೊತ್ತ್ಯಾ ಲೊಕಾಂಚ್ಯಾ ವರ್ತಿ ರಾಜ್ ಚಾಲ್ವುತಾ, ಅನಿ ತಿ ಲೊಕಾ ಅಪ್ನಾಚೊ, ಬರೊಸೊ ತೆಚೆ ವರ್ತಿ ಥವ್ತ್ಯಾತ್”