Romans 15:31 — Compare Translations
7 translations compared side by side
Odia - 1840
"ପ୍ରାର୍ଥନା କର ଯେ, ମୁଁ ଯିହୁଦାଠା ରେ ଅବିଶ୍ବାସୀଲୋକମାନଙ୍କ କବଳରୁ ରକ୍ଷା କରିବି। ଏବଂ ଏଥିପାଇଁ ମଧ୍ଯ ପ୍ରାର୍ଥନା କରେ ଯେ, ୟିରୂଶାମଲଠା ରେ ଯାହା ସାହାୟ୍ଯ ପହଁଞ୍ଚିବ ସେଥି ରେ ପରମେଶ୍ବରଙ୍କ ଲୋକେ ପ୍ରସନ୍ନ ହବେେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେପରି ମୁଁ ଯିହୁଦା ପ୍ରଦେଶରେ ଅନାଜ୍ଞାବହ ଲୋକମାନଙ୍କଠାରୁ ଉଦ୍ଧାର ପାଏ, ଆଉ ଯିରୂଶାଲମ ନିମନ୍ତେ ମୋହର ଯେଉଁ ସେବା, ତାହା ଯେପରି ସାଧୁମାନଙ୍କ ନିକଟରେ ସୁଗ୍ରାହ୍ୟ ହୁଏ,
Odia BSI (ପବିତ୍ର ବାଇବଲ (CL) NT (BSI))
ଅବିଶ୍ୱାସୀମାନଙ୍କ କବଳରୁ ମୁଁ ଯେପରି ନିରାପଦରେ ରହିବି ଓ ଯିରୂଶାଲମରେ ମୋର କାର୍ଯ୍ୟ ଯେପରି ସେଠାର ଈଶ୍ୱରଙ୍କ ଲୋକମାନେ ପସନ୍ଦ କରିବେ, ସେଥିପାଇଁ ପ୍ରାର୍ଥନା କରୁଥାଅ।
Odia Bible ERV 2004 (ପବିତ୍ର ବାଇବଲ)
ପ୍ରାର୍ଥନା କର ଯେ, ମୁଁ ଯିହୂଦାଠାରେ ଅବିଶ୍ୱାସୀଲୋକମାନଙ୍କ କବଳରୁ ରକ୍ଷା ପାଇବି। ଏବଂ ଏଥିପାଇଁ ମଧ୍ୟ ପ୍ରାର୍ଥନା କରେ ଯେ, ଯିରୁଶାଲମଠାରେ ଯାହା ସାହାଯ୍ୟ ପହଞ୍ଚିବ ସେଥିରେ ପରମେଶ୍ୱରଙ୍କ ଲୋକେ ପ୍ରସନ୍ନ ହେବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେପରି ମୁଁ ଯିହୂଦିୟା ପ୍ରଦେଶରେ ଅନାଜ୍ଞାବହ ଲୋକମାନଙ୍କଠାରୁ ଉଦ୍ଧାର ପାଏ, ଆଉ ଯିରୂଶାଲମ ନିମନ୍ତେ ମୋହର ଯେଉଁ ସେବା, ତାହା ଯେପରି ସାଧୁମାନଙ୍କ ନିକଟରେ ସୁଗ୍ରାହ୍ୟ ହୁଏ,
Odia IRV 2017 (ଓଡିଆ ବାଇବେଲ)
ଯେପରି ମୁଁ ଯିହୂଦା ପ୍ରଦେଶରେ ଅନାଜ୍ଞାବହ ଲୋକମାନଙ୍କଠାରୁ ଉଦ୍ଧାର ପାଏ, ଆଉ ଯିରୂଶାଲମ ନିମନ୍ତେ ମୋହର ଯେଉଁ ସେବା, ତାହା ଯେପରି ସାଧୁମାନଙ୍କ ନିକଟରେ ସୁଗ୍ରାହ୍ୟ ହୁଏ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜುದೆಯಾತ್ ಹೊತ್ತ್ಯಾ ವಿಶ್ವಾಸಾತ್ ನಸಲ್ಲ್ಯಾ ಲೊಕಾಂಚ್ಯಾ ಹಾತಾನಿತ್ಲೊ ಮಿಯಾ ಹುರುಚೊ, ಅನಿ ಮಿಯಾ ಘೆವ್ನ್ ಜಾತಲೆ ಹೆ ದಾನ್, ಜೆರುಜಲೆಮಾತ್ಲ್ಯಾ ದೆವಾಚ್ಯಾ ಲೊಕಾನಿಬಿ ಸ್ವಿಕಾರ್ ಕರಿ ಸರ್ಕೆ ಹೊಂವ್ದಿತ್ ಮನುನ್ ಮಾಗಾ.