Romans 16:1 — Compare Translations
7 translations compared side by side
Odia - 1840
"ମୁଁ, ତୁମ୍ଭକୁ କେଙ୍କ୍ ରଯୋ ନଗରୀର ମଣ୍ତଳୀର ବିଶଷେ ସବେିକା, ଆମ୍ଭର ଧର୍ମ ଭଉଣୀ ଫବୈୀଙ୍କୁ ସୁପାରିଶ କରୁଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କେଙ୍କ୍ରେୟାସ୍ଥ ମଣ୍ତଳୀର ସେବିକା ଆମ୍ଭମାନଙ୍କ ଭଗ୍ନୀ ଫୈବୀଙ୍କ ସପକ୍ଷରେ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି,
Odia BSI (ପବିତ୍ର ବାଇବଲ (CL) NT (BSI))
କେଙ୍କ୍ରେସ୍ଥିତ ମଣ୍ଡଳୀର ଜଣେ ସେହିବିକା ଭଉଣୀ ଫିବେଙ୍କୁ ସୁପାରିସ୍ କରୁଛି।
Odia Bible ERV 2004 (ପବିତ୍ର ବାଇବଲ)
ପାଉଲଙ୍କ କେତେକ ଅନ୍ତିମ କଥା ମୁଁ, ତୁମ୍ଭକୁ କେଙ୍କ୍ରେୟା ନଗରୀର ମଣ୍ତଳୀର ବିଶେଷ ସେବିକା, ଆମ୍ଭର ଧର୍ମ ଭଉଣୀ ଫୈବୀଙ୍କୁ ସୁପାରିଶ କରୁଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କେଙ୍କ୍ରେୟା ସହରରେ ଥିବା ମଣ୍ଡଳୀର ସେବିକା ଆମ୍ଭମାନଙ୍କ ଭଉଣୀ ଫୈବୀଙ୍କ ସପକ୍ଷରେ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି,
Odia IRV 2017 (ଓଡିଆ ବାଇବେଲ)
କେଙ୍କ୍ରେୟାସ୍ଥ ମଣ୍ଡଳୀର ସେବିକା ଆମ୍ଭମାନଙ୍କ ଭଗ୍ନୀ ଫୈବୀଙ୍କ ସପକ୍ଷରେ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕೆಂಕ್ರೆಚ್ಯಾ ದೆವಾಚ್ಯಾ ಲೊಕಾಂಚ್ಯಾ ತಾಂಡ್ಯಾಚಿ ಸೆವಾ ಕರ್ತಲ್ಯಾ ಫೆಬೆ ಮನ್ತಲ್ಯಾ ಭೆನಿಕ್ ಮಿಯಾ ತುಮ್ಚ್ಯಾ ತಾಬೆತ್ ಒಪ್ಸುನ್ ದಿತಾ.