Romans 16:13 — Compare Translations
7 translations compared side by side
Odia - 1840
"ପ୍ରଭୁଙ୍କର ବିଶିଷ୍ଟ ସବେକ ରୂପେ ଓ ତାହାଙ୍କର ମା'ଙ୍କୁ ଯେ ମାରେ ମାତା ଭଳି ତାହାଙ୍କୁ ମାରେ ନମସ୍କାର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପ୍ରଭୁଙ୍କ ମନୋନୀତ ରୂଫଙ୍କୁ ଓ ତାଙ୍କର ମାତାଙ୍କୁ ନମସ୍କାର ଜଣାଅ, ସେ ମଧ୍ୟ ମୋର ମାତା ସ୍ଵରୂପ ।
Odia BSI (ପବିତ୍ର ବାଇବଲ (CL) NT (BSI))
ପ୍ରଭୁଙ୍କ ବିଶିଷ୍ଟ ଦାସ ରୁଫସ୍ ଓ ମୋର ମାତା ସ୍ୱରୂପ ତାଙ୍କର ମାଆଙ୍କୁ ମଧ୍ୟ ମୋର ନମସ୍କାର।
Odia Bible ERV 2004 (ପବିତ୍ର ବାଇବଲ)
ପ୍ରଭୁଙ୍କର ବିଶିଷ୍ଟ ସେବକ ରୂପେ ଓ ତାହାଙ୍କର ମାଙ୍କୁ ଯେ ମୋର ମାତା ଭଳି ତାହାଙ୍କୁ ମୋର ନମସ୍କାର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପ୍ରଭୁଙ୍କ ମନୋନୀତ ରୂଫଙ୍କୁ ଓ ତାଙ୍କର ମାତାଙ୍କୁ ନମସ୍କାର ଜଣାଅ, ସେ ମଧ୍ୟ ମୋହର ମାତା ସ୍ୱରୂପ।
Odia IRV 2017 (ଓଡିଆ ବାଇବେଲ)
ପ୍ରଭୁଙ୍କ ମନୋନୀତ ରୂଫଙ୍କୁ ଓ ତାଙ୍କର ମାତାଙ୍କୁ ନମସ୍କାର ଜଣାଅ, ସେ ମଧ୍ୟ ମୋର ମାତା ସ୍ୱରୂପ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಧನಿಯಾಚ್ಯಾ ಸೆವೆತ್ ಭರ್ಪುರ್ ಸೆವಾ ಕರಲ್ಲ್ಯಾ ಲೆಕಾಚ್ಯಾ ಸರ್ಕೆ ಮಾಕಾ ಬಗುನ್ ಘೆಟಲ್ಲ್ಯಾ ತೆಚ್ಯಾ ಬಾಯ್ಕ್ ಮಿಯಾ ನಮಸ್ಕಾರ್ ಲಿವ್ನ್ ಧಾಡ್ತಾ.