Romans 16:5 — Compare Translations
7 translations compared side by side
Odia - 1840
"ତାଙ୍କ ଘ ରେ ହେଉଥିବା ମଣ୍ତଳୀକୁ ମଧ୍ଯ ନମସ୍କାର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ସେମାନଙ୍କ ଗୃହରେ ଥିବା ମଣ୍ତଳୀକି ନମସ୍କାର ଜଣାଅ । ମୋହର ପ୍ରିୟ ଏପାଇନେତଙ୍କୁ ନମସ୍କାର ଜଣାଅ, ସେ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ଆସିଆର ପ୍ରଥମ ଫଳସ୍ଵରୂପ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନଙ୍କ ଗୃହରେ ଏକତ୍ର ହେଉଥିବା ଉପାସକ ମଣ୍ଡଳୀକୁ ମଧ୍ୟ ମୋର ଅଭିବାଦନ ଜଣାଉଛି। ମୋର ପ୍ରିୟ ବନ୍ଧୁ ଏପାଇନେତଙ୍କୁ ମୋର ନମସ୍କାର ଦେବ। ଆସିଆ ପ୍ରଦେଶରେ ସେ ହେଉଛନ୍ତି ପ୍ରଥମ ଖ୍ରୀଷ୍ଟବିଶ୍ୱାସୀ।
Odia Bible ERV 2004 (ପବିତ୍ର ବାଇବଲ)
ତାଙ୍କ ଘରେ ହେଉଥିବା ମଣ୍ତଳୀକୁ ମଧ୍ୟ ନମସ୍କାର। ମୋର ପ୍ରିୟ ବନ୍ଧୁ ଏପାଇନେତଙ୍କୁ ନମସ୍କାର। ସେ ସମଗ୍ର ଏସିଆ ରେ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବାରେ ପ୍ରଥମ ଲୋକ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ସେମାନଙ୍କ ଗୃହରେ ଥିବା ମଣ୍ଡଳୀକୁ ନମସ୍କାର ଜଣାଅ। ମୋହର ପ୍ରିୟ ଏପାଇନେତଙ୍କୁ ନମସ୍କାର ଜଣାଅ, ସେ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ଏସିଆର ପ୍ରଥମ ଫଳ ସ୍ୱରୂପ ଅଟନ୍ତି।
Odia IRV 2017 (ଓଡିଆ ବାଇବେଲ)
ଆଉ ସେମାନଙ୍କ ଗୃହରେ ଥିବା ମଣ୍ଡଳୀକୁ ନମସ୍କାର ଜଣାଅ । ମୋହର ପ୍ରିୟ ଏପାଇନେତଙ୍କୁ ନମସ୍କାର ଜଣାଅ, ସେ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ଆସିଆର ପ୍ରଥମ ଫଳ ସ୍ୱରୂପ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಂಚ್ಯಾ ಘರಾತ್ ಗೊಳಾ ಹೊತಲ್ಯಾ ತ್ಯಾ ಪವಿತ್ರ್ ಲೊಕಾಂಚ್ಯಾ ತಾಂಡ್ಯಾಕ್ಬಿ ಮಾಜೊ ನಮಸ್ಕಾರ್. ಮಾಜ್ಯಾ ಪ್ರೆಮಾಚ್ಯಾ ದೊಸ್ತಾ ಎಫೈನೆತಾಕ್ ಮಾಜೊ ನಮಸ್ಕಾರ್ ಮನುನ್ ಸಾಂಗ್, ಅಸಿಯಾ ಪ್ರಾಂತ್ಯಾತ್ ಕ್ರಿಸ್ತಾಚೆರ ವಿಶ್ವಾಸ್ ಥವಲ್ಲ್ಯಾತ್ನಿ ಸಗ್ಳ್ಯಾಕ್ನಿ ಪಯ್ಲೆಚೊ ತೊ.