Romans 2:11 — Compare Translations

7 translations compared side by side

Odia - 1840
"ପରମେଶ୍ବର ପ୍ରେତ୍ୟକକ ଲୋକଙ୍କ ପ୍ରତି ସମାନ ଭାବରେ ନ୍ଯାୟବିଚ଼ାର କରନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ଈଶ୍ଵରଙ୍କ ନିକଟରେ ମୁଖାପେକ୍ଷା ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
କାରଣ ଈଶ୍ୱର ଗୋଟିଏ ମାନଦଣ୍ଡରେ ସମସ୍ତଙ୍କ ବିଚାର କରନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ପରମେଶ୍ୱର ପ୍ରତ୍ୟେକ ଲୋକଙ୍କ ପ୍ରତି ସମାନ ଭାବରେ ନ୍ୟାୟବିଗ୍ଭର କରନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ଈଶ୍ବରଙ୍କ ନିକଟରେ ମୁଖାପେକ୍ଷା ନାହିଁ।
Odia IRV 2017 (ଓଡିଆ ବାଇବେଲ)
କାରଣ ଈଶ୍ୱରଙ୍କ ନିକଟରେ ମୁଖାପେକ୍ଷା ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ದೆವ್ ಸಗ್ಳ್ಯಾಕ್ನಿ ಭೆದ್‍ಭಾವ್ ಕರಿನಸ್ತಾನಾ ಎಕುಚ್ ಮಾಪಾನ್ ನಿತ್ ಕರ್‍ತಾ.