Romans 2:15 — Compare Translations

7 translations compared side by side

Odia - 1840
"ସମାନେେ ହୃଦୟ ରେ ଜାଣି ପାରନ୍ତି ଯେ କଣ ଠିକ୍ ଓ କଣ ଭୁଲ୍। ଯାହା ଠିକ୍ ତାହା ବ୍ଯବସ୍ଥା ଚ଼ା ହେଁ। ସମାନେେ ଠିକ୍ ଓ ଭୁଲ୍ ବିଷୟ ରେ ଯାହା ଅନୁଭବ କରନ୍ତି, ତାହା ଦଖାଇେ ମଧ୍ଯ ଦିଅନ୍ତି। େ ବେଳବେଳେ ସମାନଙ୍କେ ବିଚ଼ାର ସମାନଙ୍କେୁ କୁ ହେ ଯେ, ସମାନେେ ମନ୍ଦ କାମ କଲେ, ସମାନେେ ଦୋଷୀ ହୁଅନ୍ତି ଓ େ ବେଳବେଳେ ସମାନଙ୍କେର ବିଗ୍ଭର ସମାନଙ୍କେୁ କୁ ହେ ଯେ, ସମାନେେ ଉତ୍ତମ କାମ କଲେ, ସମାନେେ ନିଜକୁ ଦୋଷୀ ବିବଚେିତ କରନ୍ତି ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ସେମାନେ ବ୍ୟବସ୍ଥାର କର୍ମ ଆପଣା ଆପଣା ହୃଦୟରେ ଲିଖିତ ବୋଲି ଦେଖାନ୍ତି, ସେମାନଙ୍କ ବିବେକ ମଧ୍ୟ ସେଥିର ସାକ୍ଷ୍ୟ ଦିଏ, ଆଉ ସେମାନଙ୍କ ମନର ତର୍କବିତର୍କ ସେମାନଙ୍କୁ ଦୋଷୀ କିଅବା ନିର୍ଦ୍ଦୋଷ କରେ;
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନଙ୍କର କାର୍ଯ୍ୟକଳାପ ଦ୍ୱାରା ଏହା ସୁସ୍ପଷ୍ଟ ଯେ, ବ୍ୟବସ୍ଥାର ନିୟମାବଳୀ ସେମାନଙ୍କ ହୃଦୟରେ ଲିଖିତ ହୋଇ ରହିଛି। ଏ କଥାର ସତ୍ୟତା ସେମାନଙ୍କର ବିବେକ ଦ୍ୱାରା ମଧ୍ୟ ପ୍ରମାଣିତ-ସମର୍ଥନ କରେ, ଅସତ୍‍ଚିନ୍ତାବେଳେ ଦୋଷୀ କରେ।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ହୃଦୟରେ ଜାଣି ପାରନ୍ତି ଯେ କ’ଣ ଠିକ୍ ଓ କ’ଣ ଭୁଲ୍। ଯାହା ଠିକ୍ ତାହା ବ୍ୟବସ୍ଥା ଗ୍ଭହେଁ। ସେମାନେ ଠିକ୍ ଓ ଭୁଲ୍ ବିଷୟରେ ଯାହା ଅନୁଭବ କରନ୍ତି, ତାହା ଦେଖାଇ ମଧ୍ୟ ଦିଅନ୍ତି। ବେଳେବେଳେ ସେମାନଙ୍କ ବିଗ୍ଭର ସେମାନଙ୍କୁ କୁହେ ଯେ, ସେମାନେ ମନ୍ଦ କାମ କଲେ, ସେମାନେ ଦୋଷୀ ହୁଅନ୍ତି ଓ ବେଳେବେଳେ ସେମାନଙ୍କର ବିଗ୍ଭର ସେମାନଙ୍କୁ କୁହେ ଯେ, ସେମାନେ ଉତ୍ତମ କାମ କଲେ, ସେମାନେ ନିଜକୁ ଦୋଷୀ ବିବେଚିତ କରନ୍ତି ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ସେମାନେ ମୋଶାଙ୍କ ବ୍ୟବସ୍ଥାର କର୍ମ ଆପଣା ଆପଣା ହୃଦୟରେ ଲିଖିତ ବୋଲି ଦେଖାନ୍ତି, ସେମାନଙ୍କ ବିବେକ ମଧ୍ୟ ସେଥିର ସାକ୍ଷ୍ୟ ଦିଏ, ଆଉ ସେମାନଙ୍କ ମନର ତର୍କବିତର୍କ ସେମାନଙ୍କୁ ଦୋଷୀ କିଅବା ନିର୍ଦ୍ଦୋଷ କରେ;
Odia IRV 2017 (ଓଡିଆ ବାଇବେଲ)
କାରଣ ସେମାନେ ବ୍ୟବସ୍ଥାର କର୍ମ ଆପଣା ଆପଣା ହୃଦୟରେ ଲିଖିତ ବୋଲି ଦେଖାନ୍ତି, ସେମାନଙ୍କ ବିବେକ ମଧ୍ୟ ସେଥିର ସାକ୍ଷ୍ୟ ଦିଏ, ଆଉ ସେମାନଙ୍କ ମନର ତର୍କବିତର୍କ ସେମାନଙ୍କୁ ଦୋଷୀ କିଅବା ନିର୍ଦ୍ଦୋଷ କରେ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಂಚಿ ಚಲ್ನುಕುಚ್ ಖಾಯ್ದೆ ತೆಂಚ್ಯಾ ಮನಾತ್ನಿ ಲಿವಲ್ಲೆ ಹಾತ್ ಮನುನ್ ದಾಕ್ವುನ್ ದಿತ್ಯಾತ್, ತೆಂಚಿ ಮನಾಬಿ ಹೆ ಖರೆ ಮನುನ್ ದಾಕ್ವುನ್ ದಿತ್ಯಾತ್, ತೆಂಚ್ಯಾ ಯವ್ಜನ್ಯಾ ತೆಂಕಾ ಕನ್ನಾ-ಕನ್ನಾ ಚುಕ್ ಹಾಯ್ ನಾಹೊಲ್ಯಾರ್ ಸಮಾ ನಾ ಮನುನ್ ಸಾಂಗುನ್ ದಿತ್ಯಾತ್.