Romans 2:18 — Compare Translations
7 translations compared side by side
Odia - 1840
"ତୁମ୍ଭେ ଜାଣ ଯେ, ତୁମ୍ଭେ କଣ କରିବ ବୋଲି ପରମେଶ୍ବର ଚ଼ାହାଁନ୍ତି। ଏବଂ ତୁମ୍ଭେ ଜାଣିଛ ଯେ କେଉଁ ବିଷୟଗୁଡ଼ିକ ମହତ୍ତ୍ବପୁର୍ଣ୍ଣ, କାରଣ ତୁମ୍ଭେ ବ୍ଯବସ୍ଥା ଶିଖିଛ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ବ୍ୟବସ୍ଥାରୁ ଶିକ୍ଷା ପ୍ରାପ୍ତ ହୋଇ ତାହାଙ୍କ ଇଚ୍ଛା ଜାଣୁଅଛ, ପୁଣି ଭଲ ମନ୍ଦର ପ୍ରଭେଦ ବୁଝୁଅଛ,
Odia BSI (ପବିତ୍ର ବାଇବଲ (CL) NT (BSI))
ତୁମ ପାଇଁ ଈଶ୍ୱରଙ୍କ ଅଭିମତ ଜାଣିଛ ଓ ବ୍ୟବସ୍ଥାରୁ ସତ୍ ଓ ଅସତ୍ ଜ୍ଞାନ ପାଇଛ;
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେ ଜାଣ ଯେ, ତୁମ୍ଭେ କ’ଣ କରିବ ବୋଲି ପରମେଶ୍ୱର ଗ୍ଭହାନ୍ତି। ଏବଂ ତୁମ୍ଭେ ଜାଣିଛ ଯେ କେଉଁ ବିଷୟ ଗୁଡ଼ିକ ମହତ୍ତ୍ୱପୂର୍ଣ୍ଣ, କାରଣ ତୁମ୍ଭେ ବ୍ୟବସ୍ଥା ଶିଖିଛ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ମୋଶାଙ୍କ ବ୍ୟବସ୍ଥାରୁ ଶିକ୍ଷା ପ୍ରାପ୍ତ ହୋଇ ତାହାଙ୍କ ଇଚ୍ଛା ଜାଣୁଅଛ, ପୁଣି, ଭଲ ମନ୍ଦର ପ୍ରଭେଦ ବୁଝୁଅଛ,
Odia IRV 2017 (ଓଡିଆ ବାଇବେଲ)
ଆଉ ମୋଶାଙ୍କ ବ୍ୟବସ୍ଥାରୁ ଶିକ୍ଷା ପ୍ରାପ୍ତ ହୋଇ ତାହାଙ୍କ ଇଚ୍ଛା ଜାଣୁଅଛ, ପୁଣି, ଭଲ ମନ୍ଦର ପ୍ରଭେଦ ବୁଝୁଅଛ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ದೆವಾಕ್ ತುಮಿ ಕಾಯ್ ಕರಲ್ಲೆ ಪಾಜೆ ಮನ್ತಲೆ ತುಕಾ ಗೊತ್ತ್ ಹಾಯ್, ಅನಿ ಖಾಯ್ದ್ಯಾಂಚ್ಯಾ ವೈನಾ ಖಲೆ ಸಮಾ ಹಾಯ್ ತೆ ಎಚುನ್ ಘೆತಲೆ ತಿಯಾ ಶಿಕಲ್ಲೆ ಹಾಯ್,