Romans 2:26 — Compare Translations

7 translations compared side by side

Odia - 1840
"ଅଣ ଯିହୂଦୀମାନେ ସୁନ୍ନତ ହୁଅନ୍ତି ନାହିଁ। କିନ୍ତୁ ସମାନେେ ଯଦି ବ୍ଯବସ୍ଥା କହିବା ଭଳି ଆଚ଼ରଣ କରନ୍ତି, ତା ହେଲେ ସମାନେେ ସୁନ୍ନତ ହବୋ ଭଳି ହେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅତଏବ, ଯଦି ଅସୁନ୍ନତି ଲୋକ ବ୍ୟବସ୍ଥାର ବିଧିବିଧାନ ପାଳନ କରେ, ତେବେ ତାହାର ଅସୁନ୍ନତ କଅଣ ସୁନ୍ନତ ବୋଲି ଗଣିତ ହେବ ନାହିଁ?
Odia BSI (ପବିତ୍ର ବାଇବଲ (CL) NT (BSI))
ଯଦି ସୁନ୍ନତ ହୋଇ ନ ଥବା ଜଣେ ଅଣଇହୁଦୀ ବ୍ୟବସ୍ଥାର ବିଧିବିଧାନ ସବୁ ପାଳନ କରୁଥାଏ, ଈଶ୍ୱର ତାକୁ
Odia Bible ERV 2004 (ପବିତ୍ର ବାଇବଲ)
ଅଣଯିହୂଦୀମାନେ ସୁନ୍ନତ ହୁଅନ୍ତି ନାହିଁ। କିନ୍ତୁ ସେମାନେ ଯଦି ବ୍ୟବସ୍ଥା କହିବା ଭଳି ଆଚରଣ କରନ୍ତି, ତା’ହେଲେ ସେମାନେ ସୁନ୍ନତ ହେବା ଭଳି ହେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅତଏବ, ଯଦି ଅସୁନ୍ନତ ଲୋକ ମୋଶାଙ୍କ ବ୍ୟବସ୍ଥାର ବିଧିବିଧାନ ପାଳନ କରେ, ତେବେ ତାହାର ଅସୁନ୍ନତ କଅଣ ସୁନ୍ନତ ବୋଲି ଗଣିତ ହେବ ନାହିଁ?
Odia IRV 2017 (ଓଡିଆ ବାଇବେଲ)
ଅତଏବ, ଯଦି ଅସୁନ୍ନତ ଲୋକ ମୋଶାଙ୍କ ବ୍ୟବସ୍ଥାର ବିଧିବିଧାନ ପାଳନ କରେ, ତେବେ ତାହାର ଅସୁନ୍ନତ କ'ଣ ସୁନ୍ନତ ବୋଲି ଗଣିତ ହେବ ନାହିଁ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸುನ್ನತ್ ಕರುನ್ ಘೆಯ್ನಸಲ್ಲೊ ಜುದೆವ್ ನ್ಹಯ್ ಹೊತ್ತೊ, ಖಾಯ್ದ್ಯಾಂಚ್ಯಾ ಸಾರ್ಕೆ ಚಲ್ಲೊ ತರ್ ತೊ ಸುನ್ನತ್ ಕರುನ್ ಘೆಯ್‍ನಸಲ್ಲೊ ರ್‍ಹಾಲ್ಯಾರ್‍ಬಿ ದೆವ್ ತೆಕಾ ಮಾನಿ‌ನಸ್ತಾ ರ್‍ಹಾತಾ ಕಾಯ್?