Romans 2:28 — Compare Translations
7 translations compared side by side
Odia - 1840
"ଜଣେ କବଳେ ଶରୀର ରେ ଯିହୂଦୀ, କିନ୍ତୁ ପ୍ରକୃତ ରେ ଯିହୂଦୀ ନୁହେଁ। ପ୍ରକୃତ ସୁନ୍ନତ କବଳେ ବାହାର ଶରୀର ରେ ନୁହେଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ବାହାରେ ଯେ ଯିହୁଦୀ, ସେ ଯିହୁଦୀ ନୁହେଁ, କିଅବା ବାହାର ଶରୀରରେ ଯେ ସୁନ୍ନତ, ତାହା ସୁନ୍ନତ ନୁହେଁନ୍ତ
Odia BSI (ପବିତ୍ର ବାଇବଲ (CL) NT (BSI))
କେବଳ ଶାରୀରିକ ଭାବରେ ସୁନ୍ନତ ହୋଇ ଉପରକୁ ଇହୁଦୀ ବୋଲି ପରିଚିତ ହେଉଥିବା ଲୋକ ପ୍ରକୃତରେ ଇହୁଦୀ ନୁହେଁ।
Odia Bible ERV 2004 (ପବିତ୍ର ବାଇବଲ)
ଜଣେ କେବଳ ଶରୀରରେ ଯିହୂଦୀ, କିନ୍ତୁ ପ୍ରକୃତରେ ଯିହୂଦୀ ନୁହେଁ। ପ୍ରକୃତ ସୁନ୍ନତ କେବଳ ବାହାର ଶରୀରରେ ନୁହେଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ବାହାରେ ଯେ ଯିହୁଦୀ, ସେ ଯିହୁଦୀ ନୁହେଁ, କିଅବା ବାହାର ଶରୀରରେ ଯେ ସୁନ୍ନତ, ତାହା ସୁନ୍ନତ ନୁହେଁ;
Odia IRV 2017 (ଓଡିଆ ବାଇବେଲ)
କାରଣ ବାହାରେ ଯେ ଯିହୂଦୀ, ସେ ଯିହୂଦୀ ନୁହେଁ, କିଅବା ବାହାର ଶରୀରରେ ଯେ ସୁନ୍ନତ, ତାହା ସୁନ୍ନତ ନୁହେଁ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಶೆ ರಾತಾನಾ, ಖರೆಚ್ ಸುನ್ನತ್ ಕರಲ್ಲೊ, ಖರೊ ಜುದೆವ್ ಕೊನ್? ಭಾಯ್ನಾ ಖಾಲಿ ಜುದೆವ್ ಮನುನ್ ದಾಕ್ವುತಲೊ ಜುದೆವ್ ನ್ಹಯ್, ಖಾಲಿ ಆಂಗಾಕ್ ಪದ್ದತಿ ಪರ್ಕಾರ್ ಕರುನ್ ಘೆಟಲ್ಲಿ ಸುನ್ನತ್, ಸುನ್ನತ್ ನ್ಹಯ್ ತಿ.