Romans 3:1 — Compare Translations
7 translations compared side by side
Odia - 1840
"ଅତଏବ ଯିହୂଦୀମାନଙ୍କଠା ରେ କଣ ଅଧିକ ଅଛି ଯାହା ଅନ୍ୟ ଲୋକମାନଙ୍କଠା ରେ ନାହିଁ? ଅସୁନ୍ନତ ହବୋ ରେ କଣ ବିଶଷେ ମୂଲ୍ଯ ଅଛି?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେବେ ଯିହୁଦୀ ଲୋକର ବିଶେଷ କଅଣ? ସୁନ୍ନତର ବା ଉପକାର କଅଣ? ସବୁ ପ୍ରକାରେ ବହୁତ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତେବେ ଅଣଇହୁଦୀମାନଙ୍କଠାରୁ ଇହୁଦୀମାନଙ୍କର ଅଧିକ ସୁବିଧା କଅଣ? ସୁନ୍ନତ ସଂସ୍କାରର ବା ଉପକାର କଅଣ?
Odia Bible ERV 2004 (ପବିତ୍ର ବାଇବଲ)
ଅତଏବ ଯିହୂଦୀମାନଙ୍କଠାରେ କ’ଣ ଅଧିକ ଅଛି ଯାହା ଅନ୍ୟ ଲୋକମାନଙ୍କଠାରେ ନାହିଁ? ଅସୁନ୍ନତ ହେବାରେ କ’ଣ ବିଶେଷ ମୂଲ୍ୟ ଅଛି?
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତେବେ ଯିହୁଦୀ ଲୋକର ବିଶେଷ କଅଣ? ସୁନ୍ନତର ବା ଉପକାର କଅଣ? ସବୁ ପ୍ରକାରେ ବହୁତ।
Odia IRV 2017 (ଓଡିଆ ବାଇବେଲ)
ତେବେ ଯିହୂଦୀ ଲୋକର ବିଶେଷ କ'ଣ? ସୁନ୍ନତର ବା ଉପକାର କ'ଣ? ସବୁ ପ୍ରକାରେ ବହୁତ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆ ಹೊಲ್ಯಾರ್ ಜುದೆವ್ ಹೊವ್ನ್ ಕಾಯ್ ಫಾಯ್ದೊ ಹಾಯ್? ನಾಹೊಲ್ಯಾರ್ ಸುನ್ನತ್ ಕರುನ್ ಘೆವ್ನ್ ಕಾಯ್ ಫಾಯ್ದೊ ಹಾಯ್?