Romans 3:6 — Compare Translations

7 translations compared side by side

Odia - 1840
"ନା! ଯଦି ପରମେଶ୍ବର ଆମ୍ଭକୁ ଦଣ୍ଡ ଦଇେ ପାରିବେ ନାହିଁ, ତା ହେଲେ ସେ ସଂସାରର ବିଚ଼ାର କରି ପାରିବେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତାହା କେବେ ହେଁ ନ ହେଉ; କାରଣ ତାହାହେଲେ ଈଶ୍ଵର କିପରି ଜଗତର ବିଚାର କରିବେ?
Odia BSI (ପବିତ୍ର ବାଇବଲ (CL) NT (BSI))
କେବେ ନୁହେଁ। ଈଶ୍ୱର ଯଦି ନ୍ୟାୟବାନ ନୁହନ୍ତି, ସେ କିପରି ଜଗତର ନ୍ୟାୟ ବିଚାର କରିବେ?
Odia Bible ERV 2004 (ପବିତ୍ର ବାଇବଲ)
ନା! ଯଦି ପରମେଶ୍ୱର ଆମ୍ଭକୁ ଦଣ୍ଡ ଦେଇ ପାରିବେ ନାହିଁ, ତା’ହେଲେ ସେ ସଂସାରର ବିଗ୍ଭର କରି ପାରିବେ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହା କେବେ ହେଁ ନ ହେଉ, କାରଣ ତାହାହେଲେ ଈଶ୍ବର କିପରି ଜଗତର ବିଚାର କରିବେ?
Odia IRV 2017 (ଓଡିଆ ବାଇବେଲ)
ତାହା କେବେ ହେଁ ନ ହେଉ, କାରଣ ତାହାହେଲେ ଈଶ୍ୱର କିପରି ଜଗତର ବିଚାର କରିବେ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ನಾ ತಸೆ ನ್ಹಯ್ ಮನುನ್, ರ್‍ಹಾಲ್ಯಾರ್ ದೆವುಚ್ ಚುಕಿದಾರ್ ಮನುನ್ ರ್‍ಹಾಲ್ಯಾರ್ ಜಗಾಚಿ ಝಡ್ತಿ ತೆಚಾನ್ ಕಶಿ ಕರುಕ್ ಹೊತಾ?