Romans 4:7 — Compare Translations
7 translations compared side by side
Odia - 1840
"ଲୋକେ ପ୍ରକୃତ ରେ ଧନ୍ଯ, ଯେତବେେଳେ ସମାନଙ୍କେର ଅପରାଧ କ୍ଷମା କରାଯାଏ, ଓ ଯେତବେେଳେ ସମାନଙ୍କେର ପାପଗୁଡ଼ିକୁ ଢ଼ାଙ୍କି ଦିଆ ଯାଏ!"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
“ଯେଉଁମାନଙ୍କର ଅପରାଧସବୁ କ୍ଷମା ହୋଇଅଛି, ଆଉ ଯେଉଁମାନଙ୍କର ପାପସବୁ ଆଚ୍ଛାଦିତ ହୋଇଅଛି, ସେମାନେ ଧନ୍ୟ ।
Odia BSI (ପବିତ୍ର ବାଇବଲ (CL) NT (BSI))
“ଯାହାର ଦୋଷ ମାର୍ଜନା କରାଯାଇଛି, ସେ ଧନ୍ୟ; ଯେ ପାପକ୍ଷମା ପାଇଛି, ସେ ଧନ୍ୟ।
Odia Bible ERV 2004 (ପବିତ୍ର ବାଇବଲ)
“ଲୋକେ ପ୍ରକୃତରେ ଧନ୍ୟ, ଯେତେବେଳେ ସେମାନଙ୍କର ଅପରାଧ କ୍ଷମା କରାଯାଏ, ଓ ଯେତେବେଳେ ସେମାନଙ୍କର ପାପଗୁଡ଼ିକୁ ଢାଙ୍କି ଦିଆ ଯାଏ!
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“ଯେଉଁମାନଙ୍କର ଅପରାଧସବୁ କ୍ଷମା ହୋଇଅଛି, ଆଉ ଯେଉଁମାନଙ୍କର ପାପସବୁ ଆଚ୍ଛାଦିତ ହୋଇଅଛି, ସେମାନେ ଧନ୍ୟ।
Odia IRV 2017 (ଓଡିଆ ବାଇବେଲ)
"ଯେଉଁମାନଙ୍କର ଅପରାଧସବୁ କ୍ଷମା ହୋଇଅଛି, ଆଉ ଯେଉଁମାନଙ୍କର ପାପସବୁ ଆଚ୍ଛାଦିତ ହୋଇଅଛି, ସେମାନେ ଧନ୍ୟ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆ ಕಾಯ್ ಮಟ್ಲ್ಯಾರ್, “ಜೆ ಕೊನಾಚಿ ಪಾಪಾ ಮಾಪಿ ಹೊಲ್ಯಾತ್, ಅನಿ ಕೊನಾಚಿ ಚುಕಾ ಧಾಪಲ್ಲಿ ಹಾತ್, ತೆನಿ ಕವ್ಡೆ ಸುಖಿ!