Romans 4:8 — Compare Translations
7 translations compared side by side
Odia - 1840
"ଓ ସେ ଲୋକମାନେ ପ୍ରକୃତ ରେ ଧନ୍ଯ, ଯେତବେେଳେ ପାପରହିତ ଭାବେ ପରମେଶ୍ବର ତାହାଙ୍କୁ ଗ୍ରହଣ କରି ନଇେଛନ୍ତି। ଗୀତସଂହିତା 32:1-2"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପ୍ରଭୁ ଯେଉଁ ଲୋକର ପାପ ଗଣନା କରିବେ ନାହିଁ, ସେ ଧନ୍ୟ ।”
Odia BSI (ପବିତ୍ର ବାଇବଲ (CL) NT (BSI))
ଈଶ୍ୱର ଯାହାର ପାପ ଗଣନା କରିବେ ନାହିଁ, ସେ ଧନ୍ୟ!”
Odia Bible ERV 2004 (ପବିତ୍ର ବାଇବଲ)
ଓ ସେ ଲୋକମାନେ ପ୍ରକୃତରେ ଧନ୍ୟ, ଯେତେବେଳେ ପାପରହିତ ଭାବେ ପରମେଶ୍ୱର ତାହାଙ୍କୁ ଗ୍ରହଣ କରି ନେଇଛନ୍ତି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପ୍ରଭୁ ଯେଉଁ ଲୋକର ପାପ ଗଣନା କରିବେ ନାହିଁ, ସେ ଧନ୍ୟ।”
Odia IRV 2017 (ଓଡିଆ ବାଇବେଲ)
ପ୍ରଭୁ ଯେଉଁ ଲୋକର ପାପ ଗଣନା କରିବେ ନାହିଁ, ସେ ଧନ୍ୟ ।'
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆ ಕೊನಾಚಿ ಪಾಪಾ ಸರ್ವೆಸ್ವರ್ ಲೆಕ್ಕಾತ್ ಧರಿನಾ ತೊ ಮಾನುಸ್ ಕವ್ಡೊ ಸುಖಿ!”