Romans 7:2 — Compare Translations
7 translations compared side by side
Odia - 1840
"ମୁଁ ତୁମ୍ଭମାନଙ୍କୁ ଗୋଟିଏ ଉଦାହରଣ ଦେଉଛି। ଜଣେ ବିବାହିତା ସ୍ତ୍ରୀଲୋକ ତାହାର ସ୍ବାମୀ ଜୀବିତ ଥିବା ସମୟ ପର୍ୟ୍ଯନ୍ତ ତା' ସହିତ ଆବଦ୍ଧ ହାଇେ ରହିଥାଏ। କିନ୍ତୁ ଯେତବେେଳେ ତାହାର ସ୍ବାମୀ ମରି ଯାଏ ସେ ବିବାହର ନିୟମରୁ ମୁକ୍ତ ହାଇେ ଯାଏ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସ୍ଵାମୀ ଯେପର୍ଯ୍ୟନ୍ତ ଜୀବିତ ଥାଏ, ସେପର୍ଯ୍ୟନ୍ତ ସ୍ତ୍ରୀ ସ୍ଵାମୀ ସହିତ ବ୍ୟବସ୍ଥା ଦ୍ଵାରା ଆବଦ୍ଧ ଥାଏ, କିନ୍ତୁ ସ୍ଵାମୀ ମରିଗଲେ ସ୍ତ୍ରୀ ସ୍ଵାମୀର ବ୍ୟବସ୍ଥାରୁ ମୁକ୍ତ ହୁଏ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସ୍ୱାମୀ ବଞ୍ଚିଥିବା ପର୍ଯ୍ୟନ୍ତ ତା’ର ପତ୍ନୀ ତା’ ସହିତ ବିବାହ ବନ୍ଧରେ ଆବଦ୍ଧ ଥାଏ। କିନ୍ତୁ ସ୍ୱାମୀର ମୃତ୍ୟୁ ହେଲେ, ତା’ର ସ୍ତ୍ରୀ ଏହି ବ୍ୟବସ୍ଥାରୁ ମୁକ୍ତ ହୁଏ।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ତୁମ୍ଭମାନଙ୍କୁ ଗୋଟିଏ ଉଦାହରଣ ଦେଉଛି। ଜଣେ ବିବାହିତା ସ୍ତ୍ରୀଲୋକ ତାହାର ସ୍ୱାମୀ ଜୀବିତ ଥିବା ସମୟ ପର୍ଯ୍ୟନ୍ତ ତା’ ସହିତ ଆବଦ୍ଧ ହୋଇ ରହିଥାଏ। କିନ୍ତୁ ଯେତେବେଳେ ତାହାର ସ୍ୱାମୀ ମରି ଯାଏ ସେ ବିବାହର ନିୟମରୁ ମୁକ୍ତ ହୋଇ ଯାଏ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସ୍ୱାମୀ ଯେପର୍ଯ୍ୟନ୍ତ ଜୀବିତ ଥାଏ, ସେପର୍ଯ୍ୟନ୍ତ ସ୍ତ୍ରୀ ସ୍ୱାମୀ ସହିତ ବ୍ୟବସ୍ଥା ଦ୍ୱାରା ଆବଦ୍ଧ ଥାଏ, କିନ୍ତୁ ସ୍ୱାମୀ ମରିଗଲେ ସ୍ତ୍ରୀ ବିବାହ ବ୍ୟବସ୍ଥାରୁ ମୁକ୍ତ ହୁଏ।
Odia IRV 2017 (ଓଡିଆ ବାଇବେଲ)
ସ୍ୱାମୀ ଯେପର୍ଯ୍ୟନ୍ତ ଜୀବିତ ଥାଏ, ସେପର୍ଯ୍ୟନ୍ତ ସ୍ତ୍ରୀ ସ୍ୱାମୀ ସହିତ ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଆବଦ୍ଧ ଥାଏ, କିନ୍ତୁ ସ୍ୱାମୀ ମରିଗଲେ ସ୍ତ୍ରୀ ସ୍ୱାମୀର ମୋଶାଙ୍କ ବ୍ୟବସ୍ଥାରୁ ମୁକ୍ତ ହୁଏ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಉದಾರನೆಕ್ ಎಕ್ ಬಾಯ್ಕೊಮನ್ಸಿಕ್ ತಿಚೊ ಘೊವ್ ಝಿತ್ತೊ ರ್ಹಾಯ್ ಪತರ್ ಎವ್ಡೆಚ್ ಖಾಯ್ದೊ ಭಾಂದುನ್ ಥವ್ತಾ; ಖರೆ ತೊ ಮರ್ಲೊ ತರ್, ತಿ ತ್ಯಾ ತೆಕಾ ಅನಿ ತಿಕಾ ಭಾಂದಲ್ಲ್ಯಾ ಖಾಯ್ದ್ಯಾತ್ನಾ ಸ್ವತಂತ್ರ್ ಹೊತಾ.