Romans 7:24 — Compare Translations
7 translations compared side by side
Odia - 1840
"ଏହା ଭୟଙ୍କର ଅଟେ! ମାେତେ ଏହି ଶରୀରରୁ, ଯାହା ମାେ ପାଇଁ ମୁତ୍ଯୁ ଆଣେ, କିଏ ରକ୍ଷା କରିବ? ପରମେଶ୍ବର ମାେତେ ରକ୍ଷା କରିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହାୟ, ଦୁର୍ଭାଗ୍ୟ ମନୁଷ୍ୟ ଯେ ମୁଁ, ମୋତେ ଏହି ମୃତ୍ୟୁର ଶରୀରରୁ କିଏ ଉଦ୍ଧାର କରିବ?
Odia BSI (ପବିତ୍ର ବାଇବଲ (CL) NT (BSI))
କେଡ଼େ ହତଭାଗ୍ୟ ମୁଁ! ମୃତ୍ୟୁ ମୁଖକୁ ଟାଣି ନେଉଥିବା ଏହି ଶାରୀରିକ ପ୍ରବୃତ୍ତିରୁ ମୋତେ କିଏ ଉଦ୍ଧାର କରିବ?
Odia Bible ERV 2004 (ପବିତ୍ର ବାଇବଲ)
ଏହା ଭୟଙ୍କର ଅଟେ! ମୋତେ ଏହି ଶରୀରରୁ, ଯାହା ମୋ’ ପାଇଁ ମୃତ୍ୟୁ ଆଣେ, କିଏ ରକ୍ଷା କରିବ? ପରମେଶ୍ୱର ମୋତେ ରକ୍ଷା କରିବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହାୟ, ଦୁର୍ଭାଗ୍ୟ ମନୁଷ୍ୟ ଯେ ମୁଁ, ମୋତେ ଏହି ମୃତ୍ୟୁର ଶରୀରରୁ କିଏ ଉଦ୍ଧାର କରିବ?
Odia IRV 2017 (ଓଡିଆ ବାଇବେଲ)
ହାୟ, ଦୁର୍ଭାଗ୍ୟ ମନୁଷ୍ୟ ଯେ ମୁଁ, ମୋତେ ଏହି ମୃତ୍ୟୁର ଶରୀରରୁ କିଏ ଉଦ୍ଧାର କରିବ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕವ್ಡ್ಯಾ ಬುರ್ಶ್ಯಾ ಸ್ಥಿತಿರ್ ಪಾವಲ್ಲೊ ಮಾನುಸ್ ಮಿಯಾ! ಹ್ಯಾ ಮರ್ನಾತ್ ಘೆವ್ನ್ ಜಾತಲ್ಯಾ ಮಾಜ್ಯಾ ಆಂಗಾತ್ನಾ ಮಾಕಾ ಹುರ್ವುನ್ ಘೆತಲೊ ಕೊನ್ ಹಾಯ್.