Romans 8:6 — Compare Translations

7 translations compared side by side

Odia - 1840
"ଯଦି ଜଣେ ଲୋକର ବିଚ୍ଭାର ପାପପୂର୍ଣ ଶରୀର ଦ୍ବାରା ନିୟନ୍ତ୍ରିତ ହୁଏ, ତା ହେଲେ ଆତ୍ମିକ ମୃତ୍ଯୁ ହୁଏ। କିନ୍ତୁ ଯଦି ଜଣକର ବିଚ୍ଭାର ଆତ୍ମା ଦ୍ବାରା ନିୟନ୍ରିତ ହୁଏ, ତା ହେଲେ ସଠାେରେ ଜୀବନ ଓ ଶାନ୍ତି ଅଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ଶାରୀରିକ ଭାବ ମୃତ୍ୟୁଜନକ, କିନ୍ତୁଆତ୍ମିକ ଭାବ ଜୀବନ ଓ ଶାନ୍ତିଦାୟକ;
Odia BSI (ପବିତ୍ର ବାଇବଲ (CL) NT (BSI))
ମାନବ ପ୍ରକୃତିର ବଶୀଭୂତ ହେଲେ, ପରିଣାମ ହୁଏ ମୃତ୍ୟୁ; ପବିତ୍ରଆତ୍ମାଙ୍କ ବଶୀଭୂତ ହେବା ଦ୍ୱାରା ଜୀବନ ଓ ଶାନ୍ତି ମିଳେ।
Odia Bible ERV 2004 (ପବିତ୍ର ବାଇବଲ)
ଯଦି ଜଣେ ଲୋକର ବିଗ୍ଭର ପାପପୂର୍ଣ୍ଣ ଶରୀର ଦ୍ୱାରା ନିୟନ୍ତ୍ରିତ ହୁଏ, ତା’ହେଲେ ଆତ୍ମିକ ମୃତ୍ୟୁ ହୁଏ। କିନ୍ତୁ ଯଦି ଜଣକର ବିଗ୍ଭର ଆତ୍ମା ଦ୍ୱାରା ନିୟନ୍ରିତ ହୁଏ, ତା’ହେଲେ ସେଠାରେ ଜୀବନ ଓ ଶାନ୍ତି ଅଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ଶାରୀରିକ ମନ ମୃତ୍ୟୁଜନକ, କିନ୍ତୁ ଆତ୍ମିକ ମନ ଜୀବନ ଓ ଶାନ୍ତିଦାୟକ;
Odia IRV 2017 (ଓଡିଆ ବାଇବେଲ)
କାରଣ ଶାରୀରିକ ମନ ମୃତ୍ୟୁଜନକ, କିନ୍ତୁ ଆତ୍ମିକ ମନ ଜୀବନ ଓ ଶାନ୍ତିଦାୟକ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾನುಸ್ಪಾನಾಚ್ಯಾ ಸ್ವಬಾವಾಚ್ಯಾ ಆಶೆ ಸರ್ಕೆ ಚಲ್ತಲ್ಯಾಚೊ ಫಳ್ ಮರಾನ್, ಪವಿತ್ರ್ ಆತ್ಮ್ಯಾಚ್ಯಾ ಅಶೆಚೆ ಪರ್‍ಕಾರ್ ಚಲ್ತಲ್ಯಾಕ್ ಜಿವ್ ಅನಿ ಶಾಂತಿ ಗಾವ್ತಾ.