Romans 9:15 — Compare Translations

7 translations compared side by side

Odia - 1840
"ନା, ଆମ୍ଭେ ଏପରି କହି ପାରିବା ନାହିଁ। ପରମେଶ୍ବର ମାଶାଙ୍କେୁ କହିଥୀଲେ, ଆମ୍ଭେ ଯାହାକୁ ଦୟା କରିବା ପାଇଁ ଇଚ୍ଛା କରିବା, ଆମ୍ଭେ ତାହା ପ୍ରତି ଦୟା ଦଖାଇବୋ। ଆମ୍ଭେ ଯାହାକୁ କରୁଣା ଦଖାଇବୋ ପାଇଁ ଇଛା କରିବା ଆମ୍ଭେ ତାହାକୁ କରୁଣା ଦଖାଇବୋା"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ସେ ମୋଶାଙ୍କୁ କହନ୍ତି, ଯାହା ଉପରେ ଆମ୍ଭର ଦୟା ଅଛି, ତାହାକୁ ଆମ୍ଭେ ଦୟା କରିବା, ଆଉ ଯାହା ଉପରେ ଆମ୍ଭର କୃପା ଅଛି, ତାହାକୁ ଆମ୍ଭେ କୃପା କରିବା ।
Odia BSI (ପବିତ୍ର ବାଇବଲ (CL) NT (BSI))
କାରଣ ସେ ମୋଶାଙ୍କୁ କହିଥିଲେ, “ଆମ୍ଭର ଯାହାକୁ ଇଚ୍ଛା, ତାକୁ ଅନୁଗ୍ରହ କରିବୁ; ଯାହାକୁ ଇଚ୍ଛା, ତାକୁ ଦୟା କରିବୁ।”
Odia Bible ERV 2004 (ପବିତ୍ର ବାଇବଲ)
ନା, ଆମ୍ଭେ ଏପରି କହି ପାରିବା ନାହିଁ। ପରମେଶ୍ୱର ମୋଶାଙ୍କୁ କହିଥିଲେ, “ଆମ୍ଭେ ଯାହାକୁ ଦୟା କରିବା ପାଇଁ ଇଚ୍ଛା କରିବା, ଆମ୍ଭେ ତାହା ପ୍ରତି ଦୟା ଦେଖାଇବା। ଆମ୍ଭେ ଯାହାକୁ କରୁଣା ଦେଖାଇବା ପାଇଁ ଇଚ୍ଛା କରିବା ଆମ୍ଭେ ତାହାକୁ କରୁଣା ଦେଖାଇବା।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ସେ ମୋଶାଙ୍କୁ କହନ୍ତି, “ଯାହା ଉପରେ ଆମ୍ଭର ଦୟା ଅଛି, ତାହାକୁ ଆମ୍ଭେ ଦୟା କରିବା, ଆଉ ଯାହା ଉପରେ ଆମ୍ଭର କୃପା ଅଛି, ତାହାକୁ ଆମ୍ଭେ କୃପା କରିବା।”
Odia IRV 2017 (ଓଡିଆ ବାଇବେଲ)
କାରଣ ସେ ମୋଶାଙ୍କୁ କହନ୍ତି, ଯାହା ଉପରେ ଆମ୍ଭର ଦୟା ଅଛି, ତାହାକୁ ଆମ୍ଭେ ଦୟା କରିବା, ଆଉ ଯାହା ଉପରେ ଆମ୍ଭର କୃପା ଅଛି, ତାହାକୁ ଆମ୍ଭେ କୃପା କରିବା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕಶ್ಯಾಕ್ ಮಟ್ಲ್ಯಾರ್, ದೆವಾನ್ ಮೊಯ್ಜೆಕ್, “ಮಾಕಾ ಮನ್ ಯೆತಾ ತೆಚೆ ವರ್‍ತಿ ಮಿಯಾ ದಯಾ ದಾಕ್ವುತಾ; ಮಾಕಾ ಮನ್ ಹಾಯ್ ತೆಚೆ ವರ್‍ತಿ ಮಿಯಾ ದಯಾ ದಾಕ್ವುತಾ.” ಮಟ್ಲ್ಯಾನ್.