Romans 9:26 — Compare Translations

7 translations compared side by side

Odia - 1840
"ଏବଂ ଯେଉଁ ସ୍ଥାନ ରେ ପରମେଶ୍ବର କହିଥୀଲେ, 'ତୁମ୍ଭମାନେେ ଆମ୍ବ ଲୋକ ନୁହଁ'- ସହେି ସ୍ଥାନ ରେ ସମାନେେ ଜୀବିତ ପରମେଶ୍ବରଙ୍କ ସନ୍ତାନ ବୋଲାଇବେ। ହାେେଶୟ 1:10"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
“ପୁଣି, ଯେଉଁ ସ୍ଥାନରେ ତୁମ୍ଭେମାନେ ଆମ୍ଭର ଲୋକ ନୁହଁ ବୋଲି ସେମାନଙ୍କୁ କୁହାଯାଇଥିଲା, ସେହି ସ୍ଥାନରେ ସେମାନେ ଜୀବନ୍ତ ଈଶ୍ଵରଙ୍କ ପୁତ୍ରଗଣ ବୋଲି ଖ୍ୟାତ ହେବେ ।”
Odia BSI (ପବିତ୍ର ବାଇବଲ (CL) NT (BSI))
ଯେଉଁ ସ୍ଥାନରେ ସେମାନଙ୍କୁ କହିଥିଲୁ, ‘ତୁମ୍ଭେମାନେ ଆମ୍ଭର ଲୋକ ନୁହଁ’, ସେଠାରେ ସେମାନେ ଜୀବିତ ଈଶ୍ୱରଙ୍କ ସନ୍ତାନ ବୋଲି କୁହାଯିବେ।”
Odia Bible ERV 2004 (ପବିତ୍ର ବାଇବଲ)
ଏବଂ “ଯେଉଁ ସ୍ଥାନରେ ପରମେଶ୍ୱର କହିଥିଲେ, ‘ତୁମ୍ଭେମାନେ ଆମ୍ଭ ଲୋକ ନୁହଁ’- ସେହି ସ୍ଥାନରେ ସେମାନେ ଜୀବିତ ପରମେଶ୍ୱରଙ୍କ ସନ୍ତାନ ବୋଲାଇବେ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, “ଯେଉଁ ସ୍ଥାନରେ ‘ତୁମ୍ଭେମାନେ ଆମ୍ଭର ଲୋକ ନୁହଁ ବୋଲି ସେମାନଙ୍କୁ କୁହାଯାଇଥିଲା, ସେହି ସ୍ଥାନରେ ସେମାନେ ଜୀବନ୍ତ ଈଶ୍ବରଙ୍କ ପୁତ୍ରଗଣ ବୋଲି ଖ୍ୟାତ ହେବେ।’”
Odia IRV 2017 (ଓଡିଆ ବାଇବେଲ)
"ପୁଣି, ଯେଉଁ ସ୍ଥାନରେ ତୁମ୍ଭେମାନେ ଆମ୍ଭର ଲୋକ ନୁହଁ ବୋଲି ସେମାନଙ୍କୁ କୁହାଯାଇଥିଲା, ସେହି ସ୍ଥାନରେ ସେମାନେ ଜୀବନ୍ତ ଈଶ୍ୱରଙ୍କ ପୁତ୍ରଗଣ ବୋଲି ଖ୍ୟାତ ହେବେ ।"
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಖಲ್ಯಾ ಜಾಗ್ಯಾರ್ ತೆಂಕಾ, ಮಿಯಾ ಮಾಜಿ ಲೊಕಾ ನ್ಹಯ್ ಮನುನ್ ಮಟಲ್ಲೆ ಹೊತ್ತೆ ತ್ಯಾಚ್ ಜಾಗ್ಯಾರ್ ತೆಂಕಾ ಝಿತ್ತ್ಯಾ ದೆವಾಚಿ ಪೊರಾ ಮನುನ್ ಬಲ್ವುನ್ ಹೊತಾ”.