Ruth 1:16 — Compare Translations
5 translations compared side by side
Odia - 1840
"କିନ୍ତୁ ଋତ କହିଲେ, ଦୟାକରି ତୁମ୍ଭକୁ ଛାଡି ୟିବା ପାଇଁ ମାେତେ ବାଧ୍ଯ କର ନାହିଁ। ମାରେ ସ୍ବଗୃହକକ୍ସ୍ଟ ଫରେିୟିବା ପାଇଁ ମାେତେ କକ୍ସ୍ଟହ ନାହିଁ। ମାେତେ ତକ୍ସ୍ଟମ୍ଭ ସହିତ ୟିବାକକ୍ସ୍ଟ ଦିଅ। ତୁମ୍ଭେ ୟକ୍ସ୍ଟଆଡେ ୟିବ, ମୁ ସହେିଆଡେ ୟିବି। ତୁମ୍ଭେ ଯେଉଁଠା ରେ ରହିବ ମୁ ସହେିଠା ରେ ରହିବି। ତୁମ୍ଭର ଲୋକ ହିଁ ମାରେ ଲୋକ, ତୁମ୍ଭର ସଦାପ୍ରଭୁ ହିଁ ମାରେସଦାପ୍ରଭୁ ହବେେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ରୂତ କହିଲା, ତୁମ୍ଭକୁ ତ୍ୟାଗ କରି ତୁମ୍ଭର ପଶ୍ଚାଦ୍ଗମନ କରିବାରୁ ଫେରି ଯିବାକୁ ମୋତେ ବିନୟ ନ କର, ଯେହେତୁ ତୁମ୍ଭେ ଯେଉଁଠାକୁ ଯିବ, ମୁଁ ମଧ୍ୟ ସେହିଠାକୁ ଯିବି; ତୁମ୍ଭେ ଯେଉଁଠାରେ ରହିବ, ମୁଁ ମଧ୍ୟ ସେହିଠାରେ ରହିବି; ତୁମ୍ଭର ଲୋକ ହିଁ ମୋହର ଲୋକ ଓ ତୁମ୍ଭର ପରମେଶ୍ଵର ହିଁ ମୋହର ପରମେଶ୍ଵର ହେବେ।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ଋତ କହିଲେ, “ଦୟାକରି ତୁମ୍ଭକୁ ଛାଡ଼ି ଯିବା ପାଇଁ ମୋତେ ବାଧ୍ୟ କର ନାହିଁ। ମୋର ସ୍ୱଗୃହକୁ ଫେରିଯିବା ପାଇଁ ମୋତେ କୁହ ନାହିଁ। ମୋତେ ତୁମ୍ଭ ସହିତ ଯିବାକୁ ଦିଅ। ତୁମ୍ଭେ ଯୁଆଡ଼େ ଯିବ, ମୁଁ ସେହିଆଡ଼େ ଯିବି। ତୁମ୍ଭେ ଯେଉଁଠାରେ ରହିବ ମୁଁ ସେହିଠାରେ ରହିବି। ତୁମ୍ଭର ଲୋକ ହିଁ ମୋର ଲୋକ, ତୁମ୍ଭର ସଦାପ୍ରଭୁ ହିଁ ମୋର ସଦାପ୍ରଭୁ ହେବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ରୂତ କହିଲା, “ତୁମ୍ଭକୁ ତ୍ୟାଗ କରି ତୁମ୍ଭର ପଶ୍ଚାଦ୍ଗମନ କରି ଫେରି ଯିବାକୁ ମୋତେ ବିନୟ ନ କର, ଯେହେତୁ ତୁମ୍ଭେ ଯେଉଁଠାକୁ ଯିବ, ମୁଁ ମଧ୍ୟ ସେହିଠାକୁ ଯିବି; ତୁମ୍ଭେ ଯେଉଁଠାରେ ରହିବ, ମୁଁ ମଧ୍ୟ ସେହିଠାରେ ରହିବି; ତୁମ୍ଭର ଲୋକ ହିଁ ମୋହର ଲୋକ ଓ ତୁମ୍ଭର ପରମେଶ୍ୱର ହିଁ ମୋହର ପରମେଶ୍ୱର ହେବେ।
Odia IRV 2017 (ଓଡିଆ ବାଇବେଲ)