Ruth 1:19 — Compare Translations

5 translations compared side by side

Odia - 1840
"ନୟମୀ ଏବଂ ଋତ ବୈଥଲହମେକକ୍ସ୍ଟ ଗଲେ। ସମାନେେ ଯେତବେେଳେ ବୈଥ୍ଲହମେ ରେ ପ୍ରବେଶ କଲେ, ଲୋକମାନେ ଉତ୍ସୁକ ହେଲେ ଓ କହିଲେ, ଏ କ'ଣ ପ୍ରକୃତ ରେ ନୟମୀ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଣୁ ସେ ଦୁଇ ଜଣ ଯାଉ ଯାଉ ବେଥ୍ଲିହିମରେ ଉପସ୍ଥିତ ହେଲେ । ପୁଣି ଯେତେବେଳେ ସେମାନେ ବେଥ୍ଲିହିମରେ ଉପସ୍ଥିତ ହେଲେ, ସେତେବେଳେ ସେମାନଙ୍କ ବିଷୟରେ ନଗରଯାକ ଜନରବ ହୁଅନ୍ତେ, ସ୍ତ୍ରୀ ଲୋକମାନେ କହିଲେ, ଏ କି ନୟମୀ?
Odia Bible ERV 2004 (ପବିତ୍ର ବାଇବଲ)
ନୟମୀ ଏବଂ ଋତ ବୈ‌ଥ୍‌ଲେହମକୁ ଗଲେ। ସେମାନେ ଯେତେବେଳେ ବୈ‌ଥ୍‌ଲେହମରେ ପ୍ରବେଶ କଲେ, ଲୋକମାନେ ଉତ୍ସୁକ ହେଲେ ଓ କହିଲେ, “ଏ କ’ଣ ପ୍ରକୃତରେ ନୟମୀ?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଣୁ ସେ ଦୁଇ ଜଣ ଯାଉ ଯାଉ ବେଥଲିହିମରେ ଉପସ୍ଥିତ ହେଲେ। ପୁଣି ଯେତେବେଳେ ସେମାନେ ବେଥଲିହିମରେ ଉପସ୍ଥିତ ହେଲେ, ସେତେବେଳେ ସେମାନଙ୍କ ବିଷୟରେ ନଗରଯାକ ଜନରବ ହୁଅନ୍ତେ, ସ୍ତ୍ରୀଲୋକମାନେ କହିଲେ, “ଏ କି ନୟମୀ?”
Odia IRV 2017 (ଓଡିଆ ବାଇବେଲ)
ଏଣୁ ସେ ଦୁଇ ଜଣ ଯାଉ ଯାଉ ବେଥଲିହିମରେ ଉପସ୍ଥିତ ହେଲେ। ପୁଣି ଯେତେବେଳେ ସେମାନେ ବେଥଲିହିମରେ ଉପସ୍ଥିତ ହେଲେ, ସେତେବେଳେ ସେମାନଙ୍କ ବିଷୟରେ ନଗରଯାକ ଜନରବ ହୁଅନ୍ତେ, ସ୍ତ୍ରୀ ଲୋକମାନେ କହିଲେ, “ଏ କି ନୟମୀ?”