Ruth 2:5 — Compare Translations
5 translations compared side by side
Odia - 1840
"ଏହାପରେ ବୋୟଜ ତା'ର ଦାସକକ୍ସ୍ଟ ପଗ୍ଭରିଲା, ୟିଏ କି ଶ୍ରମିକମାନଙ୍କର ଖବର ବକ୍ସ୍ଟଝକ୍ସ୍ଟଥିଲା, ସେ କାହାର ଝିଅ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେବେ ବୋୟଜ ଶସ୍ୟଚ୍ଛେଦକମାନଙ୍କ ଉପରେ ନିଯୁକ୍ତ ଆପଣା ଯୁବାକୁ ପଚାରିଲା, ଏହି ଯୁବତୀଟି କାହାର?
Odia Bible ERV 2004 (ପବିତ୍ର ବାଇବଲ)
ଏହା ପରେ ବୋୟାଜ ତା’ର ଦାସକୁ ପଗ୍ଭରିଲା, ଯିଏ କି ଶ୍ରମିକମାନଙ୍କର ଖବର ବୁଝୁଥିଲା, “ସେ କାହାର ଝିଅ?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତେବେ ବୋୟଜ ଶସ୍ୟକଟାଳିମାନଙ୍କ ଉପରେ ନିଯୁକ୍ତ ନିଜ ଯୁବାକୁ ପଚାରିଲା, “ଏହି ଯୁବତୀଟି କାହାର?”
Odia IRV 2017 (ଓଡିଆ ବାଇବେଲ)
ତେବେ ବୋୟଜ ଶସ୍ୟକଟାଳିମାନଙ୍କ ଉପରେ ନିଯୁକ୍ତ ନିଜ ଯୁବାକୁ ପଚାରିଲା, “ଏହି ଯୁବତୀଟି କାହାର?”