Ruth 4:8 — Compare Translations
5 translations compared side by side
Odia - 1840
"ମକ୍ସ୍ଟକ୍ତିକର୍ତ୍ତା ଜ୍ଞାତି ଯେତବେେଳେ ବୋୟଜକକ୍ସ୍ଟ ସହେି ଭୂମି କିଣିବାକକ୍ସ୍ଟ କହିଲା। ସେ ତା'ର ପାଦକ୍ସ୍ଟକା କାଢି ତାଙ୍କୁ ଦଲୋ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଣୁ ସେ ମୁକ୍ତିକର୍ତ୍ତା ଜ୍ଞାତି ଯେତେବେଳେ ବୋୟଜକୁ କହିଲା, ତୁମ୍ଭେ ଆପେ ତାହା କିଣ, ସେତେବେଳେ ସେ ଆପଣା ପାଦୁକା କାଢ଼ି ଦେଲା ।
Odia Bible ERV 2004 (ପବିତ୍ର ବାଇବଲ)
ମୁକ୍ତିକର୍ତ୍ତା ଜ୍ଞାତି ଯେତେବେଳେ ବୋୟାଜକୁ “ସେହି ଭୂମି କିଣିବାକୁ” କହିଲା। ସେ ତା’ର ପାଦୁକା କାଢ଼ି ତାଙ୍କୁ ଦେଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଣୁ ସେ ମୁକ୍ତିକର୍ତ୍ତା ଜ୍ଞାତି ଯେତେବେଳେ ବୋୟଜକୁ କହିଲା, “ତୁମ୍ଭେ ଆପେ ତାହା କିଣ,” ସେତେବେଳେ ସେ ନିଜ ପାଦୁକା କାଢ଼ି ଦେଲା।
Odia IRV 2017 (ଓଡିଆ ବାଇବେଲ)
ଏଣୁ ସେ ମୁକ୍ତିକର୍ତ୍ତା ଜ୍ଞାତି ଯେତେବେଳେ ବୋୟଜକୁ କହିଲା, “ତୁମ୍ଭେ ଆପେ ତାହା କିଣ,” ସେତେବେଳେ ସେ ନିଜ ପାଦୁକା କାଢ଼ି ଦେଲା।