Song of Solomon 2:16 — Compare Translations

5 translations compared side by side

Odia - 1840
"ହେ ମାରେ ପ୍ରିଯତମ, ତୁମ୍ଭେ ମାରେ, ମୁଁ ତୁମ୍ଭର ଅଟେ। ମାରେପ୍ରିଯତମ, ସେ କଇଁଫୁଲମାନଙ୍କ ମଧିଅରେ ଆପଣା ପଲ ଚରାଉଅଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୋʼ ପ୍ରିୟତମ ମୋହର ଓ ମୁଁ ତାଙ୍କର ଅଟେ; ସେ ଶୋଶନ୍ ପୁଷ୍ପବନ ମଧ୍ୟରେ ଆପଣା ପଲ ଚରାଉ-ଅଛନ୍ତି ।
Odia Bible ERV 2004 (ପବିତ୍ର ବାଇବଲ)
ହେ ମୋର ପ୍ରିୟତମ, ତୁମ୍ଭେ ମୋର, ମୁଁ ତୁମ୍ଭର ଅଟେ। ମୋର ପ୍ରିୟତମ, ସେ କଇଁଫୁଲମାନଙ୍କ ମଧ୍ୟରେ ଆପଣା ପଲ ଚରାଉଅଛନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୋʼ ପ୍ରିୟତମ ମୋହର ଓ ମୁଁ ତାଙ୍କର ଅଟେ; ସେ କଇଁଫୁଲବନ ମଧ୍ୟରେ ଆପଣା ପଲ ଚରାଉଅଛନ୍ତି।
Odia IRV 2017 (ଓଡିଆ ବାଇବେଲ)
ମୋ’ ପ୍ରିୟତମ ମୋହର ଓ ମୁଁ ତାଙ୍କର ଅଟେ; ସେ କଇଁଫୁଲବନ ମଧ୍ୟରେ ଆପଣା ପଲ ଚରାଉଅଛନ୍ତି।