Song of Solomon 3:8 — Compare Translations

5 translations compared side by side

Odia - 1840
"ସେ ସମସ୍ତେ ଖଡ୍ଗଧାରି ଓ ୟୁଦ୍ଧ ରେ ନିପୁଣ। ରାତ୍ର କାଳ ରେ ଆଶଙ୍କା ହତେୁ। ପ୍ରେତ୍ୟକକର କଟି ଦେଶ ରେ ସ୍ବ ସ୍ବ ଖଡ୍ଗ ବନ୍ଧା ଥାଏ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ସମସ୍ତେ ଖଡ଼୍‍ଗଧାରୀ ଓ ଯୁଦ୍ଧରେ ନିପୁଣ; ରାତ୍ରିକାଳର ଆଶଙ୍କା ହେତୁ ପ୍ରତ୍ୟେକର କଟିଦେଶରେ ସ୍ଵ ସ୍ଵ ଖଡ଼୍‍ଗ ବନ୍ଧା ଥାଏ ।
Odia Bible ERV 2004 (ପବିତ୍ର ବାଇବଲ)
ସେ ସମସ୍ତେ ‌‌ଖ‌ଡ଼୍‌ଗଧାରି ଓ ଯୁଦ୍ଧରେ ନିପୁଣ। ରାତ୍ରିକାଳରେ ଆଶଙ୍କା ହେତୁ। ପ୍ରତ୍ୟେକର କଟି ଦେଶରେ ସ୍ୱ ସ୍ୱ ‌‌ଖ‌ଡ଼୍‌ଗ ବନ୍ଧା ଥାଏ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେମାନେ ସମସ୍ତେ ଖଡ୍ଗଧାରୀ ଓ ଯୁଦ୍ଧରେ ନିପୁଣ; ରାତ୍ରିକାଳର ଆଶଙ୍କା ହେତୁ ପ୍ରତ୍ୟେକର କଟିଦେଶରେ ସ୍ୱ ସ୍ୱ ଖଡ୍ଗ ବନ୍ଧା ଥାଏ।
Odia IRV 2017 (ଓଡିଆ ବାଇବେଲ)
ସେମାନେ ସମସ୍ତେ ଖଡ୍ଗଧାରୀ ଓ ଯୁଦ୍ଧରେ ନିପୁଣ; ରାତ୍ରିକାଳର ଆଶଙ୍କା ହେତୁ ପ୍ରତ୍ୟେକର କଟିଦେଶରେ ସ୍ୱ ସ୍ୱ ଖଡ୍ଗ ବନ୍ଧା ଥାଏ।