Song of Solomon 6:13 — Compare Translations
5 translations compared side by side
Odia - 1840
"ହେ ଶୂଲମିଯରେ ନାରୀ, ଫରେିଆସ, ଫରେିଆସ ଆମ୍ଭମାନେେ ତୁମ୍ଭକୁ ଦେଖିବା ପାଇଁ ଚାହୁଁଛୁ। ଯେତବେେଳେ ସେ ମହନଯିମ ନୃତ୍ଯ କରୁଛି, କାହିଁକି ତୁମ୍ଭମାନେେ ଶୂଲମିଯାଯ ନାରୀକୁ କାହିଁକି ଅନାଇବ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହେ ଶୂଲମିୟେ, ଫେର, ଫେର; ଆମ୍ଭେମାନେ ତୁମ୍ଭକୁ ଦେଖିବା, ଫେର, ଫେର ।
Odia Bible ERV 2004 (ପବିତ୍ର ବାଇବଲ)
ଯିରୁଶାଲମର ସ୍ତ୍ରୀଲୋକମାନେ ତାଙ୍କୁ (ସ୍ତ୍ରୀ) ଡାକିଲେ ହେ ଶୂଲେମିୟେର ନାରୀ, ଫେରି ଆସ, ଫେରି ଆସ ଆମ୍ଭେମାନେ ତୁମ୍ଭକୁ ଦେଖିବା ପାଇଁ ଗ୍ଭହୁଁଛୁ। ଯେତେବେଳେ ସେ ମହନୟିମ ନୃତ୍ୟ କରୁଛି, କାହିଁକି ତୁମ୍ଭେମାନେ ଶୂଲେମିୟା ନାରୀକୁ ଅନାଇବ?
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହେ ଶୂଲମିୟେ, ଫେର, ଫେର; ଆମ୍ଭେମାନେ ତୁମ୍ଭକୁ ଦେଖିବା, ଫେର, ଫେର। ମହନୟିମସ୍ଥ ନୃତ୍ୟକୁ ଯେପରି, ସେପରି କାହିଁକି ତୁମ୍ଭେମାନେ ଶୂଲମିୟାକୁ ଅନାଇବ?
Odia IRV 2017 (ଓଡିଆ ବାଇବେଲ)
ହେ ଶୂଲମିୟେ, ଫେର, ଫେର; ଆମ୍ଭେମାନେ ତୁମ୍ଭକୁ ଦେଖିବା, ଫେର, ଫେର। ମହନୟିମସ୍ଥ ନୃତ୍ୟକୁ ଯେପରି, ସେପରି କାହିଁକି ତୁମ୍ଭେମାନେ ଶୂଲମିୟାକୁ ଅନାଇବ?