Song of Solomon 8:13 — Compare Translations
5 translations compared side by side
Odia - 1840
"ହେ ଉପବନ ବାସିନୀ, ମିତ୍ରଗଣ ତୁମ୍ଭର କଥା ଶୁଣନ୍ତି। ତୁମ୍ଭ ସ୍ବର ମାେତେ ମଧ୍ଯ ଶୁଣିବାକୁ ଦିଅ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହେ ଉପବନବାସିନୀ, ମିତ୍ରଗଣ ତୁମ୍ଭର ରବ ଶୁଣନ୍ତି; ତାହା ମୋତେ ଶ୍ରବଣ କରାଅ ।
Odia Bible ERV 2004 (ପବିତ୍ର ବାଇବଲ)
ସେ (ପୁ) ତାଙ୍କୁ (ସ୍ତ୍ରୀ) କହିଲେ ହେ ଉପବନ ବାସିନୀ, ମିତ୍ରଗଣ ତୁମ୍ଭର କଥା ଶୁଣନ୍ତି। ତୁମ୍ଭ ସ୍ୱର ମୋତେ ମଧ୍ୟ ଶୁଣିବାକୁ ଦିଅ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହେ ଉପବନବାସିନୀ, ମିତ୍ରଗଣ ତୁମ୍ଭର ରବ ଶୁଣନ୍ତି; ତାହା ମୋତେ ଶ୍ରବଣ କରାଅ।
Odia IRV 2017 (ଓଡିଆ ବାଇବେଲ)
ହେ ଉପବନବାସିନୀ, ମିତ୍ରଗଣ ତୁମ୍ଭର ରବ ଶୁଣନ୍ତି; ତାହା ମୋତେ ଶ୍ରବଣ କରାଅ।