Song of Solomon 8:7 — Compare Translations
5 translations compared side by side
Odia - 1840
"ଅପାର ଜଳରାଶି ପ୍ ରମେକୁ ନିର୍ବାଣ କରି ନ ପା ରେ। କିଅବା ବନ୍ଯା ତାହା ବୁଡ଼ାଇ ନ ପା ରେ। ଯବେେ କହେି ଆପଣାର ସର୍ବସ୍ବ ବଦଳ ରେ ପ୍ ରମେ କିଣିବା ପାଇଁ ଚେଷ୍ଟା କରେ, ତବେେ ସେ ଲୋକ ସମସ୍ତଙ୍କ ଦ୍ବାରା ତୁଚ୍ଛୀକୃତ ହବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅପାର ଜଳରାଶି ପ୍ରେମକୁ ନିର୍ବାଣ କରି ନ ପାରେ, କିଅବା ବଢ଼ି ତାହା ବୁଡ଼ାଇ ନ ପାରେ; ଯେବେ କେହି ପ୍ରେମ ନିମନ୍ତେ ଆପଣା ଗୃହର ସର୍ବସ୍ଵ ଦେବ, ତେବେ ସେ ଲୋକ ନିତା; ତୁଚ୍ଛୀକୃତ ହେବ ।
Odia Bible ERV 2004 (ପବିତ୍ର ବାଇବଲ)
ଅପାର ଜଳରାଶି ପ୍ରେମକୁ ନିର୍ବାଣ କରି ନ ପାରେ। କିଅବା ବନ୍ୟା ତାହା ବୁଡ଼ାଇ ନ ପାରେ। ଯେବେ କେହି ଆପଣାର ସର୍ବସ୍ୱ ବଦଳରେ ପ୍ରେମ କିଣିବା ପାଇଁ ଚେଷ୍ଟା କରେ, ତେବେ ସେ ଲୋକ ସମସ୍ତଙ୍କ ଦ୍ୱାରା ତୁଚ୍ଛୀକୃତ ହେବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅପାର ଜଳରାଶି ପ୍ରେମକୁ ନିର୍ବାଣ କରି ନ ପାରେ, କିଅବା ବଢ଼ି ତାହା ବୁଡ଼ାଇ ନ ପାରେ; ଯଦି କେହି ପ୍ରେମ ନିମନ୍ତେ ଆପଣା ଗୃହର ସର୍ବସ୍ୱ ଦେବ, ତେବେ ସେ ଲୋକ ନିତାନ୍ତ ତୁଚ୍ଛୀକୃତ ହେବ।
Odia IRV 2017 (ଓଡିଆ ବାଇବେଲ)
ଅପାର ଜଳରାଶି ପ୍ରେମକୁ ନିର୍ବାଣ କରି ନ ପାରେ, କିଅବା ବଢ଼ି ତାହା ବୁଡ଼ାଇ ନ ପାରେ; ଯଦି କେହି ପ୍ରେମ ନିମନ୍ତେ ଆପଣା ଗୃହର ସର୍ବସ୍ୱ ଦେବ, ତେବେ ସେ ଲୋକ ନିତାନ୍ତ ତୁଚ୍ଛୀକୃତ ହେବ।