Titus 2:4 — Compare Translations
7 translations compared side by side
Odia - 1840
"କିନ୍ତୁ ଯେତବେେଳେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ବରଙ୍କ ଦୟା ଓ ପ୍ ରମେ ପ୍ରକାଶିତ ହେଲା, େସତବେଳେ ସେ ନିଜ କୃପା ଦ୍ବାରା ଆମ୍ଭକୁ ରକ୍ଷା କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଈଶ୍ଵରଙ୍କ ବାକ୍ୟ ଯେପରି ନିନ୍ଦିତ ନ ହୁଏ, ଏଥିନିମନ୍ତେ ସେମାନେ ଯୁବତୀମାନଙ୍କୁ ପତିବ୍ରତା,
Odia BSI (ପବିତ୍ର ବାଇବଲ (CL) NT (BSI))
ଯୁବତୀମାନଙ୍କୁ ପବିତ୍ରତା, ସନ୍ତାନବତ୍ସଳା, ସଂଯମୀ, ସଚ୍ଚରିତ୍ରା, ସୁଗୃହିଣୀ ଓ କରୁଣାମୟୀ ହୋଇ ସାମ୍ବୀଙ୍କର ବଶୀଭୂତା ହେବାକୁ ବୟସ୍କାମାନେ ପ୍ରେରଣା ଦିଅନ୍ତୁ। ତା’ହେଲେ, ଆମକୁ ପ୍ରଦତ୍ତ ହୋଇଥିବା ଐଶ୍ୱରିକ ବାର୍ତ୍ତା ବିରୁଦ୍ଧରେ କେହି କୌଣସି ଆକ୍ଷେପ କରିପାରିବେ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ଏପରି ଭାବରେ ସେମାନେ ଯୁବତୀମାନଙ୍କୁ ସେମାନଙ୍କର ସ୍ୱାମୀ ଓ ସନ୍ତାନମାନଙ୍କୁ ଭଲ ପାଇବା ଶିଖାଇ ପାରିବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଈଶ୍ଵରଙ୍କ ବାକ୍ୟ ଯେପରି ନିନ୍ଦିତ ନ ହୁଏ, ଏଥିନିମନ୍ତେ ସେମାନେ ଯୁବତୀମାନଙ୍କୁ ପତିବ୍ରତା,
Odia IRV 2017 (ଓଡିଆ ବାଇବେଲ)
ଯାହାଦ୍ୱାରା ସେମାନେ ଯୁବା ସ୍ତ୍ରୀମାନଙ୍କୁ ଶିକ୍ଷା ଦିଅନ୍ତୁ ଯେ, ଆପଣା ସ୍ୱାମୀ ଓ ସନ୍ତାନମାନଙ୍କୁ ପ୍ରେମ କରନ୍ତୁ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆ ಹೊವ್ನ್ ಅಪ್ನಾಚ್ಯಾ ದಾಂಡ್ಗ್ಯಾ ಬಾಯ್ಕಾಮನ್ಸಾಕ್ನಿ ತೆಂಚ್ಯಾ ಘೊವಾಂಚೊ ಅನಿ ಪೊರಾಂಚೊ ಪ್ರೆಮ್ ಕಶೆ ಕರುಚೆ,