Titus 2:9 — Compare Translations
7 translations compared side by side
Odia - 1840
"ମୂର୍ଖତାପୂର୍ଣ୍ଣ ତର୍କବିତର୍କ, ବଂଶାବଳୀ ବିଷୟ ରେ ୟୁକ୍ତି, ଝଗଡ଼ା, ମାଶାଙ୍କେ ବ୍ଯବସ୍ଥା ଶିକ୍ଷାଗୁଡ଼ିକ ବିଷୟକ ସଂଘର୍ଷ ଠାରୁ ଦୂର ରେ ରୁହ। ସଗେୁଡ଼ିକ ମୂଲ୍ଯହୀନ ଓ ଲୋକମାନଙ୍କୁ ସାହାୟ୍ଯ କରେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଦାସମାନଙ୍କୁ ଶିକ୍ଷା ଦିଅ ଯେ, ସେମାନେ ଆପଣା ଆପଣା କର୍ତ୍ତାମାନଙ୍କର ବଶୀଭୂତ ହୋଇ ରୁହନ୍ତୁ, ସମସ୍ତ ବିଷୟରେ ସେମାନଙ୍କର ସନ୍ତୋଷଭାଜନ ହୁଅନ୍ତୁ,
Odia BSI (ପବିତ୍ର ବାଇବଲ (CL) NT (BSI))
ଦାସମାନେ ମୁନିବମାନଙ୍କର ବାଧ୍ୟ ହୋଇ ସବୁ ବିଷୟରେ ସେମାନଙ୍କୁ ଆପ୍ୟାୟିତ କରନ୍ତୁ; ମୁନିବମାନଙ୍କର କଥାରେ ପ୍ରତିବାଦ କରନ୍ତୁ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ଦାସମାନଙ୍କୁ ମଧ୍ୟ ସେମାନଙ୍କର ମାଲିକମାନଙ୍କର ଆଜ୍ଞା ସର୍ବଦା ପାଳନ କରିବାକୁ କୁହ। ସେମାନେ ମାଲିକମାନଙ୍କୁ ଖୁସୀ ରଖିବେ, ସେମାନଙ୍କ ସହିତ ଯୁକ୍ତିତର୍କ କରିବେ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଦାସମାନଙ୍କୁ ଶିକ୍ଷା ଦିଅ ଯେ, ସେମାନେ ଆପଣା ଆପଣା କର୍ତ୍ତାମାନଙ୍କର ବଶୀଭୂତ ହୋଇ ରୁହନ୍ତୁ, ସମସ୍ତ ବିଷୟରେ ସେମାନଙ୍କର ସନ୍ତୋଷଭାଜନ ହୁଅନ୍ତୁ,
Odia IRV 2017 (ଓଡିଆ ବାଇବେଲ)
ଦାସମାନଙ୍କୁ ଶିକ୍ଷା ଦିଅ ଯେ, ସେମାନେ ଆପଣା ଆପଣା କର୍ତ୍ତାମାନଙ୍କର ବଶୀଭୂତ ହୋଇ ରୁହନ୍ତୁ, ସମସ୍ତ ବିଷୟରେ ସେମାନଙ୍କର ସନ୍ତୋଷଭାଜନ ହୁଅନ୍ତୁ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಗುಲಾಮಾನಿ ಅಪ್ನಾಚ್ಯಾ ಧನಿಯಾಕ್ನಿ ಸಗ್ಳ್ಯಾ ವಾಟೆನಿ ಅಪ್ನಾಕುಚ್ ಒಪ್ಸುನ್ ದಿವ್ಚೆ ಅನಿ ಸಗ್ಳ್ಯಾ ಕಾಮಾತ್ನಿ ಧನಿಯಾಂಚ್ಯಾ ಮನಾಚ್ಯಾ ತಕ್ಕ್ ರ್ಹಾವ್ಚೆ. ಧನಿಯಾಕ್ನಿ ವಾಪಸ್ ಬೊಲುಚೆ ನ್ಹಯ್, ನಾ ಹೊಲ್ಯಾರ್