bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Bodo
/
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
/
Ephesians 4
Ephesians 4
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 5 →
1
ମାପ୍ରୁର୍ ସେବାର୍ ଗିନେ ଇସ୍ୱରାର୍ କଃୟ୍ଦି ମୁୟ୍ଁ ପାଉଲ୍, ମୁୟ୍ଁ ତୁମିମଃନ୍କେ ଗଃଉଆରି କଃରୁଲେ, ଇସ୍ୱର୍ କୁଦ୍ଲାକ୍ ତୁମିମଃନ୍ ଆସିଆଚାସ୍, ସେତିର୍ ଜୟଃଗ୍ ଚାଲାଚାଲ୍ତି କଃରା ।
2
ତଃବେ ସଃବୁ ରଃକମାର୍ ଲକ୍କେ ଦିର୍, ସୁସାର୍ ଆର୍ ଜଃବର୍ ମୁର୍ଚି ସଃବୁ ସଃମ୍ବାଳି ଏକ୍ଲା ଆରେକ୍ ଏକ୍ଲାକେ ଲାଡ୍ ଦଃକାଉଆ ।
3
ଗଟେକ୍ ଅୟ୍ ସୁସ୍ତାୟ୍ ରେଉଁକେ ଦିଆନ୍ ଦିଆସ୍ ଜୁୟ୍ରିକି ଆତ୍ମା ଦିଲା ସାନ୍ତି ଗଟେ ତଃୟ୍ ବାନ୍ଦି ରଃକେଦ୍ ।
4
ଅଃମାର୍ ଗଟେକ୍ ଗଃଗାଳ୍, ଆତ୍ମା ହେଁ ଗଟେକ୍; ଆରେକ୍ ଗଟେକ୍ ବଃର୍ସା ଦଃୟ୍ ଇସ୍ୱର୍ ଅଃମିମଃନ୍କ୍ କୁଦିଆଚେ ।
5
ଗଟେକ୍ ମାପ୍ରୁ, ଗଟେକ୍ ବିସ୍ୱାସ୍, ଗଟେକ୍ ବାପ୍ତିସମ୍ ।
6
ସଃବୁ ଲକାର୍ ଇସ୍ୱର୍ ଆର୍ ଉବା ଗଟେକ୍; ସେ ସଃବ୍କାର୍ ମାପ୍ରୁ, ସେ ସଃବାର୍ ହାକ୍ ଆର୍ ସଃବାର୍ ମଃନ୍ ବିତ୍ରେ ଆଚେ ।
7
କ୍ରିସ୍ଟ ଦିଲା ହଃର୍କାରେ ଆମିମଃନ୍ ସଃବୁ ଲକ୍ ଗଟେକ୍ ଗଟେକ୍ ଆତ୍ମାର୍ ଦାନ୍ ହାୟ୍ଆଚୁ ।
8
ଦଃର୍ମ୍ ସାସ୍ତରେ ଇ କଃତା ଲେକା ଆଚେ, “ଜଃଡେବଃଳ୍ ସେ ଉହ୍ରେ ଗଃଲା, ତାର୍ ସଃଙ୍ଗ୍ ଗାଦେକ୍ କଃୟ୍ଦିକେ ବାନ୍ଦିକଃରି ସେ ନିଲା, ଆରେକ୍ ମାନାୟ୍ମଃନ୍କେ ଗାଦେକ୍ ଆତ୍ମାର୍ ବର୍ ଦିଲା ।”
9
“ସେ ଉହ୍ରେ ଗଃଲା,” ଇତିର୍ ଅଃର୍ତ୍ କାୟ୍ରି? ଇତିର୍ ଅଃର୍ତ୍, ହଃର୍ତୁ ସେ, ହୁର୍ତିବିର୍ ତଃଳେ ଉତ୍ରି ରିଲା ।
10
ତଃବେ ଜେ ଉତ୍ରିରିଲା, ସେ ଜଃନ୍କଃରି ସଃବୁ ଜଃଗତ୍କେ ତାର୍ ମୁଏଁ ହୁର୍ନ୍ କଃରେଦ୍, ଇତାର୍ ଗିନେ ସେ ହେଁ ସଃର୍ଗେ ଗଃଲା ।
11
ସେ କଃତିଲକେ ବର୍ ଦଃୟ୍ ଆଚେ କାକେ କାକେ ପେରିତ୍, କଃତିଲକେ ବାବ୍ବାଦି, କଃତିଲକେ ନିକ କବୁର୍ ପର୍ଚାର୍କଃରୁ, ଆରେକ୍ କଃତିଲକେ ପାସ୍ଟର୍ ଆର୍ କଃତିଲକେ ସିକାଉଁକେ ବାଚିଆଚେ ।
12
କ୍ରିସ୍ଟର୍ ଗଃଗାଳ୍ ତିଆର୍ କଃରୁକେ ମାପ୍ରୁର୍ ସେବା କାମ୍ ହାୟ୍ ଇସ୍ୱରାର୍ ଲକ୍ମଃନ୍କେ ତିଆର୍ କଃରୁକେ ସେ ଇରି କଃରିଆଚେ ।
13
ସେତାର୍ ଗିନେ ଅଃମି ସଃବୁଲକ୍ ଅଃମାର୍ ବିସ୍ୱାସେ ଆର୍ ଇସ୍ୱରାର୍ ହୟ୍ସି ଜିସୁର୍ କଃତାର୍ ଗିଆନେ ଗଟେକ୍ ଦଃଳ୍ ଅଃଉଁନ୍ଦ୍, କ୍ରିସ୍ଟର୍ ହର୍ ଅୟ୍କଃରି ଅଃମି ହୁର୍ନ୍ ଅଃଉଁନ୍ଦ୍
14
ହିଲାମଃନାର୍ ହର୍ ଅଃମି ଅଃଉଁ ନଃଚୁଆଁ । ହଃବନେ ଆର୍ ଉଲାଳେ ହଃତିତର୍ ଏଣେ ତେଣେ ଅଃଉତା ହର୍ ଲକେ ବିନ୍ କଃତା ସିକାୟ୍ ନେତା ଟକୁଆମଃନାର୍ ଚଃଲାକି ସିକ୍ୟାୟ୍ ଗାବ୍ରା ଅଃଉଁ ନଃଚୁଆଁ ।
15
ମଃତର୍ ଲାଡେ ସଃତ୍ କୟ୍ ସଃବୁ ବିସୟେ କ୍ରିସ୍ଟର୍ ତଃୟ୍ ଅଃମିମଃନ୍ ବାଡୁଆଁ, ସେତ ତ ମୁଣ୍ଡ୍ ହର୍ ।
16
ତାର୍ ଆୟ୍ତେ ଗଃଗାଳାର୍ ବିନ୍ ବିନ୍ ଅଃଙ୍ଗ୍ମଃନ୍ ଗଟେକ୍ ତଃୟ୍ ଜଳିଅଃଉତି ଆର୍ ସେତି ରେତା ସଃନ୍ଦିମଃନାର୍ ଲାଗି ସଃଜାୟ୍ ଅୟ୍ ସଃବୁ ଗଃଗାଳ୍ ହାଜି ଅୟ୍ଦ୍ । ସେତାକ୍ ସଃବୁ ଅଃଙ୍ଗ୍ମଃନ୍ ନିଜାର୍ କାମ୍ ଟିକ୍ ବାବେ କଃରୁଲାକେ ସଃବୁ ଗଃଗାଳ୍ ନିଜେ ଲାଡେ ବାଡେଦ୍ ।
17
ତଃବେ ମାପ୍ରୁ ନାଉଁଏ ମୁୟ୍ଁ ତୁମିମଃନ୍କେ ଜଃଗ୍ରାତ୍ କଃରାଉଁଲେ, ଅଜିଉଦି ଲକମଃନାର୍ ହର୍ ଜିବନ୍ କାଟା ନାୟ୍ । ସେମଃନ୍କାର ବାବ୍ନା କଃରାବ୍
18
ଆର୍ ସେମଃନ୍କାର ମଃନ୍ ବାବ୍ନା ଅଃନ୍ଦାରେ ଆଚେ । ଇସ୍ୱର୍ ଦିଲା ଜିବନେ ସେମଃନ୍କାର କାୟ୍ରି ହେଁ ବାଗ୍ ନାୟ୍ । କାୟ୍ତାକ୍ବଃଲେକ୍ ସେମଃନ୍ ମୁଳ୍କେ ନଜାଣ୍ତି ଆର୍ ଅମାନ୍ୟାକାରି ।
19
ସେମଃନ୍ ଲାଜ୍ ନୟ୍ଲାର୍, ଅବଦ୍ର, ଆର୍ ମୁକ୍ତ୍ ବାବେ ସଃବୁ ରଃକମ୍ ବିଟାଳ୍ କାମେ ଲାଗି ରେତି ।
20
ମଃତର୍ ତୁମିମଃନ୍ କ୍ରିସ୍ଟର୍ ତଃୟ୍ହୁଣି ସେ ରଃକମ୍ ନଃସିକାସ୍ ।
21
ତୁମିମଃନ୍ ବାୟ୍ଦ୍ରେ ତାର୍ ବିସୟ୍ ସୁଣି ଆଚାସ୍ ଆର୍ ଜିସୁର୍ ବିସୟେ ସଃତ୍ ହଃର୍କାରେ ତାର୍ ସଃଙ୍ଗେ ରଃୟ୍ ସଃତ୍ ସିକ୍ୟା ହାୟ୍ଆଚାସ୍ ।
22
ତଃବେ ଜୁୟ୍ ହଃର୍ନା ଚାଲ୍ଚାଲ୍ତି ଦଃରି ତୁମିମଃନ୍ ଜିବନ୍ ଜିଉତି ରିଲାସ୍, ସେରି ଚାଡିଦିଆସ୍, ବଃଲେକ୍ ତାର୍ ଟକ୍ତାର୍ ଲାଳ୍ସା ଗିନେ ତୁମାର୍ ଆତ୍ମା ନଃସ୍ଟ୍ ଅଃଉତି ରିଲି ।
23
ତୁମାର୍ ମଃନ୍ ଆର୍ ଜିବନ୍ ହୁରାହୁରି ନଃଉଆଁ ଅଃଉତା ଦଃର୍କାର୍ ।
24
ଇସ୍ୱରାର୍ ହର୍ ତିଆର୍ ଅୟ୍ଲାର୍ ନଃଉଆଁ ଆତ୍ମା ହାଉଆ । ସେରି ତୁମାର୍ ଦଃର୍ମ୍ ଆର୍ ସଃତ୍ ପବିତ୍ର ବିସୟ୍ ଜିବନେ ଦକାଜଃଉଅ ।
25
ମିଚ୍ କଃଉଆ ନାୟ୍, ଜିସୁର୍ ଲକମଃନ୍ ସଃବ୍କେ ସଃତ୍ କଃଉତା ଦଃର୍କାର୍; ବଃଲେକ୍ ଅଃମିମଃନ୍ କ୍ରିସ୍ଟର୍ ଗଃଗାଳାର୍ ଗଟ୍ ଗଟ୍ ଅଃଙ୍ଗ୍ ।
26
ରିସା ଅୟ୍ଲେକ୍ ହାହ୍ କଃରା ନାୟ୍; ବେଳ୍ ବୁଡ୍ତା ଆଗ୍ତୁ ତୁମାର୍ ରିସା ଚାଡିଦିଆସ୍ ।
27
ଆରେକ୍ ସୟ୍ତାନ୍କେ ଟାଣ୍ ଦିଆସ୍ ନାୟ୍ ।
28
ଚର୍ ଆରେକ୍ ଚର୍କାମ୍ କଃର ନାୟ୍, ସଃତ୍ ଉପାୟେ ନିଜାର୍ ଗିନେ ଅଃର୍ଜୁକ୍ ଆର୍ ଗଃରିବ୍ମଃନ୍କେ ଉହ୍କାର୍ କଃରୁକେ ସେ କାମ୍ କଃର୍ ।
29
ତୁମାର୍ ଟଣ୍ଡେ ହୁଣି କଃରାବ୍ କଃତା ନଃବାରାଅ । ତୁମାର୍ କଃତା ବଃଡେ ନିକ, ଉହ୍କାର୍ ଆର୍ ଲାବ୍ ଦେତାରି ଅଃଉଅ । ତଃବେ ଜୁୟ୍ ମଃନ୍ ତୁମାର୍ କଃତା ସୁଣ୍ତି, ସେମଃନାର୍ ଗିନେ ସେରି ଦଃୟାର୍ ବିସୟ୍ ଅୟ୍ଦ୍ ।
30
ଇସ୍ୱରାର୍ ପବିତ୍ର ଆତ୍ମାକେ ଦୁକ୍ ଦିଆସ୍ ନାୟ୍ । ବଃଲେକ୍ ପବିତ୍ର ଆତ୍ମା ତୁମାର୍ ଉହ୍ରେ ଇସ୍ୱରାର୍ ମୁଦ୍ରାଚିନ୍ ହର୍, ବାୟ୍ଦ୍ରେ ଗଟ୍ଦିନ୍ ଆସେଦ୍, ଇସ୍ୱର୍ ତୁମାର୍ ମୁକ୍ତି ସାଦୁନ୍ କଃରେଦ୍ ସେ ଆତ୍ମା ଇସ୍ୱର୍ ଅଃଦିକାର୍ କଃର୍ତା ଚିନ୍ ।
31
ସଃବୁ ରଃକମାର୍ ହିତାକଃସା, ରିସା ଆର୍ ଲିନ୍ଦା ଆର୍ ସଃବୁ ରଃକମାର୍ ଡାରା ତୁମିମଃନାର୍ ତଃୟ୍ ହୁଣି ଦୁର୍ କଃରା ।
32
ଆର୍ ସଃବୁର୍ ହାଁୟ୍ ଦଃୟାକାରି ଅଃଉଆ, ଆର୍ କଃଉଁଣା ମଃନ୍ ଅଃଉଅ ଆର୍ କ୍ରିସ୍ଟର୍ ଗିନେ ଇସ୍ୱର୍ ତୁମିମଃନ୍କେ ଜଃନ୍କଃରି ଅଃଡେକ୍ ନିକ କେମା କଃରି ଆଚେ ତୁମିମଃନ୍ହେଁ ସେନ୍କଃରି ସଃବ୍କେ କେମା କଃରା ।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 5 →
All chapters:
1
2
3
4
5
6