bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Bodo
/
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
/
Hebrews 8
Hebrews 8
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 9 →
1
ଅଃମିମଃନ୍ ଜାୟ୍ରି କଃଉଁଲୁ, ସେତିର୍ ମୁଳ୍ ବିସୟ୍ ଇରି, ଅଃମିମଃନାର୍ ଇବାନ୍ୟା ଗଟେକ୍ ମୁଳ୍ ଜାଜକ୍ ଆଚେ, ଜେ ସଃର୍ଗାର୍ ବଃଡେ ଜଃଜ୍ମାନାର୍ ରାଜ୍ଗାଦିର୍ କାତା ବାଟ୍ୟା ବଃସି ଆଚେ ।
2
ସେ ବଃଡେ ପବିତ୍ର ଜଃଗାର୍ ଆରେକ୍ ଜୁୟ୍ ଟିକ୍ ତୁମ୍ ମାନାୟ୍ ତିଆର୍ କଃଲାର୍ ନୟ୍, ମଃତର୍ ଇସ୍ୱର୍ ସେରି ତିଆର୍ କଃରିଆଚେ ।
3
ହଃତି ମୁଳ୍ ଜାଜକ୍ ଦାନ୍ ଆର୍ ହୁଜା ଜଳେକ୍ ଟେକି ଦେଉଁକ୍ ରେତି, ତଃବେ ଅଃମାର୍ ମୁଳ୍ଜାଜକାର୍ ହେଁ ଟେକି ଦେଉଁକ୍ ହୁଜା ରେତା ଦଃର୍କାର୍ ।
4
ସେ ଜଦି ଇ ହୁର୍ତିବିଏ ରିଲେକ୍ ସେ ମୁଳେ ହୁଣି ଜାଜକ୍ ଅଃଉଁ ନାହାର୍ଲା ହୁଣି, ବଃଲେକ୍ ଜିଉଦି ବିଦି ହଃର୍କାରେ ହୁଜାଦେଉଁକେ ଜାଜକ୍ ମଃନ୍ ଆଚ୍ତି ।
5
ସେମଃନ୍ ଜାଜକ୍ମଃନାର୍ କାମ୍ ସେରି ସଃର୍ଗାର୍ କଃତା ଆର୍ ଅଃବ୍କା ସାୟ୍ ସେ । ମସାର୍ ବଃଳ୍ହୁଣି ଇରଃକମ୍ ଅୟ୍ ଆସୁଲି । ମସା ଜଃଡେବଃଳ୍ ଗଟ୍ ତୁମ୍ ହାଜୁକ୍ ଜାତିରିଲା ଇସ୍ୱର୍ ତାକେ କୟ୍ ରିଲା “ଦଃକ୍ ହର୍ବାତ୍ ଉହ୍ରେ ଜୁୟ୍ରଃକମ୍ ଦଃକାୟ୍ ଆଚି ସେରଃକମ୍ ସଃବୁ ବିସୟ୍ ତିଆର୍ କଃର୍ ।”
6
ମଃତର୍ ଅଃବେ ଜିସୁକେ ଜୁୟ୍ ଜାଜକ୍ କାମ୍ ଦିଆ ଜାୟ୍ଆଚେ ସେରି ଅଃମିମଃନାର୍ ଜାଜକ୍ କାମେହୁଣି ଅଃଦିକ୍ ନଃକେରି । ସେହର୍ ଇସ୍ୱର୍ ଆର୍ ମାନାୟ୍ ବିତ୍ରେ ସେ ଜୁୟ୍ ନିଅମ୍ କଃରିଆଚେ ସେରି ଅଃଦିକ୍ ନିକ, କାୟ୍ତାକ୍ବଃଲେକ୍ ନିଅମ୍ ଇସାବେ ବେସି ନିକ ବିସୟ୍ମଃନ୍ ଦେଉଁକେ ଜଃବାଉ କଃରାଜାୟ୍ ଆଚେ ।
7
ବଃଲେକ୍ ହଃର୍ତୁ ନିୟମେ ଜଦି ଦସ୍ ନଃରିଲେକ୍ ହଃଚାର୍ ନିୟମାର୍ କଃତା ଲଳା ନଃରିଲି ।
8
ଜୁୟ୍ତାର୍ ଗିନେ ସେ ସେତିର୍ ଦଃସ୍ ଜାଣାୟ୍ କଃରି ସେମଃନ୍କେ କଃଉଁଲା, “ମାପ୍ରୁ କଃଉଁଲା, ଦଃକା, ବେଳା ଆସୁଲି, ଜଃଡେବଃଳ୍ ଅଃମି ଇସ୍ରାଏଲ୍ ବଃଉଁସ୍ ଆର୍ ଜିଉଦା ବଃଉଁସ୍ ସଃଙ୍ଗ୍ ଗଟେକ୍ ନଃଉଆଁ ନିଅମ୍ ତିଆର୍ କଃରୁନ୍ଦ୍ ।
9
ଜୁୟ୍ କାଳେ ଅଃମି ସେମଃନାର୍ ଦାଦିବାବୁମଃନ୍କେ ଆତ୍ ଦଃରି ମିସର୍ ଦେସେ ହୁଣି ବାର୍କଃରି ଆଣିରିଲୁ, ସଃଡେବଃଳ୍ ସେମଃନାର୍ ସଃଙ୍ଗ୍ ଅଃମି ଜୁୟ୍ ନିଅମ୍ କଃରିରିଲୁ, ଇରି ସେରଃକମେ ନାୟ୍; ଜୁୟ୍ତାର୍ ଗିନେ ସେମଃନ୍ ଅଃମାର୍ ନିୟମେ ତିର୍ ଅୟ୍ନଃରିଲାୟ୍, ଆର୍ ଅଃମି ସେମଃନାର୍ ହାକ୍ ମଃନ୍ ନଃଦିଲୁ, ଇରି ମାପ୍ରୁ କଃଉଁଲା ।
10
ମାପ୍ରୁର୍ ଇରି କଃଉଁଲା, ତାର୍ ହଃଚେ ମୁୟ୍ଁ ଇସ୍ରାଏଲ୍ ବଃଉଁସ୍ ସଃଙ୍ଗ୍ ଜୁୟ୍ ନିୟମ୍ ତିଆର୍ କଃରିନ୍ଦ୍, ସେରି ଇରି, ମୁୟ୍ଁ ସେମଃନାର୍ ବାବ୍ନା ତଃୟ୍ ମସାର୍ ବିଦି ଦଃୟ୍ନ୍ଦ୍, ସେମଃନାର୍ ମଃନେ ସେରି ଲେକିନ୍ଦ୍ ।
11
ମୁୟ୍ଁ ସେମଃନାର୍ ଇସ୍ୱର୍ ଅୟ୍ନ୍ଦ୍, ସେମଃନ୍ ମର୍ ଲକ୍ ଅଃଉତି; ଆରେକ୍, ମାପ୍ରୁକ୍ ଜାଣା ବଃଲି କୟ୍ ସେମଃନ୍ ହଃତିଲକ୍ ନିଜାର୍ ନିଜାର୍ ସଃଙ୍ଗାର୍ ଗଃଳେ ବାସା କଃର୍ତା ଲକ୍କେ, ଆର୍ ହଃତିଲକ୍ ନିଜାର୍ ନିଜାର୍ ବାୟ୍ବେଣିକେ ସିକ୍ୟା ନଃଦେତି, ଜୁୟ୍ତାର୍ ଗିନେ ସାନ୍ ତଃୟ୍ହୁଣି ବଃଡ୍ ହଃତେକ୍ ସଃବୁଲକ୍ ଅଃମିକ୍ ଜାଣ୍ତି ।
12
ବଃଲେକ୍ ମୁୟ୍ଁ ସେମଃନାର୍ ଅଃଦଃର୍ମ୍ ସଃବୁ କେମା କଃରିନ୍ଦ୍, ଆରେକ୍ ସେମଃନାର୍ ହାହ୍ ସଃବୁ ଏତାଉଁ ନଃଚି ।”
13
ସେ ନଃଉଆଁ ନିୟମ୍ ବଃଲି କୟ୍ଲାର୍ ଗିନେ ହଃର୍ତୁର୍ ନିୟମ୍କେ ହଃର୍ନା କଃରିଆଚେ; ଆର୍ ଜାୟ୍ରି ହଃର୍ନା ସେରି ସଃରି ଜାୟ୍ଆଚେ, ସେରି ବୁଡ୍ତା ବେଳା ଚଃମେ ଅୟ୍ଲିନି ।
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 9 →
All chapters:
1
2
3
4
5
6
7
8
9
10
11
12
13