bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Bodo
/
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
/
John 18
John 18
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 19 →
1
ଜିସୁ ଇସଃବୁ ପାର୍ତ୍ନା ସଃରାୟ୍କଃରି ଅଃହ୍ଣାର୍ ଚେଲାମଃନାର୍ ସଃଙ୍ଗ୍ କିଦ୍ରଣ୍ ନାଉଁଆର୍ ଦରାଣ୍ ସେହାଟିକ୍ ବାରାୟ୍ ଗଃଳାୟ୍ । ସେତି ଗଟେକ୍ ବାଳ୍ ରିଲି, ଆର୍ ଜିସୁ ଆର୍ ତାର୍ ଚେଲାମଃନ୍ ସେଲଃଗେ ହୁର୍ଲାୟ୍ ।
2
ଜୁୟ୍ ଜିଉଦା ଜିସୁକେ ସଃତ୍ରୁ ଆତେ ସଃହ୍ରି ଦିଲା, ସେ ହେଁ ସେ ଟାଣ୍ ଜାଣିରିଲା, କାୟ୍ତାକ୍ବଃଲେକ୍ ଜିସୁ ଗାଦେକ୍ ତର୍ ଅଃହ୍ଣାର୍ ଚେଲାମଃନାର୍ ସଃଙ୍ଗ୍ ସେଟାଣେ ଜାୟ୍ରିଲାୟ୍ ।
3
ସେତାକ୍, ଜାଗୁଆଳି ସଃଇନ୍ ଦଃଳ୍ ଆରେକ୍ ବଃଡ୍ ଜାଜକ୍ ଆର୍ ପାରୁସିମଃନାର୍ ତଃୟ୍ହୁଣି ହାୟ୍ଲା ସଃଇନ୍ମଃନ୍କେ ଦଃରି ଲାତର୍ ଆର୍ କଃଣ୍ଡାମଃନ୍ ଦଃରି ସେ ଲଃଗେ ଆୟ୍ଲାୟ୍ ।
4
ସେତାକ୍ ଜିସୁ, ତାର୍ ସଃଙ୍ଗ୍ ଜାୟ୍ ଜାୟ୍ରି ଗଃଟୁକ୍ ଜଃଉଁଲି, ସେସଃବୁ ଜାଣି ଆଗ୍ତୁ ଜାୟ୍ ସେମଃନ୍କେ ହଃଚାର୍ଲା, “ତୁମିମଃନ୍ କାକେ ଲଳୁଲାସ୍?”
5
ସେମଃନ୍ ତାକ୍ ଉତୁର୍ ଦିଲାୟ୍, “ନାଜରିତ୍ ଜିସୁକେ ।” ଜିସୁ ସେମଃନ୍କେ କୟ୍ଲା, “ମୁୟ୍ ସେ ଲକ୍ ।” ଜୁୟ୍ ଜିଉଦା ଜିସୁକେ ସଃତ୍ରୁର୍ ଆତେ ସଃହ୍ରି ଦିଲା, ସେ ହେଁ ସେମଃନାର୍ ସଃଙ୍ଗ୍ ଟିଆ ଅୟ୍ରିଲା ।
6
ଜିସୁ ଜଃଡେବଃଳ୍ ସେମଃନ୍କେ କୟ୍ଲା, “ମୁୟ୍ ସେ ଲକ୍,” ସଃଡେବଃଳ୍ ସେମଃନ୍ ହଃଚେ ଗୁଚି ଜାୟ୍ ବୁୟେଁ ହଃବ୍ଳାୟ୍ ଅୟ୍ଲାୟ୍ ।
7
ସେତାକ୍ ଜିସୁ ସେମଃନ୍କେ ଆରେକ୍ ଗଟ୍ତର୍ ହଃଚାର୍ଲା, “ତୁମିମଃନ୍ କାକେ ଲଳୁଲାସ୍?” ସେମଃନ୍ କୟ୍ଲାୟ୍, “ନାଜରିତ୍ ଜିସୁକେ ।”
8
ଜିସୁ ଉତୁର୍ ଦିଲା, “ମୁୟ୍ ଜେ ସେ ଲକ୍, ଇରି ତ ମୁୟ୍ ତୁମିମଃନ୍କେ କୟ୍ଲେ । ଇତାର୍ ଗିନେ ଜଦି ତୁମିମଃନ୍ ମକ୍ ଲଳୁଲାସ୍, ତଃବେ ମର୍ ଏମଃନ୍କେ ଜଃଉଁକେ ଚାଡି ଦିଆସ୍ ।”
9
ଜିସୁ ଇରି କୟ୍ଲା, ଜଃନ୍କଃରି ସେ କୟ୍ଲା ଇ ବଃଚନ୍ ହୁରୁଣ୍ ଅୟ୍ଦ୍, “ତୁୟ୍ ମକ୍ ଜୁୟ୍ମଃନ୍କ୍ ଦଃୟ୍ ଆଚ୍ସି, ସେମଃନାର୍ ବିତ୍ରେ ମୁୟ୍ ଗଟ୍ ଲକ୍କେ ହେଁ ଆରାୟ୍ ନଃକେରି ।”
10
ସିମନ୍ ପିତର୍ ଲଃଗେ ଗଟେକ୍ କଃଣ୍ଡା ରିଲାକ୍ ସେ ସେରି ବାର କଃରି ମୁଳ୍ ଜାଜକାର୍ ଗତିଦଃଙ୍ଗ୍ଳାକ୍ ମାର୍ଲା ଆର୍ ତାର୍ କାତା ବାଟାର୍ କାନ୍ କାଟ୍ଲା; ସେ ଦଃଙ୍ଗ୍ଳାର୍ ନାଉଁ ମାଲ୍କ ।
11
ସେତାକ୍ ଜିସୁ ପିତର୍କେ କୟ୍ଲା, “ତର୍ କଃଣ୍ଡାକ୍ କାପ୍ ବିତ୍ରେ ସଃଙ୍ଗାଉ; ଉବା ମକ୍ ଜୁୟ୍ ଦୁକ୍ କଃସ୍ଟାର୍ କପା ଦଃୟ୍ ଆଚେ, ମୁୟ୍ କାୟ୍ ସେତିର୍ ନଃସୁରି?”
12
ଇତାର୍ ହଃଚେ ସଃଇନ୍ ଦଃଳ୍, ସଃଇନ୍ ଅଃଦିକାରି ଆରେକ୍ ଜିଉଦିମଃନାର୍ ଜାଗୁଆଳିମଃନ୍ ଜିସୁକେ ଦଃରି ବାନ୍ଦ୍ଲାୟ୍,
13
ଆର୍ ତାକ୍ ବାନ୍ଦି ହଃର୍ତୁମ୍ ହାନାନର୍ ଲଃଗେ ନିଲାୟ୍, କାୟ୍ତାକ୍ବଃଲେକ୍ ସେ, ସେ ବଃର୍ସାର୍ ମୁଳ୍ ଜାଜକ୍ କୟାପା ରିଲା ତାର୍ ସଃତ୍ରାସି ।
14
ସଃବୁ ଲକ୍ମଃନାର୍ ଗିନେ ଗଟ୍ ଲକ୍ ମଃର୍ତାର୍ ବଃଲ୍ କବୁର୍ ବଃଲି ଜିଉଦିମଃନ୍କେ ଜେ କୟ୍ରିଲା, ଇ ମାନାୟ୍ ସେ କୟାପା ।
15
ସିମନ୍ ପିତର୍ ଆର୍ ଆରେକ୍ ଗଟେକ୍ ଚେଲା ଜିସୁର୍ ହଃଚେ ହଃଚେ ଜାତିରିଲାୟ୍ । ସେ ଚେଲା ମୁଳ୍ ଜାଜକାର୍ ଚିନାଜାଣା ଲକ୍ ରିଲା ତଃବେ ଜିସୁର୍ ସଃଙ୍ଗ୍ ମୁଳ୍ ଜାଜକାର୍ କୁଆଳେ ହୁର୍ଲା;
16
ମଃତର୍ ପିତର୍ ହଃଦାର୍ କୁଆଳାର୍ ଦୁଆର୍ ଲଃଗେ ଟିଆ ଅୟ୍ରିଲା । ସଃଡେବଃଳ୍ ସେ ଜୁୟ୍ ବିନ୍ ଚେଲା ମୁଳ୍ ଜାଜକାର୍ ଚିନାଜାଣା ରିଲା, ସେ ହଃଦାୟ୍ ଜାୟ୍ ଦୁଆର୍ ଜାଗୁଆଳିକେ କୟ୍ ପିତର୍କେ ବିତ୍ରେ ଆଣ୍ଲା ।
17
ସେତାକ୍ ସେ ଦୁଆର୍ ଜାଗ୍ତା ଦଃଙ୍ଗ୍ଳି ପିତର୍କେ କୟ୍ଲି, “ତୁୟ୍ ହେଁ କାୟ୍ ଇ ଲକାର୍ ଚେଲାମଃନାର୍ ବିତ୍ରେ ଗଟ୍ ଲକ୍ ନାୟ୍?” ପିତର୍ କୟ୍ଲା, “ନାୟ୍ ମୁୟ୍ ନାୟ୍ ।”
18
ସିତାର୍ ଗିନେ ଗତିଦଃଙ୍ଗ୍ଳା ଆର୍ ଜାଗୁଆଳିମଃନ୍ ଜୟ୍ ଲାଗାୟ୍ ସେତି ଟିଆ ଅୟ୍ ଜୟ୍ ଚେକ୍ତି ରିଲାୟ୍; ପିତର୍ ହେଁ ସେମଃନାର୍ ସଃଙ୍ଗ୍ ଟିଆ ଅୟ୍ ଜୟ୍ ଚେକ୍ତି ରିଲା ।
19
ଇ ବିତ୍ରେ ମୁଳ୍ ଜାଜକ୍ ଜିସୁକେ ତାର୍ ଚେଲାମଃନାର୍ ବିସୟେ ଆର୍ ତାର୍ ସିକ୍ୟା ବିସୟେ ହଃଚାର୍ଲା ।
20
ଜିସୁ ତାକ୍ ଉତୁର୍ ଦିଲା, “ମୁୟ୍ ଜଃଗତେ ହୁଟାୟ୍ କଃରି କଃତା କୟ୍ଆଚି, ଜୁୟ୍ ଲଃଗେ ସଃବୁ ଜିଉଦି ଲକ୍ମଃନ୍ ଗଟେତଃୟ୍ଁ ରୁଣ୍ଡ୍ତି, ଇବାନ୍ୟା ପାର୍ତ୍ନା ଗଃରେ ଆର୍ ମନ୍ଦିରେ ମୁୟ୍ ସଃବୁ ବଃଳ୍ ସିକ୍ୟା ଦଃୟ୍ଆଚି; ମୁୟ୍ ଲୁକ୍ଣେ କାୟ୍ରି ହେଁ ନଃକୟ୍ଁ ।
21
ମକ୍ କାୟ୍ତାକ୍ ଗଃଉଆରି କଃରୁଲିସ୍? ମୁୟ୍ ସେମଃନ୍କେ କାୟ୍ରି କୟ୍ଆଚି, ଜୁୟ୍ ଲକ୍ମଃନ୍ ସୁଣି ଆଚ୍ତି, ସେମଃନ୍କେ ହଃଚାର୍; ଦଃକ୍, ମୁୟ୍ ଜାୟ୍ ଜାୟ୍ରି କୟ୍ଆଚି, ସେମଃନ୍ ସେସଃବୁ ଜାଣି ଆଚ୍ତି ।”
22
ଜିସୁ ଇରି କୟ୍ଲାକ୍ ଜାଗୁଆଳିମଃନାର୍ ବିତ୍ରେ ଲଃଗେ ଟିଆ ଅୟ୍ରିଲା ଗଟେକ୍ ଲକ୍ ଜିସୁକେ ଚାହୁଳ୍ ମାରି କୟ୍ଲା, “ତୁୟ୍ ମୁଳ୍ ଜାଜକ୍କେ ଇବାନ୍ୟା ଉତୁର୍ ଦେଉଁକ୍ କଃନ୍କଃରି ସାସ୍ କଃଲିସ୍?”
23
ଜିସୁ ତାକ୍ ଉତୁର୍ ଦିଲା, “ଜଦି ମୁୟ୍ କଃରାବ୍ କୟ୍ଲେ, ତଃବେ କଃରାବ୍ କୟ୍ଲାର୍ ସଃବାର୍ ମୁୟେ ସାକି ଦେସ୍; ମଃତର୍ ଜଦି ମୁୟ୍ ବଃଲ୍ କୟ୍ଲେ, ତଃବେ କାୟ୍ତାକ୍ ମକ୍ ମାରୁଲାସ୍?”
24
ସେତାକ୍ ହାନାନ୍ ଜିସୁକେ ବାନ୍ଦ୍ଲା ସଃଙ୍ଗ୍ ମୁଳ୍ ଜାଜକ୍ କୟାପାର୍ ଲଃଗେ ହଃଟାୟ୍ଲା ।
25
ଇ ବିତ୍ରେ ସିମନ୍ ପିତର୍ ଟିଆ ଅୟ୍ ଜୟ୍ ଚେକ୍ତି ରିଲା । ସେତାକ୍ ସେତି ରିଲା ବିନ୍ ଲକ୍ମଃନ୍ ତାକ୍ ହଃଚାର୍ଲାୟ୍, “ତୁୟ୍ ହେଁ କାୟ୍ ତାର୍ ଚେଲାମଃନାର୍ ବିତ୍ରେ ଗଟ୍ ଲକ୍ ନାୟ୍?” ମଃତର୍ ପିତର୍ ନଃମାନିକଃରି କୟ୍ଲା, “ନାୟ୍ ମୁୟ୍ ନାୟ୍ ।”
26
ମୁଳ୍ ଜାଜକାର୍ ଗତିଦଃଙ୍ଗ୍ଳାମଃନାର୍ ବିତ୍ରେ ଗଟ୍ଲକ୍, ବଃଲେକ୍ ପିତର୍ ଜାର୍ କାନ୍ କାଟିରିଲା, ତାର୍ ଗଟେକ୍ ନିଜାର୍ ଲକ୍ କୟ୍ଲା, “ମୁୟ୍ କାୟ୍ ତକ୍ ତାର୍ ସଃଙ୍ଗ୍ ଗେତ୍ସିମନି ବାଳେ ଦଃକିନଃରିଲେ?”
27
ସେତାକ୍ ପିତର୍ ଆରେକ୍ ଗଟ୍ତର୍ ନଃମାନିକଃରି କୟ୍ଲା, “ନାୟ୍ ମୁୟ୍ ନାୟ୍ ।” ଆର୍ ସେଦାହ୍ରେ ଗାଞ୍ଜା କୁକ୍ଳା ବାସ୍ଲା ।
28
ତାର୍ ଆର୍କ ଦିନ୍ ବର୍ ସଃକାଳ୍ୟା ଜିସୁକେ କୟାପା ତଃୟ୍ହୁଣି ପିଲାତ ରଃଜାର୍ କୁଆଳ୍ ବିତ୍ରେ ନିଲାୟ୍ । ଜିଉଦି ଅଃଦିକାରିମଃନ୍ ଜଃନ୍କଃରି ବିଟାଳ୍ ନଃୟ୍କଃରି ମୁକ୍ଳାଉଁଣି ହଃର୍ବ୍ ବଜି କାଉଁକେ ହାର୍ତି, ଇତାର୍ ଗିନେ ସେମଃନ୍ ନଃଉର୍ ବିତ୍ରେ ହୁରୁ ନଃଚ୍ଲାୟ୍ ।
29
ସେତାକ୍ ପିଲାତ ସେମଃନାର୍ ଲଃଗେ ବାରାୟ୍ ଆସି ହଃଚାର୍ଲା, “ଇ ଲକ୍ ବିରଦେ ତୁମିମଃନ୍ କାୟ୍ ଦଃସାର୍ କଃତା ଆଣୁଲାସ୍?”
30
ସେମଃନ୍ ତାକ୍ ଉତୁର୍ ଦିଲାୟ୍, “ଇ ଲକ୍ ଜଦି ଦଃସ୍ କଃରି ନଃରିଲେକ୍, ଅଃମିମଃନ୍ ତାକ୍ ତର୍ ଆତେ ସଃହ୍ରି ନଃଦିଲୁ ହୁଣି ।”
31
ସେତାକ୍ ପିଲାତ ସେମଃନ୍କେ କୟ୍ଲା, “ତୁମିମଃନ୍ ଇ ଲକ୍କେ ଦଃରିଜାୟ୍ ତୁମିମଃନାର୍ ବିଦି ହଃର୍କାରେ ଇତାର୍ ବିଚାର୍ କଃରା ।” ଜିଉଦିମଃନ୍ ତାକ୍ କୟ୍ଲାୟ୍, “କାକେ ମଃର୍ନ୍ ଡଃଣ୍ଡ୍ ଦେତାର୍ ଅଃମିମଃନାର୍ ଅଃଦିକାର୍ ନାୟ୍ ।
32
ଜିସୁ କୁୟ୍ ରଃକମାର୍ ମଃର୍ନ୍ ଡଃଣ୍ଡ୍ ବଗୁକ୍ ଜଃଉଁଲା, ଇ ବିସୟେ ଜିସୁ ଜାୟ୍ରି କୟ୍ରିଲା, ସେରି ଜଃନ୍କଃରି ହୁରୁଣ୍ ଅୟ୍ଦ୍, ଇତାର୍ ଗିନେ ସେମଃନ୍ ଇରି କୟ୍ଲାୟ୍ ।”
33
ତଃବେ ପିଲାତ କୁଆଳ୍ ବିତ୍ରେ ବାଉଳି ଜାୟ୍, ଜିସୁକେ କୁଦି ହଃଚାର୍ଲା, “ତୁୟ୍ କାୟ୍ ଜିଉଦିମଃନାର୍ ରଃଜା?”
34
ଜିସୁ ତାକ୍ ଉତୁର୍ ଦିଲା, “ତୁୟ୍ କାୟ୍ ନିଜାର୍ ଇରି କଃଉଁଲିସ୍, କି ବିନ୍ ଲକ୍ମଃନ୍ ମର୍ ବିସୟେ ତକ୍ ଇରି କୟ୍ ଆଚ୍ତି?”
35
ପିଲାତ ଉତୁର୍ ଦିଲା, “ମୁୟ୍ କାୟ୍ ଗଟେକ୍ ଜିଉଦି? ତର୍ ନିଜାର୍ ଲକ୍ ଆର୍ ବଃଡ୍ ଜାଜକ୍ମଃନ୍ ତକ୍ ମର୍ ଆତେ ସଃହ୍ରି ଦଃୟ୍ ଆଚ୍ତି; ତୁୟ୍ କାୟ୍ କଃରି ଆଚ୍ସି?”
36
ଜିସୁ ଉତୁର୍ ଦିଲା, “ମର୍ ରାଇଜ୍ ଇ ଜଃଗତାର୍ ବିସୟେ ନାୟ୍, ଜଦି ମର୍ ରାଇଜ୍ ଜଃଗତାର୍ ବିସୟେ ଅୟ୍ରିଲେକ୍, ତଃବେ ମୁୟ୍ ଜିଉଦି ଅଃଦିକାରିମଃନାର୍ ଆତେ ସଃହ୍ରି ନୟ୍ଲେ ହୁଣି, ସେତାର୍ ଗିନେ ମର୍ ଜାଗୁଆଳି ଲକ୍ମଃନ୍ ଜୁଜ୍ କଃଲାୟ୍ ହୁଣି; ମଃତର୍ ମର୍ ରାଇଜ୍ ସଃତ୍କଃରି ସେ ବିସୟେ ନାୟ୍ ।”
37
ସେତାକ୍ ପିଲାତ ଜିସୁକେ ହଃଚାର୍ଲା, “ତଃବେ ତୁୟ୍ କାୟ୍ ଗଟେକ୍ ରଃଜା?” ଜିସୁ ଉତୁର୍ ଦିଲା, “ତୁୟ୍ ତ କଃଉଁଲିସ୍, ମୁୟ୍ ଗଟେକ୍ ରଃଜା । ମୁୟ୍ ଜଃନ୍କଃରି ସଃତ୍ ବାଟ୍ୟା ଅୟ୍ ସାକି ଦଃୟ୍ନ୍ଦ୍, ଇତାର୍ ଗିନେ ମୁୟ୍ ଜଃଲମ୍ ଅୟ୍ ଆଚି ଆର୍ ଜଃଗତେ ଆସିଆଚି । ଜୁୟ୍ ଲକ୍ ସଃତାର୍ ହୟ୍ସି, ସେ ମର୍ କଃତା ସୁଣେଦ୍ ।”
38
ପିଲାତ ଜିସୁକେ କୟ୍ଲା, “ସଃତ୍ କାୟ୍ରି?” ତାର୍ହଃଚେ ପିଲାତ ଆରେକ୍ ଜିଉଦିମଃନାର୍ ଲଃଗେ ହଃଦାୟ୍ ଜାୟ୍ ସେମଃନ୍କେ କୟ୍ଲା, “ମୁୟ୍ ଇତାର୍ ଲଃଗେ କାୟ୍ ହେଁ ଦଃସ୍ ନଃହାଉଁଲେ ।
39
ମଃତର୍ ମୁୟ୍ ଜେ ମୁକ୍ଳାଉଁଣି ହଃର୍ବ୍ ଦିନ୍ ଗଟ୍ ଲକ୍କେ ମୁକ୍ଳାୟ୍ ଦଃୟ୍ନ୍ଦ୍, ଇରି ତୁମିମଃନାର୍ ରିତିବିଦି ଆଚେ; ବଃଲେକ୍ ଜିଉଦିମଃନାର୍ ରଃଜାକ୍ ମୁୟ୍ ତୁମାର୍ ଗିନେ ମୁକ୍ଳାୟ୍ନ୍ଦ୍ ବଃଲି କାୟ୍ ତୁମିମଃନାର୍ ମଃନ୍?”
40
ସେତାକ୍ ସେମଃନ୍ ଆରେକ୍ ଉଲ୍ଗାଟ୍ ଅୟ୍ କୟ୍ଲାୟ୍, “ନାୟ୍, ଇ ଲକ୍କେ ନାୟ୍, ମଃତର୍ ବାରବାକେ ମୁକ୍ଳାଉ ।” ଇ ବାରବା ଗଟେକ୍ ଚର୍ ରିଲା ।
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 19 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21