bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Bodo
/
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
/
Luke 1
Luke 1
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 2 →
1
ଏ ତିଅପିଲସ୍, ଜୁୟ୍ ଲକ୍ମଃନ୍ ଅଃମାର୍ ବିତ୍ରେ ଗଃଟିଜାୟ୍ରିଲା ଗଃଟ୍ଣା ମଃନାର୍ କଃତେକ୍ କଃତାମଃନ୍ ଟିକ୍କଃରି ଲେକୁକ୍ ମଃନ୍ କଃଲାୟ୍,
2
ସେରି ନିଜାର୍ ଆକାୟ୍ ଦଃକି ରିଲାର୍ ଜାଗୁଆଳି ଆର୍ ନିକ କବୁର୍ ପର୍ଚାର୍ କଃର୍ତା ଲକ୍ମଃନ୍ ଅଃମିମଃନ୍କ୍ ଜାଣାୟ୍ଲା ହଃର୍କାରେ,
3
ଏ ମାୟ୍ନାର୍ ତିଅପିଲ ମୁଳେ ହୁଣି ସଃବୁ କଃତା ଗଟେକ୍ ଗଟେକ୍ କଃରି ମିସାୟ୍ ଆଗେହୁଣି ଅୟ୍ ଆସ୍ତା କଃତାମଃନ୍ ତର୍ ଗିନେ ଲେକୁକ୍ ମୁଁୟ୍ ହେଁ ଟିକ୍ ବଃଲି ମଃନେ ବାବ୍ଲେ ।
4
ଜଃନ୍କଃରି ଜୁୟ୍ ଜୁୟ୍ ସଃବୁ କଃତା ସିକି ଆଚ୍ସି ସେ ସଃବୁ କଃତାକ୍ ବାୟ୍ଦ୍ରେ ଜାଣୁ ହାର୍ସି ।
5
ହେରଦ୍ ଜିଉଦା ଦେସାର୍ ରଃଜା ରିଲା ବଃଳ୍ ଅବିୟ ଜାଜକ୍ ଦଃଳାର୍ ଜିକରିଅ ନାଉଁଆର୍ ଗଟେକ୍ ଜାଜକ୍ ରିଲା; ତାର୍ ଡକୁର୍ସିର୍ ନାଉଁ ଏଲିସାବେତ୍, ସେ ହାରଣ୍ ଜାଜକ୍ ବଃଉଁସାର୍ ରିଲି ।
6
ସେମଃନ୍ ଦୁୟ୍ ଲକ୍ ହେଁ ଇସ୍ୱରାର୍ ସଃବୁ ନିୟମ୍ ଆର୍ ବିଦି ମାନ୍ତି ରିଲାୟ୍ ଆର୍ ମାପ୍ରୁର୍ ଆକାୟ୍ ଦଃର୍ମି ଲକ୍ ଅୟ୍ରିଲାୟ୍ ।
7
ମଃତର୍ ସେମଃନାର୍ ହିଲାମଃନ୍ ନଃରିଲାୟ୍, କାୟ୍ତାକ୍ବଃଲେକ୍ ଏଲିସାବେତ୍ ବାଞ୍ଜି ରିଲି, ଆରେକ୍ ସେ ଦୁୟ୍ ଲକ୍ ବୁଡାବୁଡି ଅୟ୍ରିଲାୟ୍ ।
8
ଜିକରିଅ ଅଃହ୍ଣାର୍ ଦଃଳାର୍ ହାଳୁ ହଃର୍କାରେ ଇସ୍ୱରାର୍ ମନ୍ଦିର୍ ଲଃଗେ ଜାୟ୍ ଜାଜକ୍ କାମ୍ କଃର୍ତି ରିଲା ବଃଳ୍,
9
ଜାଜକ୍ କାମାର୍ ବିଦି ହଃର୍କାରେ କେଳି ବାଚିକଃରି ତାକ୍ ମାପ୍ରୁର୍ ମନ୍ଦିର୍ ବିତ୍ରେ ହୁରି କଃରି ଦୁହ୍ଣି ହଡାଉଁକ୍ ହଃଳ୍ଲି ।
10
ଆର୍ ସେ ଦୁହ୍ଣି ହଡାଉତା ବଃଳ୍ ସଃର୍ନେ ଲକ୍ମଃନ୍ଦା ହଃଦାୟ୍ ପାର୍ତ୍ନା କଃର୍ତି ରିଲାୟ୍ ।
11
ସଃଡେବଃଳ୍ ମାପ୍ରୁର୍ ଗଟେକ୍ ଦୁତ୍ ଦୁହ୍ଣି ହଡାଉତା ବେଦିର୍ କାତା ବାଟ୍ୟା ଆସି ଟିଆ ଅୟ୍ ତାକ୍ ଦଃକାୟ୍ ଅୟ୍ଲା ।
12
ଜିକରିଅ ତାକ୍ ଦଃକି, କାବା ଅୟ୍ଲା ଆର୍ ଡିରି ଗଃଲା ।
13
ମଃତର୍ ଦୁତ୍ ତାକ୍ କୟ୍ଲା, “ଜିକରିଅ, ଡିର୍ ନାୟ୍, କାୟ୍ତାକ୍ବଃଲେକ୍ ତର୍ ପାର୍ତନା ଇସ୍ୱର୍ ସୁଣି ଆଚେ, ଆର୍ ତର୍ ଡକୁର୍ଦି ଏଲିସାବେତ୍ ତର୍ ଗିନେ ଗଟେକ୍ ହିଲା ଜଃଲମ୍ କଃରେଦ୍, ଆର୍ ତୁୟ୍ ତାର୍ ନାଉଁ ଜହନ୍ ସଃଙ୍ଗାଉସି ।
14
ତାର୍ ଗିନେ ତୁମିମଃନ୍ ବଃଡେ ସଃର୍ଦା କଃରାସ୍, ଆର୍ ବିନ୍ ସଃବୁ ଲକ୍ମଃନ୍ ହେଁ ତାର୍ ଜଃଲମେ ସଃର୍ଦା କଃର୍ତି ।
15
ଜଃନ୍କଃରି ସେ ମାପ୍ରୁର୍ ଲଃଗେ ଗଟେକ୍ ବଃଡ୍ ଲକ୍ ଅୟ୍ଦ୍, ସେ କଃବେ ହେଁ ଅଙ୍ଗୁର୍ ରଃସ୍ କି ଲଃନ୍ଦାମଃଦ୍ ନଃକାୟ୍, ଆର୍ ସେ ଆୟ୍ସିର୍ ହେଟେ ହୁଣି ହେଁ ପବିତ୍ର ଆତ୍ମାୟ୍ ହୁର୍ନ୍ ଅୟ୍ଦ୍ ।
16
ଆର୍ ସେ ଇସ୍ରାଏଲ୍ ଜାତିର୍ କଃତେକ୍ ଲକ୍ମଃନ୍କେ ସେମଃନାର୍ ସଃର୍ଗାର୍ ମାପ୍ରୁ ଇସ୍ୱରାର୍ ହାକ୍ ଲେଉଟାୟ୍ ଆଣେଦ୍ ।
17
ଉବାସି ଆୟ୍ସିମଃନାର୍ ମଃନ୍, ହିଲାମଃନାର୍ ଗିନେ ଆର୍ ଅମାନ୍ୟାମଃନ୍କେ ଦଃର୍ମି ଲକ୍ମଃନାର୍ ଗ୍ୟାନ୍ ସଃଙ୍ଗ୍ ମାନୁକ୍ ଲେଉଟାଉଁକ୍ ଆର୍ ମାପ୍ରୁର୍ ଗିନେ ଲକ୍ମଃନ୍କେ ତିଆର୍ କଃରୁକେ ଏଲିୟର୍ ଆତ୍ମା ଆର୍ ସଃକାତ୍ ସଃଙ୍ଗ୍ ତାର୍ ଆଗେ ଇଣ୍ଡେଦ୍ ।”
18
ଇତାର୍ ଗିନେ ଜିକରିଅ ଦୁତ୍କେ ହଃଚାର୍ଲା, “ଇରି ଗଃଟେଦ୍ ବଃଲି ମୁଁୟ୍ କଃନ୍କଃରି ଜାଣିନ୍ଦ୍? କାୟ୍ତାକ୍ବଃଲେକ୍ ମୁଁୟ୍ ତ ବୁଡା ଅୟ୍ଲେବେ ଆର୍ ମର୍ ବୁଡିର୍ ବଃୟ୍ସ୍ ହେଁ ଅଃଦିକ୍ ଅୟ୍ଲିନି ।”
19
ଦୁତ୍ ତାକ୍ ଉତୁର୍ ଦିଲା, “ମୁଁୟ୍ ଗାବ୍ରିଏଲ୍, ମୁଁୟ୍ ଇସ୍ୱରାର୍ ଲଃଗେ ଟିଅଉତା ଦୁତ୍, ଆର୍ ତକେ ଇ କଃତା କଃଉଁକେ ଆର୍ ଇ ସଃର୍ଦାର୍ କବୁର୍ ପର୍ଚାର୍ କଃରୁକେ ମାପ୍ରୁ ମକ୍ ହଟାୟ୍ଲା ଆଚେ ।
20
ଦଃକ୍ ଇସଃବୁ ନଃଗଟ୍ତା ଦିନ୍ ହଃତେକ୍ ତୁୟ୍ ଗୁଲା ଅୟ୍ କଃତା କଃଉ ନଃହାର୍ସି, କାୟ୍ତାକ୍ବଃଲେକ୍ ମର୍ ଜୁୟ୍ ସଃବୁ କଃତା ଟିକ୍ ବେଳାୟ୍ ହୁରୁଣ୍ ଅୟ୍ଦ୍, ଇସଃବୁ କଃତାକ୍ ତୁୟ୍ ସଃତ୍ ନଃକେଲିସ୍ ।”
21
ଇ ବିତ୍ରେ ଲକ୍ମଃନ୍ ଜିକରିଅକେ ହଃଦାୟ୍ ଜାଗିରିଲାୟ୍, ଆର୍ ମନ୍ଦିର୍ ବିତ୍ରେ ସେ ବୁତେକ୍ଗଃଳି ରିଲାଲାଗି ସେମଃନ୍ କାବା ଅଃଉତିରିଲାୟ୍ ।
22
ମଃତର୍ ସେ ବାରାୟ୍ ଆସି ସେମଃନ୍କେ ଟଣ୍ଡ୍ ଅଃଉଁକେ ନଃହାର୍ଲା, ଇତାକ୍ ସେ ମନ୍ଦିର୍ ବିତ୍ରେ ଦଃର୍ସନ୍ ହାଇଆଚେ ବଃଲି ସେମଃନ୍ ଜାଣ୍ଲାୟ୍ ଆର୍ ସେ ସେମଃନ୍କେ ଆତ୍ସଃଗ୍ୟା କଃରୁକେ ଦଃର୍ଲା, ଆର୍ ଗୁଲା ଅୟ୍ ରିଲା ।
23
ତାର୍ହଃଚେ ତାର୍ ସେବା କଃର୍ତା ହାଳୁ ଦିନ୍ ସଃବୁ ସଃର୍ଲାକ୍, ସେ ନିଜାର୍ ଗଃରେ ବାଉଳି ଗଃଲା ।
24
କଃତି ଦିନ୍ ଗଃଲା ହଃଚେ ତାର୍ ଡକୁର୍ସି ଏଲିସାବେତ୍ ଆଙ୍ଗେ ଅୟ୍ଲି, ଆର୍ ସେ ହାଁଚ୍ ମାସ୍ ହଃତେକ୍ ସେ କଃତା କାକେ ହେଁ ନଃକୟ୍ଲି ।
25
ଆର୍ ମଃନେ ମଃନେ କୟ୍ଲି, “ଲକ୍ମଃନାର୍ ଲିନ୍ଦା ମର୍ ତଃୟ୍ହୁଣି ଦୁର୍ କଃରୁକେ ମାପ୍ରୁ ମର୍ ଉହ୍ରେ ଦଃୟା କଃରି ମକ୍ ଇରଃକମ୍ କଃଲା ଆଚେ ।”
26
ଏଲିସାବେତ୍ ଆଙ୍ଗେ ଅୟ୍ ଚଅ ମାସ୍ ଅୟ୍ଲା ହଃଚେ, ଗାବ୍ରିଏଲ୍ ଦୁତ୍ ଇସ୍ୱର୍ ଲଃଗେହୁଣି ଗାଲିଲି ରାଜିର୍ ନାଜରିତ୍ ନାଉଁଆର୍ ଗଃଳେ ଗଟେକ୍ ଦଃଙ୍ଗ୍ଳି ଟକିର୍ ଚଃମେ ଆୟ୍ଲା ।
27
ସେ ଦଃଙ୍ଗ୍ଳି ଟକିକେ ଦାଉଦ୍ ବଃଉଁସାର୍ ଜସେପ୍ ନାଉଁଆର୍ ଗଟେକ୍ ମାନାୟ୍ ସଃଙ୍ଗ୍ ବିବା ଅଃଉଁକେ ମାଗ୍ଣି କଃରି ରିଲାୟ୍, ସେ ଦଃଙ୍ଗ୍ଳି ଟକିର୍ ନାଉଁ ମରିୟମ୍ ।
28
ସେ ଦୁତ୍ ଗଃରେ ହୁରି ତାର୍ ଲଃଗେ ଆସି କୟ୍ଲା, “ଏ ଦଃୟାର୍ ଜୟ୍ଗ୍ ଟକି, ତର୍ ସୁସ୍ତା ଅଃଉଅ, ମାପ୍ରୁ ତର୍ ସଃଙ୍ଗ୍ ଆଚେ ।”
29
ମଃତର୍ ମରିୟମ୍ ଇ କଃତାକ୍ ସୁଣି ଜଃବର୍ କାବା ଅୟ୍ଲି ଆର୍ ଇ କଃତାର୍ ବାବ୍ କାୟ୍ରି ବଃଲି ମଃନେ ମଃନେ ବାବୁକ୍ ଦଃର୍ଲି ।
30
ସେତାର୍ ଗିନେ ଦୁତ୍ ତାକ୍ କୟ୍ଲା, “ଏ ମରିୟମ୍, ଡିର୍ ନାୟ୍, କାୟ୍ତାକ୍ବଃଲେକ୍ ଇସ୍ୱର୍ ତକେ ଦଃୟା କଃରି ଆଚେ ।
31
ଆର୍ ଦଃକ୍, ତୁୟ୍ ଆଙ୍ଗେ ଅୟ୍କଃରି ଗଟେକ୍ ହିଲା ଜଃଲମ୍ କଃର୍ସି, ଆର୍ ତାର୍ ନାଉଁ ଜିସୁ ବଃଲି ଦିଆସ୍ ।
32
ସେ ସଃବ୍କେ ଉଟ୍ୟା ଅୟ୍ଦ୍, ଆର୍ ସେ ସଃବ୍କେ ବଃଡ୍ ମାପ୍ରୁର୍ ହୟ୍ସି ବଃଲି ଡାକେ ହୁଟେଦ୍; ଆର୍ ଇସ୍ୱର୍ ତାକ୍ ତାର୍ ଦାଦିବାବୁ ଦାଉଦାର୍ ହର୍ ସିଙ୍ଗାସଣ୍ ଦଃୟ୍ଦ୍ ।
33
ସେ ଜାକୁବକ୍ ବଃଉଁସ୍ ଉହ୍ରେ ଜୁଗେଜୁଗେ ରାଜ୍ କଃରେଦ୍, ଆର୍ ତାର୍ ରାଇଜ୍ କଃବେ ସେସ୍ ନହୟ୍ ।”
34
ମଃତର୍ ମରିୟମ୍ ଦୁତ୍କେ କୟ୍ଲି, “ଇରି କଃନ୍କଃରି ଅୟ୍ଦ୍? ମୁଁୟ୍ ତ କୁୟ୍ ଅଃଣ୍ଡ୍ରାକେ ହେଁ ନଃଜାଣି ।”
35
ଦୁତ୍ ତାକ୍ ଉତୁର୍ ଦିଲା, “ପବିତ୍ର ଆତ୍ମା ତର୍ ଉହ୍ରେ ଉତ୍ରେଦ୍ ଆର୍ ସଃବ୍କେ ଉଟ୍ୟା ଇସ୍ୱର୍ ସଃକ୍ତି ତକେ ଦଃରେଦ୍, ଆର୍ ସେତାର୍ଗିନେ ଜୁୟ୍ ହିଲା ଜଃଲମ୍ ଅୟ୍ଦ୍, ସେ ପବିତ୍ର ଆର୍ ସେ ମାପ୍ରୁର୍ ହୟ୍ସି ବଃଲାୟ୍ ଅୟ୍ଦ୍ ।
36
ଆରେକ୍ ଦଃକ୍, ତର୍ ନିଜାର୍ ଲକ୍ ଏଲିସାବେତ୍ ହେଁ ବୁଡି ବଃଇଁସେ ଗଟେକ୍ ହିଲାକ୍ ହେଟେ ଦଃରିଆଚେ । ଜେ ବାଞ୍ଜି ବଃଲି ଡାକେ ହୁଟିରିଲି, ତାକ୍ ଅଃବେ ଆଙ୍ଗେ ଅୟ୍କଃରି ଚଅ ମାସ୍ ଅୟ୍ଲିନି ।
37
କାୟ୍ତାକ୍ବଃଲେକ୍ ଇସ୍ୱରାର୍ କୟ୍ଲା ଟଣ୍ଡାର୍ କଃତା କଃବେ ହେଁ ନଃହିଟେ ।”
38
ଆର୍ ମରିୟମ୍ କୟ୍ଲି, “ଦଃକ୍, ମୁଁୟ୍ ତ ମାପ୍ରୁର୍ ଗଟେକ୍ ଗତିଦଃଙ୍ଗ୍ଳି; ତୁୟ୍ କୟ୍ଲା କଃତା ହର୍ ମର୍ ଜିବନେ ଗଃଟ ।” ତାର୍ହଃଚେ ଦୁତ୍ ତାର୍ ଚଃମେହୁଣି ବାରାୟ୍ ଗଃଲା ।
39
ସଃଡେବଃଳ୍ ମରିୟମ୍ ଉଟିକଃରି ଡଙ୍ଗୁର୍ ହଲି ତଃୟ୍ ରିଲା ଜିଉଦା ରାଜିର୍ ଗଟେକ୍ ଗଃଳେ ସେଦାହ୍ରେ ଗଃଲି ।
40
ଆରେକ୍ ଜିକରିଅର୍ ଗଃର୍ ବିତ୍ରେ ହୁରି ଏଲିସାବେତ୍କେ ଜୁଆର୍ କଃଲି ।
41
ଆର୍ ଏଲିସାବେତ୍ ମରିୟମାର୍ ଜୁଆର୍ ସୁଣ୍ଲା ଦାହ୍ରେ ଏଲିସାବେତାର୍ ହେଟେ ରିଲା ହିଲା ନାଚୁକ୍ ଦଃର୍ଲା, ଆର୍ ଏଲିସାବେତ୍ ପବିତ୍ର ଆତ୍ମାୟ୍ ହୁର୍ନ୍ ଅୟ୍,
42
ଜଃବର୍ ଟଣ୍ଡ୍ ଅୟ୍ କୟ୍ଲି, “ସଃବୁ ମାୟ୍ଜିମଃନାର୍ ବିତ୍ରେ ତର୍ ବାୟ୍ଗ୍, ଆର୍ ବାୟ୍ଗ୍ ତର୍ ଗଃର୍ବାର୍ ହଃଳ୍ ।
43
ଆର୍ ମର୍ ମାପ୍ରୁର୍ ଆୟ୍ସି ମକ୍ ଦଃକୁକ୍ ଆସେଦ୍, ମର୍ ଅଃଡେକ୍ ନିକ ବାୟ୍ଗ୍ କୁୟ୍ତି ହୁଣି ଅୟ୍ଲି ।
44
କାୟ୍ତାକ୍ବଃଲେକ୍ ଦଃକ୍, ତର୍ କଃତା ସୁଣ୍ଲା ଦାହ୍ରେ ମର୍ ହେଟେ ରିଲା ହିଲା ନାଚି ଉଟ୍ଲା ।
45
ଜେ ବିସ୍ୱାସ୍ କଃଲି, ତାର୍ ବାୟ୍ଗ୍, କାୟ୍ତାକ୍ବଃଲେକ୍ ମାପ୍ରୁର୍ ତଃୟ୍ହୁଣି ତାକ୍ ଜୁୟ୍ ଜୁୟ୍ରି କଃଉଆ ଅୟ୍ଆଚେ, ସେ ସଃବୁ କଃତା ହୁରୁଣ୍ ଅୟ୍ଦ୍ ।”
46
ଆର୍ ମରିୟମ୍ କୟ୍ଲି, “ମର୍ ହଃରାଣ୍ ମାପ୍ରୁର୍ ଦନ୍ୟବାଦ୍ କଃରୁଲି;
47
ଆରେକ୍ ମର୍ ଆତ୍ମା ମର୍ ମୁକ୍ଳାଉତା ଇସ୍ୱର୍ ମାପ୍ରୁର୍ ଲଃଗେ ଅଃନାୟ୍ ସଃର୍ଦା କଃରୁଲି,
48
କାୟ୍ତାକ୍ବଃଲେକ୍ ମାପ୍ରୁ ଅଃହ୍ଣାର୍ ଗତିଦଃଙ୍ଗ୍ଳିର୍ ଗଃରିବ୍ଅଃବୁସ୍ତା ଦଃକିଆଚେ, ଆର୍ ଦଃକ୍, ଅଃବେହୁଣି ଜୁଗ୍ ଜୁଗ୍ ହଃତେକ୍ ସଃବୁ ଲକ୍ମଃନ୍ ମର୍ ବାୟ୍ଗ୍ ବଃଲି କଃଉତି ।
49
କାୟ୍ତାକ୍ବଃଲେକ୍ ଅଃନାୟ୍ ବଃଡ୍ ସଃକାତିଆ ମାପ୍ରୁ, ସେ ମର୍ ଗିନେ ଅଃନାୟ୍ ବଃଡ୍ କାମ୍ କଃରି ଆଚେ । ତାର୍ ନାଉଁ ପବିତ୍ର;
50
ଆର୍ ତାକ୍ ମାନ୍ତି କଃର୍ତା ଲକ୍ମଃନାର୍ ଗିନେ ତାର୍ ଦଃୟା ଜୁଗେ ଜୁଗେ ରଃୟ୍ଦ୍ ।
51
ସେ ଅଃହ୍ଣାର୍ ଡେଣାର୍ ବଃଳ୍ସଃକାତ୍ ଦଃକାୟ୍ଆଚେ, ଆର୍ ଆକାରିମଃନ୍କେ ସେମଃନାର୍ ମଃନ୍ ବିତ୍ରାର୍ ବାବ୍ନାକେ ଜଃତ୍କଃତ୍ କଃରିଆଚେ ।
52
ସେ ବଃଳ୍ସଃକାତ୍ ରିଲା ରଃଜାମଃନ୍କେ ସିଙ୍ଗାସଣ୍ ତଃୟ୍ହୁଣି ଉତ୍ରାୟ୍ ଆଚେ, ଆର୍ ଇନସ୍ତା ଲକ୍ମଃନ୍କେ ବଃଡ୍ କଃରିଆଚେ ।
53
ସେ ବୁକେ ରିଲା ଲକ୍କେ ନିକ ନିକ କାଦି ହେଟ୍ ହୁର୍ନେ କାଳାୟ୍ ଆଚେ; ଆର୍ ମାଜନ୍ ଲକ୍ମଃନ୍କେ ଚୁଚା ଆତେ ହଃଟାୟ୍ଲା ଆଚେ ।
54
ଅଃମାର୍ ହୁର୍ବାର୍ ଦାଦିବାବୁମଃନାର୍ ସଃଙ୍ଗ୍ କଃରିରିଲା ସଃୟ୍ତ୍ ହୁରୁଣ୍ କଃରି ତାର୍ ଦଃଙ୍ଗ୍ଳା ଇସ୍ରାଏଲ୍କେ ଉହ୍କାର୍ କଃରୁକେ ଆସିଆଚେ; ଆର୍ ଅଃହ୍ଣାର୍ ଆର୍ ଦଃର୍ମି ଅବ୍ରାହାମ୍ ଆର୍ ତାର୍ ହୟ୍ସି ମଃନାର୍ ଗିନେ,
55
ସେ ଜୁଗେଜୁଗେ ଅବ୍ରାହାମ୍ ଆର୍ ତାର୍ ସଃବୁ ବଂସାର୍ ଲକ୍ମଃନ୍କେ ଦଃୟା କଃରୁକେ ହାସ୍ରି ନଃକେରେ ।”
56
ଆର୍ ମରିୟମ୍ ହାକାହାକି ତିନି ମାସ୍ ହଃତେକ୍ ଏଲିସାବେତ୍ ସଃଙ୍ଗ୍ ରିଲି ଆର୍ ଅଃହ୍ଣାର୍ ଗଃରେ ବାଉଳି ଗଃଲି ।
57
ତାର୍ହଃଚେ ଏଲିସାବେତ୍ ହିଲା ଜଃଲମ୍ କଃର୍ତା ବେଳା ଆୟ୍ଲାକ୍, ସେ ଗଟେକ୍ ହିଲା ଜଃଲମ୍ କଃଲି ।
58
ଆର୍ ମାପ୍ରୁ ତାର୍ ସଃଙ୍ଗ୍ କଃତେକ୍ ବଃଡ୍ ଦଃର୍ମ୍ କଃରିଆଚେ, ଇ କଃତା ସୁଣି ତାର୍ ହାକି ହଃଳ୍ସା ଲକ୍ ଆର୍ ତାର୍ ନିଜାର୍ ଲକ୍ମଃନ୍ ସଃର୍ଦା କଃରୁକେ ଦଃର୍ଲାୟ୍ ।
59
ଜଃଡେବଃଳ୍ ହିଲା ଜଃଲମ୍ ଅୟ୍କଃରି ଆଟ୍ଦିନ୍ ଅୟ୍ଲି, ତାକାର୍ ରିତିବିଦି ହଃର୍କାରେ ସେ ହିଲାକ୍ ସୁନତ୍ କଃରୁକେ ନିଲାୟ୍, ଆର୍ ତାର୍ ଉବାସିର୍ ନାଉଁ ହଃର୍କାରେ ତାର୍ ନାଉଁ ଜିକରିଅ ବଃଲି ସଃଙ୍ଗାଉଁକ୍ ମଃନ୍ କଃଲାୟ୍ ।
60
ମଃତର୍ ତାର୍ ଆୟ୍ସି ଉତୁର୍ ଦିଲି, “ନାୟ୍, ତାର୍ ନାଉଁ ଜହନ୍ ଅୟ୍ଦ୍ ।”
61
ସେମଃନ୍ ତାକ୍ କୟ୍ଲାୟ୍, “ତୁମାର୍ ନିଜାର୍ ବଃଉଁସାର୍ ଲକ୍ମଃନାର୍ ବିତ୍ରେ ଇବାନ୍ୟା ନାଉଁ ତ କାର୍ ହେଁ ନାୟ୍ ।”
62
ତାର୍ହଃଚେ କାୟ୍ ନାଉଁ ଦିଆଅୟ୍ଦ୍ ବଃଲି ତାର୍ ଉବାସି ମଃନ୍କଃରୁଲା, ସେରି ସେମଃନ୍ ତାର୍ ଉବାସିକ୍ ଆତ୍ସଃଗ୍ୟା କଃରି ହଃଚାରୁକ୍ ଦଃର୍ଲାୟ୍ ।
63
ସେତାର୍ ଗିନେ ଜିକରିଅ ଗଟେକ୍ ଲେକଃତା ହାଟା ମାଗ୍ଲା, ଆର୍ “ତାର୍ ନାଉଁ ଜହନ୍,” ବଃଲି ଲେକ୍ଲା । ଇତାର୍ ଗିନେ ସଃବୁଲକ୍ କାବା ଅୟ୍ଲାୟ୍ ।
64
ଆର୍ ସେଦାହ୍ରେ ତାର୍ ଟଣ୍ଡ୍ ହୁଟ୍ଲି ଆର୍ ଜିବ୍ ଇଟ୍ଲି ଲାଗି ଆରେକ୍ ଗଟ୍ତର୍ କଃତା ଅଃଉଁକେ ଦଃର୍ଲା ଆର୍ ଇସ୍ୱରାର୍ ଗୁଣ୍ କଃଉଁକେ ଦଃର୍ଲା ।
65
ତାର୍ ହାକିହଃଳ୍ସାର୍ ସଃବୁ ଲକ୍ମଃନ୍ ଡିରି ଗଃଲାୟ୍, ଆର୍ ଇସଃବୁ କଃତା ଜିଉଦା ଦେସାର୍ ଡଙ୍ଗୁର୍ ହଲିର୍ ସଃବୁ ଗଃଳେ ଆର୍ ଗାଉଁଏମଃନ୍ ଲକ୍ମଃନ୍ କଃଉଆକଇ ଅୟ୍ଲାୟ୍ ।
66
ଆରେକ୍ ସୁଣ୍ଲା ସଃବୁ ଲକ୍ମଃନ୍ ସେସଃବୁ ନିଜାର୍ ନିଜାର୍ ମଃନ୍ ବିତ୍ରେ ଦଃରି କୟ୍ଲାୟ୍, “ଇ ହିଲା ତଃବେ କାୟ୍ରି ଅୟ୍ଦ୍?” କାୟ୍ତାକ୍ବଃଲେକ୍ ମାପ୍ରୁର୍ ଆତ୍ ତାର୍ ଉହ୍ରେ ଆଚେ ।
67
ଆର୍ ଜହନାର୍ ଉବାସି ଜିକରିଅ ପବିତ୍ର ଆତ୍ମାୟ୍ ହୁର୍ନ୍ ଅୟ୍ ଇ ବାବ୍ବାଣି କୟ୍ଲା-
68
“ଦନ୍ୟ ମାପ୍ରୁ, ଇସ୍ରାଏଲାର୍ ଇସ୍ୱର୍, କାୟ୍ତାକ୍ବଃଲେକ୍ ସେ ତାକାର୍ ଲକ୍ମଃନ୍କେ ଦଃୟା କଃରି ମୁକ୍ତିଦେଉଁକେ ଆସିଆଚେ ।
69
ସେ ଅଃମିମଃନାର୍ ମୁକ୍ତିକାରି ସେ ନିଜାର୍ ଦଃଙ୍ଗ୍ଳା ଦାଉଦ୍ ବଃଉଁସାର୍, ଗଟେକ୍ ବପୁକାରି ମୁକ୍ଳାଉତା ଲକ୍କେ ଅଃମିମଃନ୍କ୍ ଦିଲା ଆଚେ ।
70
ଆଗେହୁର୍ବେ ହୁଣି ମାପ୍ରୁ ତାର୍ ପବିତ୍ର ବାବ୍ବାଦିମଃନାର୍ ଟଣ୍ଡେ ଜାୟ୍ ବଃଲି କୟ୍ ରିଲା ।
71
ସେବାନ୍ୟା ଅଃମାର୍ ସଃତ୍ରୁମଃନାର୍ ତଃୟ୍ହୁଣି ଆର୍ ଅଃମିକ୍ ଇନସ୍ତା କଃର୍ତା ସଃବୁଲକାର୍ ଆତେ ହୁଣି ଅଃମିକ୍ ମୁକ୍ତି କଃରିଆଚେ ଆଚେ ।
72
ଜଃନ୍କଃରି ସେ ଅଃମାର୍ ହୁର୍ବାର୍ ନିର୍ମୁଳ୍ ଦାଦିବାବୁମଃନ୍କେ ଦଃୟା ଦଃକାୟ୍ଦ୍, ଆର୍ ସେମଃନାର୍ ପବିତ୍ର ବିଦି ଏତାଉଁକେ,
73
ଆର୍ ଅଃମାର୍ ଉବା ଅବ୍ରାହାମାର୍ ଲଃଗେ ଜୁୟ୍ ହଃର୍ମାଣ୍ କଃରି ରିଲା, ଅଃହ୍ଣାର୍ ସେ ପବିତ୍ର ବିଦି ଏତାୟ୍ଦ୍,
74
ଆରେକ୍ ଜଃନ୍କଃରି ଅଃମି ସଃତ୍ରୁମଃନାର୍ ଆତେ ହୁଣି ଅଃମିକ୍ ରଃକ୍ୟା ହାୟ୍, ନଃଡିର୍ତେ ଜୁଗ୍ଜୁଗ୍ ହଃତେକ୍ ତାର୍ ସେବା କଃରୁନ୍ଦ୍,
75
ଜିବନ୍ କାଳେ ଅଃମିମଃନ୍ ପବିତ୍ର ଆର୍ ଦଃର୍ମେ ଜିବନ୍ କାଟୁଆଁ ଇରି ଇସ୍ୱରାର୍ ଇଚା ।”
76
“ଆର୍ ଏ ମର୍ ହିଲା, ତୁୟ୍ ସଃବ୍କେ ଉଟ୍ୟା ଇସ୍ୱରାର୍ ଗଟେକ୍ ବାବ୍ବାଦି ବଃଲି ଡାକେ ହୁଟ୍ସି, ତୁୟ୍ ମାପ୍ରୁର୍ ଗଟେକ୍ ଆଗ୍ତୁର୍ କବୁର୍କାରିଆ ହର୍, ତାର୍ ଗିନେ ତାର୍ ବାଟ ତିଆର୍ କଃର୍ସି ।
77
କାୟ୍ତାକ୍ବଃଲେକ୍ ଅଃନ୍ଦାରେ ଆର୍ ମଃରୁକ୍ ବଃସିରିଲା ଲକ୍କେ ହାହେ ହୁଣି ମୁକ୍ତି ଦେଉଁକେ,
78
ଆରେକ୍ ଅଃମାର୍ ଇସ୍ୱର୍ ମାପ୍ରୁ ଦଃୟାକାରି ଆର୍ କଃଉଁଣା ମଃନାର୍, ସେ ଅଃମାର୍ ଗିନେ ମୁକୁଳ୍ତା ସଃକ୍ତି ଉଦାୟ୍ଦ୍ ।
79
ସେ ଲାଡାର୍ ଦଃୟା ଗିନେ ଇସ୍ୱରାର୍ ଲକ୍ମଃନ୍କେ ସେମଃନାର୍ ହାହ୍ କେମା ସଃଙ୍ଗ୍ ମୁକୁଳ୍ତା ସୁସ୍ତାର୍ ଗିଆନ୍ ଦେଉଁକେ, ତୁୟ୍ ତାକାର୍ ବାଟ ତିଆର୍ କଃରୁକେ ତାକାର୍ ଆଗେ ଇଣ୍ଡ୍ସି ।”
80
ଆରେକ୍ ସେ ହିଲା ଗଃଗାଳ୍ ଆର୍ ପବିତ୍ର ଆତ୍ମାୟ୍ ବାଡୁକେ ଦଃର୍ଲା, ଆର୍ ସେ ଇସ୍ରାଏଲ୍ ମଃନାର୍ ଲଃଗେ ଦଃକାୟ୍ ନଃଉତା ହଃତେକ୍ ଲକ୍ବାକ୍ ନୟ୍ଲା ସୁକ୍ଲା ବଃଟାୟ୍ ରେତିରିଲା ।
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 2 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
Recommended Reading
Commentary
Luke Commentaries
→
Devotional
Luke Devotional Guide
→
Get This Bible
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍) Study Bible
→