bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Bodo
/
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
/
Matthew 5
Matthew 5
Bodo NTBPL20 (ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍)
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 6 →
1
ଜିସୁ ଲକ୍ମଃନ୍କେ ଦଃକି ଗଟେକ୍ ଡଙ୍ଗୁର୍ ଉହ୍ରେ ଗଃଲା, ଆର୍ ସେତି ବଃସ୍ଲା; ତାର୍ହଃଚେ ଜିସୁର୍ ଚେଲାମଃନ୍ ତାର୍ ଲଃଗେ ଆୟ୍ଲାୟ୍ ।
2
ସେତାକ୍ ଜିସୁ ସେମଃନ୍କେ ସିକ୍ୟା ଦେଉଁକେ ଦଃର୍ଲା ।
3
“ଜୁୟ୍ ଲକ୍ମଃନ୍ ଇସ୍ୱରାର୍ ଆତ୍ମା ଉହ୍ରେ ବଃର୍ସା କଃର୍ତି, ସେମଃନାର୍ ବାୟ୍ଗ୍; କାୟ୍ତାକ୍ବଃଲେକ୍ ସଃର୍ଗ୍ ରାଇଜ୍ ସେମଃନ୍କାର!
4
କାନ୍ଦ୍ତା ଲକ୍ମଃନାର୍ ବାୟ୍ଗ୍; ସେମଃନ୍ ଦୁକ୍ ବଃଳ୍ ସାସ୍ ହାଉଁ ହାର୍ତି!
5
ମାୟଃନ୍କାରି ଲକ୍ମଃନାର୍ ବାୟ୍ଗ୍; କାୟ୍ତାକ୍ବଃଲେକ୍ ଇସ୍ୱର୍ ବୁୟ୍ଁ ଦେଉଁକେ ସଃୟ୍ତ୍ କଃରି ଆଚେ, ସେରି ସେମଃନ୍ ହାଉତି!
6
ଇସ୍ୱରାର୍ ଇଚା ଦଃର୍ମ୍କାମ୍ କଃରୁକେ ଜୁୟ୍ ଲକ୍ମଃନାର୍ ମଃନ୍, ସେମଃନାର୍ ବାୟ୍ଗ୍; କାୟ୍ତାକ୍ବଃଲେକ୍ ଇସ୍ୱର୍ ସେମଃନାର୍ ମଃନ୍ ସଃର୍ଦା କଃରାୟ୍ଦ୍!
7
ବିନ୍ ଲକ୍କେ ଦଃୟା ଦଃକାଉତା ଲକ୍ମଃନାର୍ ବାୟ୍ଗ୍; କାୟ୍ତାକ୍ବଃଲେକ୍ ସେମଃନ୍ ଦଃୟା ହାଉତି!
8
ମଃନ୍ବିତ୍ରେ ଜେ ନିର୍ମୁଳ୍ ସେମଃନ୍ ବାୟ୍ଗ୍; କାୟ୍ତାକ୍ବଃଲେକ୍ ସେମଃନ୍ ଇସ୍ୱର୍କେ ଦଃକ୍ତି!
9
ସୁସ୍ତାକାରି ଲକ୍ମଃନାର୍ ବାୟ୍ଗ୍; କାୟ୍ତାକ୍ବଃଲେକ୍ ସେମଃନ୍ ଇସ୍ୱରାର୍ ହୟ୍ସି ବଃଲି ଡାକେ ହୁଟ୍ତି!
10
ଇସ୍ୱରାର୍ ଇଚାୟ୍ ଦଃର୍ମ୍କାମ୍ କଃରି ତାଡ୍ନା ହାଉତା ଲକ୍ମଃନାର୍ ବାୟ୍ଗ୍; କାୟ୍ତାକ୍ବଃଲେକ୍ ସଃର୍ଗ୍ ରାଇଜ୍ ସେମଃନାର୍ ।”
11
“ଲକ୍ମଃନ୍ ଜଃଡେବଃଳ୍ ତୁମିମଃନ୍କେ ମର୍ ଗିନେ ଲିନ୍ଦା ଆର୍ ତାଡ୍ନା କଃର୍ତି, ଆରେକ୍ ମିଚେ ତୁମାର୍ ବିରଦେ ସଃବୁ ରଃକମାର୍ କଃରାବ୍ କଃତା କଃଉତି, ତଃବେ ତୁମିମଃନାର୍ ବାୟ୍ଗ୍ ।
12
ତୁମିମଃନ୍ ଅଃନାୟ୍ ସଃର୍ଦା କଃରା, କାୟ୍ତାକ୍ବଃଲେକ୍ ସଃର୍ଗ୍ ହୁରେ ତୁମାର୍ ଗିନେ ଗାଦେକ୍ ପୁରିସ୍କାର୍ ଆଚେ; ସେବାନ୍ୟା ତ ତୁମାର୍ ହୁର୍ବାର୍ ବାବ୍ବାଦିମଃନ୍କେ ତାଡ୍ନା କଃରି ରିଲାୟ୍ ।”
13
“ତୁମିମଃନ୍ ହୁର୍ତିବିର୍ ଲକ୍ମଃନାର୍ ଗିନେ ନଣ୍ ହର୍, ମଃତର୍ ନଣ୍ ଜଦି ତାର୍ ସୁଆଦ୍ ଆରାୟ୍ଦ୍, ତଃବେ ସେରି କଃନ୍କଃରି ହେଁ ନଣାର୍ ଗୁଣ୍ କଃରି ହାରି ନୟ୍ । ସେରି ଆର୍ କୁୟ୍ କାମେ ହେଁ ନଃଲାଗେ, ସେରି ହଃଦାୟ୍ ହଃବ୍ଳାୟ୍କଃରି ଲକ୍ମଃନ୍ ତାକ୍ ମାଡ୍ତା ଜୟ୍ଗ୍ ।”
14
“ତୁମିମଃନ୍ ଜଃଗତାର୍ ଉଜାଳ୍ ହର୍ । ଡଙ୍ଗୁର୍ ଉହ୍ରେ ତିଆର୍ ଅୟ୍ଲା ଗଃଳ୍ ଲୁକି ରେଉଁ ନାହାରେ ।
15
ଆର୍ ଲକ୍ମଃନ୍ କୁପି ଲାଗାୟ୍ ମାଣ୍ ତଃଳେ ନଃସେଙ୍ଗାଉତି, ମଃତର୍ ଦିହ୍ରୁକା ଉହ୍ରେ ସଃଙ୍ଗାଉତି, ସେତାକ୍ ସେରି ଗଃରେ ରିଲା ସଃବୁ ଲକ୍କେ ଉଜାଳ୍ ଦଃୟ୍ଦ୍ ।
16
ସେନ୍କାର୍ ତୁମିମଃନାର୍ ଉଜାଳ୍ ଲକ୍ମଃନାର୍ ଆଗେ ଡିସ, ଜଃନ୍କଃରି ସେମଃନ୍ ତୁମିମଃନାର୍ ସଃତ୍କାମ୍ ଦଃକି ତୁମିମଃନାର୍ ସଃର୍ଗ୍ ଉହ୍ରେ ରିଲା ଉବାଦିର୍ ଜଃଜ୍ମାନ୍ କଃର୍ତି ।”
17
“ମୁଁୟ୍ ଜେ ମସାର୍ ବିଦି କି ବାବ୍ବାଦିମଃନାର୍ ଦଃର୍ମ୍ ସାସ୍ତର୍ ନଃସ୍ଟ୍ କଃରୁକେ ଆସିଆଚି ବଃଲି ବାବା ନାୟ୍; ନଃସ୍ଟ୍ କଃରୁକେ ନଃଆସି ମଃତର୍ ହୁରୁଣ୍ କଃରୁକେ ଆସିଆଚି ।
18
କାୟ୍ତାକ୍ବଃଲେକ୍ ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ସଃର୍ଗ୍ ଆର୍ ହୁର୍ତିବି ରେତା ହଃତେକ୍, ମସାର୍ ବିଦିର୍ ଗଟେକ୍ ମଃତ୍ରା କି ଗଟେକ୍ ଟପା ନଃସ୍ଟ୍ ନୟ୍, ସଃବୁ କଃତା ହୁର୍ନ୍ ନଃଉତା ହଃତେକ୍ ଇରି ନଃଗେଟେ ।
19
ବଃଲେକ୍ ଜୁୟ୍ ଲକ୍ ଇ ସଃବୁ ସାନ୍ ସାନ୍ ଆଦେସ୍ମଃନାର୍ ବିତ୍ରେ କୁୟ୍ ଗଟେକ୍ ଆଦେସ୍ ନଃମାନେ ଆର୍ ଲକ୍ମଃନ୍କେ ହେଁ ସେବାନ୍ୟା ସିକ୍ୟା ଦଃୟଃଦ୍, ସେ ସଃର୍ଗ୍ ରାଇଜେ ସାନ୍ ବଃଲାୟ୍ ଅୟ୍ଦ୍; ମଃତର୍ ଜୁୟ୍ ଲକ୍ ସେ ସଃବୁ ମାନେଦ୍ ଆର୍ ସିକ୍ୟା ଦଃୟଃଦ୍, ସେ ସଃର୍ଗ୍ ରାଇଜ୍ ତଃୟ୍ଁ ବଃଡ୍ ବଃଲାୟ୍ ଅୟ୍ଦ୍ ।
20
କାୟ୍ତାକ୍ବଃଲେକ୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ଜଃବେ ହଃତେକ୍ ତୁମିମଃନାର୍ କାମ୍ ଇସ୍ୱରାର୍ ଇଚା ହଃର୍କାରେ ଆର୍ ଦଃର୍ମ୍ ଗୁରୁ ଆର୍ ପାରୁସି ମଃନାର୍ ତଃୟ୍ହୁଣି ଅଃଦିକ୍ ବିସ୍ୱାସ୍ ଅୟ୍ନଃରିଲେକ୍, ତଃବେ ତୁମିମଃନ୍ ସଃର୍ଗ୍ ରାଇଜେ ଜଃଉଁ ନଃହାରାସ୍ ।”
21
“ତୁମିମଃନ୍ ସୁଣି ଆଚାସ୍ ଜେ, ହୁର୍ବ୍ କାଳେ ଲକ୍ମଃନ୍କେ କଃଉଆ ଅୟ୍ଆଚେ, ‘ନଃର୍ ମାରା ନାୟ୍, ଆର୍ ଜୁୟ୍ଲକ୍ ନଃର୍ ମାରେଦ୍, ସେ ବିଚାର୍ କଃର୍ତା ଟାଣେ ଡଃଣ୍ଡ୍ ହାୟ୍ଦ୍ ।’
22
ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ଜୁୟ୍ ଲକ୍ ଅଃହ୍ଣାର୍ ବାୟ୍ ଉହ୍ରେ ରିସା ଅୟ୍ଦ୍, ସେ ବିଚାର୍ କଃର୍ତା ଟାଣେ ଡଃଣ୍ଡ୍ ହାୟ୍ଦ୍ । ଆରେକ୍ ଜୁୟ୍ଲକ୍ ଅଃହ୍ଣାର୍ ବାୟ୍କ୍ ନିର୍ବୁଦିଆ ବଃଲି କୟ୍ଦ୍, ସେ ବେରାଣେ ଡଃଣ୍ଡ୍ ହାୟ୍ଦ୍; ଆର୍ ଜୁୟ୍ଲକ୍ ଲଳାକ୍ ନୟ୍ଲାର୍ ବଃଲି କୟ୍ଦ୍, ସେ ଜୟ୍ ଲାଗ୍ତା ନଃର୍କେ ଡଃଣ୍ଡ୍ ହାୟ୍ଦ୍,
23
ଇତାକ୍, ଇସ୍ୱରାର୍ ଗିନେ ବେଦି ଲଃଗେ ତୁମି ତୁମାର୍ ଦାନ୍ ଆଣ୍ତି ରିଲା ବଃଳ୍ ତୁମାର୍ ବିରଦେ ତୁମାର୍ ବାୟ୍ଦିର୍ କାୟ୍ କଃତା ଆଚେ ବଃଲି ସେତି ତୁମିକେ ଏତୁହଃଳେଦ୍,
24
ତଃବେ ସେତିର୍ ବେଦି ତଃଳେ ତୁମାର୍ ଦାନ୍ ସଃଙ୍ଗାୟ୍ ବାଉଳି ଜାହା, ଆଗ୍ତୁ ନିଜାର୍ ବାୟ୍ ସଃଙ୍ଗ୍ ମିସା, ଆର୍ ତାର୍ହଃଚେ ତୁମାର୍ ଦାନ୍ ବେଦି ଉହ୍ରେ ଆଣି ଦିଆସ୍ ।”
25
“ତୁମାର୍ ବିରଦି ସଃଙ୍ଗ୍ ବାଟେ ରିଲାବଃଳ୍ ବେଗି ତାର୍ ସଃଙ୍ଗ୍ ମିସାବିଳା ବାବ୍ ଦଃକାଉଆ, ନୟ୍ଲେକ୍ ବିରଦି ତୁମିକେ ବିଚାର୍ କଃର୍ତା ଲକାର୍ ଆତେ ସଃହ୍ରି ଦଃୟଃଦ୍, ଆରେକ୍ ବିଚାର୍କଃରୁ ତୁମିକେ ଜାଗୁଆଳି ଆତେ ସଃହ୍ରି ଦଃୟ୍ଦ୍, ଆର୍ ତୁମି ଜଃଇଲେ ହୁରାସ୍ ।
26
ମୁଁୟ୍ ତୁମିକେ ସଃତ୍ କଃଉଁଲେ, ତୁମି ସଃରା ସଃରି ଗଟେକ୍ କାସୁ ହେଁ ନଃସୁଜ୍ତା ହଃତେକ୍ ସେ ଜଃଗାୟ୍ ହୁଣି କଃନ୍କଃରି ହେଁ ମୁକ୍ଳି ଆସୁ ନଃହାରାସ୍ ।”
27
“ତୁମିମଃନ୍ ସୁଣି ଆଚାସ୍, ଲେକାଆଚେ, ‘ଦାରିକାମ୍ କଃରା ନାୟ୍ ।’
28
ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ଜୁୟ୍ଲକ୍ ଜୁୟ୍ ମାୟ୍ଜିକେ କଃରାବ୍ ଆକାୟ୍ ଦଃକେଦ୍, ସେ ତାର୍ ସଃଙ୍ଗ୍ ମଃନ୍ ବିତ୍ରେ ଦାରିକାମ୍ କଃରି ସଃର୍ଲାନି ।
29
ଆର୍ ତୁମିକେ ଜଃଡେବଃଳ୍ କାତା ଆକି ହାହ୍ କଃରାୟ୍ଦ୍, ତଃବେ ସେରି କାଡି ହଃବ୍ଳାଉଆ, କାୟ୍ତାକ୍ବଃଲେକ୍ ତୁମାର୍ ସଃବୁ ଗଃଗାଳ୍ ନଃର୍କେ ନଃସ୍ଟ୍ ଅଃଉତା ବାଟା ଗଟେକ୍ ଆକି ନଃସ୍ଟ୍ ଅଃଉତାର୍ ତୁମାର୍ ଗିନେ ନିକ ।
30
ଆରେକ୍ ତୁମିକେ ଜଃଡେବଃଳ୍ କାତା ଆତ୍ ହାହ୍ କାମ୍ କଃରାୟ୍ଦ୍, ତଃବେ ସେରି କାଟି ହଃବ୍ଳାଉଆ, କାୟ୍ତାକ୍ବଃଲେକ୍ ତୁମାର୍ ସଃବୁ ଗଃଗାଳ୍ ନଃର୍କେ ହଃଳ୍ତା ବାଟା ଗଟେକ୍ ଆତ୍ ନଃସ୍ଟ୍ ଅଃଉତାର୍ ତୁମାର୍ ଗିନେ ନିକ ।”
31
“ଆରେକ୍ ଲେକା ଆଚେ, ‘ଜୁୟ୍ଲକ୍ ଅଃହ୍ଣାର୍ ମାୟ୍ଜିକେ ଚାଡେଦ୍, ସେ ତାକ୍ ଚାଡ୍ହଃତାର୍ ଲେକି ଦେଉଅ ।’
32
ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ଜୁୟ୍ଲକ୍ ଅଃହ୍ଣାର୍ ମାୟ୍ଜିକେ ଦାରିକାମାର୍ ଦଃସ୍ ଚାଡି ବିନ୍ କାମାର୍ ଗିନେ ଚାଡେଦ୍, ତଃବେ ସେ ତାକ୍ ଦାରିଆଣି କଃରାୟ୍ଦ୍, ଆର୍ ଜୁୟ୍ ଲକ୍ ସେ ଚାଡ୍ଲା ମାୟ୍ଜିକେ ସଃଙ୍ଗାୟ୍ଦ୍, ସେ ହେଁ ଦାରିକାମ୍ କଃରେଦ୍ ।”
33
“ଆରେକ୍ ତୁମିମଃନ୍ ସୁଣି ଆଚାସ୍ ଜେ, ହୁର୍ବ୍ କାଳେ ଲକ୍ମଃନ୍କେ କଃଉଆ ଜାୟ୍ରିଲି, ‘ତୁମି ମିଚ୍ ହଃର୍ମାଣ୍ କଃରାନାୟ୍, ମଃତର୍ ଅଃହ୍ଣାର୍ ହଃର୍ମାଣ୍ ସଃବୁ ମାପ୍ରୁର୍ ଗିନେ ହୁରୁଣ୍ କଃରା ।’
34
ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ସଃୟ୍ତ୍ କଃର୍ତାବଃଳ୍ କଃବେ ହେଁ ହଃର୍ମାଣ୍ କଃରା ନାୟ୍; ସଃର୍ଗାର୍ ହଃର୍ମାଣ୍ କଃରା ନାୟ୍, ବଃଲେକ୍ ସେରି ଇସ୍ୱରାର୍ ସିଙ୍ଗାସଣ୍;
35
କି ହୁର୍ତିବିର୍ ହଃର୍ମାଣ୍ କଃରା ନାୟ୍, ବଃଲେକ୍ ସେରି ଇସ୍ୱରାର୍ ହାଦ୍ ସଃଙ୍ଗାଉତା ଟାଣ୍; ଜିରୁସାଲମାର୍ ହଃର୍ମାଣ୍ କଃରା ନାୟ୍, ବଃଲେକ୍ ସେରି ମଃହାରଃଜାର୍ ଗଃଳ୍;
36
ଆରେକ୍ ଅଃହ୍ଣାର୍ ମୁଣ୍ଡାର୍ ହଃର୍ମାଣ୍ କଃରା ନାୟ୍, ବଃଲେକ୍ ସେତିର୍ ଗଟେକ୍ ବାଳ୍ ହେଁ ଦବ୍ କି କଃଳ୍ୟା କଃରୁକେ ତୁମାର୍ ସଃକ୍ତି ନାୟ୍ ।
37
ତୁମିମଃନ୍ ‘ହେଁ’ ଅଲେ ‘ହେଁ’ ବଃଲା, ‘ନାୟ୍’ ଅଲେ ‘ନାୟ୍’ ବଃଲା, ଇତିହୁଣି ଜାୟ୍ରି ଅଃଦିକ୍, ସେରି ଦୁସ୍ଟ୍ ଆତ୍ମା ତଃୟ୍ହୁଣି ଆସେଦ୍ ।”
38
“ତୁମିମଃନ୍ ସୁଣି ଆଚାସ୍, ଲେକା ଆଚେ, ‘ଆକିର୍ ବାଦୁଲେ ଆକି ଆର୍ ଦାତାର୍ ବାଦୁଲେ ଦାତ୍ ।’
39
ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, କେ ତୁମାର୍ ଦୁସ୍ଟ୍ କଃଲେକ୍ ତାର୍ ବାଦ୍ଲା ନିଆନାଁୟ୍, ମଃତର୍ ଜେ ତୁମାର୍ କାତା ଗାଲେ ଚାହୁଳ୍ ମାରେଦ୍, ତାକ୍ ଡେବ୍ରି ଗାଲ୍ ହେଁ ଦଃକାୟ୍ ଦିଆସ୍ ।
40
ଆର୍ କେ ଜଦି ତୁମାର୍ ଆଙ୍ଗି ନେଉଁକେ ମଃନ୍କଃରି ବିଚାର୍ କଃର୍ତା ଟାଣେ ନଃୟ୍ଦ୍, ତଃବେ ତାକ୍ ତୁମାର୍ ହଃଚ୍ୟା ହେଁ ଦିଆସ୍ ।
41
ଆର୍ ଜଦି ଗଟେକ୍ ସଃଇନ୍ ତାର୍ ବଜ୍ ବଳାୟ୍ କସେକ୍ ଜୁଉ ବଃଲି ବଃଳ୍ମାଡ୍ କଃଲେକ୍, ତୁମି ତାର୍ ସଃଙ୍ଗ୍ ଦୁୟ୍ କସ୍ ଜାହା ।
42
କେ ଜଦି ତୁମିକେ କାୟ୍ରି ମାଗେଦ୍, ତାକ୍ ଦିଆସ୍; ଆର୍ କେ ଜଦି ତୁମାର୍ ତଃୟ୍ହୁଣି ରିଣ୍ ନେଉଁକେ ମଃନ୍ କଃରେଦ୍, ତାକ୍ ଦିଆସ୍ ।”
43
“ତୁମିମଃନ୍ ସୁଣି ଆଚାସ୍, ଲେକା ଆଚେ, ‘ତୁମାର୍ ନିଜାର୍ ଲକ୍କେ ଲାଡ୍ କଃରା ଆର୍ ତୁମାର୍ ସଃତ୍ରୁକେ ଲାଡ୍ କଃରା ନାୟ୍ ।’
44
ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ତୁମିମଃନାର୍ ସଃତ୍ରୁମଃନ୍କେ ଲାଡ୍ କଃରା, ଆର୍ ଜୁୟ୍ ଲକ୍ମଃନ୍ ତୁମିକେ କଃସ୍ଟ୍ ଦେତି, ସେମଃନାର୍ ଗିନେ ପାର୍ତ୍ନା କଃରା,
45
ଜଃନ୍କଃରି ତୁମିମଃନ୍ ତୁମାର୍ ସଃର୍ଗାର୍ ଉବାଦିର୍ ହୟ୍ସି ଅଃଉଆସ୍; ସେ ତ ମିଚ୍ ଆର୍ ସଃତ୍ ଲକାର୍ ଉହ୍ରେ ଅଃହ୍ଣାର୍ ବେଳ୍ ଉଦାଉଁଲା, ଆରେକ୍ ଦଃର୍ମି ଆର୍ ଅଃଦଃର୍ମି ଲକ୍ମଃନାର୍ ଉହ୍ରେ ବଃର୍ସା ମାରାଉଁଲା ।
46
ଆର୍ ଜୁୟ୍ ଲକ୍ମଃନ୍ ତୁମିକେ ଲାଡ୍ କଃର୍ତି, ସେମଃନ୍କେ ହଃକା ଲାଡ୍ କଃଲେକ୍ ତୁମାର୍ କାୟ୍ ପୁରିସ୍କାର୍? ରିବ୍ନିମଃନ୍ ହେଁ ତ ସେବାନ୍ୟା କଃରୁଲାୟ୍!
47
ଆର୍ ତୁମିମଃନ୍ ଜଦି ନିଜାର୍ ନିଜାର୍ ବାୟ୍କ୍ ହଃକା ଜୁଆର୍ କଃରାସ୍, ତଃବେ ତୁମି ଅଃଦିକ୍ କାୟ୍ରି କଃରୁଲାସ୍? ଅଜିଉଦିମଃନ୍ ହେଁ ତ ସେବାନ୍ୟା କଃରୁଲାୟ୍!
48
ବଃଲେକ୍, ତୁମିମଃନାର୍ ସଃର୍ଗାର୍ ଉବାଦି ଜଃନ୍କାର୍ ସିଦ୍, ତୁମିମଃନ୍ ହେଁ ସେବାନ୍ୟା ସିଦ୍ ଅଃଉଆ ।”
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 6 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28