bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Bodo
/
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
/
2 Peter 1
2 Peter 1
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
Jump to:
Chapter 1
Chapter 2
Chapter 3
Chapter 2 →
1
ମୁଇ ଶିମୋନ୍ ପିତର୍, ଯୀଶୁ ଖ୍ରୀଷ୍ଟର୍ ଗଟେକ୍ ଦାସ୍ ଆର୍ ହ୍ଟାଇଲା ଚେଲା, ମୁଇ ସେମ୍ନ୍କାର୍ ଲ୍ଗେ ଇ ଚିଟି ଲେକୁଲେ, ଜୁଇ ଲକ୍ମ୍ନ୍ କି ଅମାର୍ ବ୍ଡ୍ ମୁଲ୍ଯର୍ ବିଶ୍ବାସ୍କେ ସ୍ମାନ୍ ବାବେ ହାଇ ଆତ୍ତି, ଜୁଇରି ଅମାର୍ ଇଶ୍ଵର୍ ଆର୍ ଉଦାର୍କ୍ର୍ତା ଯୀଶୁ ଖ୍ରୀଷ୍ଟ ଦ୍ବାରା ଦିଆଅଇଲି ଆଚେ, ଯେ କି ଅମୁକେ ଇଶ୍ଵରାର୍ ସ୍ଙ୍ଗ୍ ଟିକ୍ କ୍ରେଦ୍।
2
ମୁଇ ପାର୍ତେନା କ୍ରୁଲେ ଯେ ଇଶ୍ଵର୍ ତୁମୁକେ ବେସି ଦୟା ଆର୍ ଶାନ୍ତି ଦେଉଅ, ତୁମିମ୍ନ୍ ଇଶ୍ଵରାର୍ ଆର୍ ଅମାର୍ ମାପ୍ରୁ ଯୀଶୁର୍ ବିଷୟେ ତୁମାର୍ ଗ୍ଯାନ୍ସ୍ଙ୍ଗ୍ ବାଡା।
3
ମାପ୍ରୁକେ ସ୍ର୍ଦା କ୍ଲାହର୍ ଜୀବନ୍ ବିତାମ୍କେ ଜୁଇରି ସ୍ବୁ ବିଷୟ୍ ଲ୍ଡା, ସେ ସ୍ବୁ ବିଷୟ୍ ଇଶ୍ଵର୍ ତାର୍ ନିଜାର୍ ଶ୍କ୍ତି ଦ୍ବାରା ଅମୁକେ ଦିଲାଆଚେ। ଇରି ଅମ୍ହାରେ କାଇତାକ୍ ଅମି ଇଶ୍ଵର୍କେ ଜାଣୁ ଆର୍ ସେ ହ୍କା ଏକ୍ଲା ଲକ୍ ଯେ ତାର୍ ମଇମା ଆର୍ ବ୍ଲ୍ ଗୁଣାର୍ ଲାଗି ଅମୁକେ ତାର୍ ନିଜାର୍ ଲକ୍ କ୍ରି କୁଦ୍ଲା ଆଚେ।
4
ତାର୍ ମଇମା ଆର୍ ଦ୍ର୍ମାର୍ ଗିନେ ସେ ଅମୁକେ ବେଶି ବ୍ଡ୍ ଆର୍ ବେଶି ମୁଲିୟ ରିଲା ଦାନ୍ଦିଲାଆଚେ। ଖ୍ରୀଷ୍ଟକେ ବିଶ୍ବାସ୍ ନ୍କେଲା ଲକ୍ମ୍ନ୍ ଜ୍ନ୍କ୍ରି କ୍ରାପ୍ ବିଷୟ୍ କ୍ରୁକେ ମ୍ନ୍କ୍ର୍ତି, ସେନ୍କ୍ରି ମ୍ନ୍କ୍ର୍ତା ତ୍ଇହ୍ଣି ମୁକ୍ଳାମ୍କେ ସେ ଅମୁକେ ଅନ୍ କ୍ଲାଆଚେ। ଇ ସ୍ବୁ ବିଷୟ୍ ତାକାର୍ ମ୍ନ୍କେ କ୍ରାପ୍ କ୍ରେଦ୍, ମ୍ତର୍ ତୁମି ଇଶ୍ଵରାର୍ ହର୍ ଗୁଣ୍ ଅମ୍ହାରାସ୍।
5
ସେତାର୍ଗିନେ ତୁମି ଗଟେକ୍ ଖ୍ରୀଷ୍ଟର୍ ଉହ୍ରେ ବିଶ୍ବାସ୍ କ୍ର୍ତାର୍ ଟିକ୍ନାଇ, ବିନ୍ ଲକ୍ମ୍ନ୍କାର୍ ଗିନେ ଜୁଇରି ବ୍ଲ୍ ସେରି କ୍ରୁକେ ସ୍ବୁବ୍ଳ୍ ବେଶି ପରିଶ୍ରମ୍ କ୍ରୁକେ ହ୍ଳେଦ୍।
6
ଗ୍ଯାନ୍ସ୍ଙ୍ଗ୍ ସ୍ମ୍ବାଳ୍ତାର୍, ସ୍ମ୍ବାଳ୍ତା ସ୍ଙ୍ଗ୍ ନମ୍ର, ନମ୍ର ସ୍ଙ୍ଗ୍ ଇଶ୍ଵର୍କେ ଡିର୍ତାର୍,
7
ଆର୍ ତୁମିମ୍ନ୍ ଇଶ୍ଵରାର୍ ତ୍ଇହ୍କା ଜୀବନ୍ ଜାପନ୍ କ୍ରି ନ୍କେରାସ୍, ମ୍ତର୍ ତୁମି ତୁମାର୍ ବିଶ୍ୱାସିମ୍ନ୍କେ ହେଁ ବ୍ଲ୍ ହାଉତା ଦ୍ର୍କାର୍, ଜ୍ନ୍କ୍ରି ଲାଡାର୍ ବାଇ ଆର୍ ବେଣିମ୍ନ୍ ନିଜାର୍ ନିଜାର୍ ବିତ୍ରେ ତୁମାର୍ ପରିବାରାର୍ ସଦସ୍ଯ ବାବେ ରେତା ଦ୍ର୍କାର୍।
8
ଯଦି ଇସ୍ବୁ ବ୍ଲ୍ଗୁଣ୍ ତୁମାର୍ ବିତ୍ରେ ଆଚେ ଆର୍ ବାଡୁଲି, ତ୍ବେ ସେମ୍ନ୍ ଅମାର୍ ମାପ୍ରୁ ଯୀଶୁ ଖ୍ରୀଷ୍ଟର୍ ଗ୍ଯାନ୍ ତୁମୁକେ ଅଟୁଆ କ୍ରେଦ୍ ଆର୍ ହ୍ଳ୍ ହ୍ଳୁକେ ସାଇଜ କ୍ରେଦ୍।
9
ମ୍ତର୍ ଇସ୍ବୁ ଗୁଣ୍ ଜାର୍ଲ୍ଗେ ନାଇ ସେ ଗଟେକ୍ କାଣାଲକ୍, ଆର୍ ସେ ବେଶି ଦୁରିକେ ଦ୍କୁ ନ୍ହାର୍ତା ଲକାର୍ ସ୍ମାନ୍, ତାର୍ ଆଗ୍ତୁର୍ ପାପ୍ସ୍ବୁ କେମା ହାସ୍ରି ଆଚେ।
10
କାଇତାକ୍, ଏ ବାଇ ବେଣିମ୍ନ୍ ଇଶ୍ଵର୍ ତୁମୁକେ ବାଚ୍ଲା ଆଚେ, ଇତାକ୍ ଜାଣିକ୍ରି ତୁମିମ୍ନ୍ ଅଦିକ୍ ମ୍ନ୍ ଦିଆନ୍ ଦ୍ଇକ୍ରି କାମ୍କ୍ରା। ଅନ୍କ୍ରି କ୍ଲେକ୍ ତୁମିମ୍ନ୍ ତୁମାର୍ ବିଶ୍ବାସ୍କେ ନ୍ଚାଡାସ୍।
11
ଅନ୍କ୍ରି ତୁମିମ୍ନ୍ ଅମାର୍ ମାପ୍ରୁ ଆର୍ ଉଦାର୍କ୍ର୍ତା ଯୀଶୁ ଖ୍ରୀଷ୍ଟର୍ ନ୍ସେର୍ତା ରାଇଜେ ଜ୍ମ୍କେ ଅଦିକାର୍ ହାଉଆସ୍।
12
ଯଦି ତୁମିମ୍ନ୍ ଇସ୍ବୁ ବିଷୟ୍ ଜାଣିଆଚାସ୍ ଆର୍ ତୁମି ହାଇରିଲା ଯୀଶୁ ଖ୍ରୀଷ୍ଟର୍ ସ୍ତ୍ ଶିକ୍ଯାକେ ଅଟୁଆ କ୍ରି ଦ୍ରିଆଚାସ୍, ତ୍ବେ ମୁଇ ସ୍ବୁବ୍ଳ୍ ଇକ୍ତା ତୁମୁକେ ଜାଗ୍ରତ୍ କ୍ରାଇ ଦେମ୍କେ ମ୍ନ୍କ୍ରୁଲେ।
13
ଅମାର୍ମ୍ନ୍କାର୍ ମାପ୍ରୁ ଯୀଶୁ ଖ୍ରୀଷ୍ଟ ମକେ ଜ୍ନ୍କ୍ରି ଜାଣାଇ ଆଚେ, ତାର୍ ତ୍ଇହ୍ଣି ହାଇଲା ଆଦେଶ୍ ହର୍ ମୁଇ ବେଗି ମ୍ରିନ୍ଦ୍ ବ୍ଲି ଜାଣୁଲେ, ସେତାର୍ଗିନେ ମୁଇ ବାବୁଲେ ଯେ ଇରି ମର୍ଗିନେ ବ୍ଲ୍ ଯେ ମୁଇ ବଚିରିଲା ହ୍ତେକ୍ ଇସ୍ବୁ ବିଷୟ୍ ତୁମୁକ୍ମ୍ନ୍କେ ମ୍ନେ ହ୍କାଇ ଦେତି ର୍ଇନ୍।
14
ମୁଇ ଜୀବନ୍ ରେତା ହ୍ତେକ୍ ସେସ୍ବୁ ବିଷୟେ ତୁମୁକ୍ମ୍ନ୍ ମ୍ନେ ହ୍କାଇ ଦେତି ର୍ଇନ୍।
15
ମୁଇ ମ୍ଲାହ୍ଚେ ହେଁ ତୁମିମ୍ନ୍ ଇସ୍ବୁ ବିଷୟ୍ ସ୍ବୁଦିନ୍ ଜ୍ନ୍କ୍ରି ମ୍ନେ ର୍କୁ ହାରାସ୍ ସେତାର୍ଗିନେ ମୁଇ ବେଶି ଚେଷ୍ଟା କ୍ରୁଲେ।
16
ଜ୍ଡେବ୍ଳ୍ ଅମି ହ୍ଟାଇଲା ଚେଲାମ୍ନ୍ ମାପ୍ରୁ ଯୀଶୁ ଖ୍ରୀଷ୍ଟର୍ ଶ୍କ୍ତି ଆର୍ ତାର୍ ଆସ୍ତା ବିଷୟେ ତୁମୁକେ ଜାଣାଇଲୁ, ସ୍ଡେବ୍ଳ୍ ଅମି ଚ୍ଲାକି ସ୍ଙ୍ଗ୍ ତିଆର୍ କ୍ଲାକ୍ତା କ୍ଉନାଇ, ମ୍ତର୍ ଅମିମ୍ନ୍ ନିଜାର୍ ଆକି ଲ୍ଗେ ଖ୍ରୀଷ୍ଟର୍ ମଇମା ଦ୍କ୍ଲୁଆଚୁ।
17
ଉବା ଇଶ୍ଵର୍ ତାକ୍ ମାନ୍ତି ଆର୍ ମଇମା ଦେତାବ୍ଳ୍ ଅମିମ୍ନ୍ ତାର୍ସ୍ଙ୍ଗ୍ ପବିତର୍ ଡ୍ଙ୍ଗ୍ରେ ରିଲୁ। “ଏ ଅମାର୍ ଲାଡାର୍ ହଇସି ଆକାର୍ ତ୍ଇ ଅମାର୍ ବେସି ସର୍ଦା।”
18
ଅମିମ୍ନ୍ ତାର୍ସ୍ଙ୍ଗ୍ ସେ ପବିତର୍ ଡଙ୍ଗ୍ରେ ରିଲାବ୍ଳ୍ ଅମିମ୍ନ୍ ସ୍ର୍ଗେ ହ୍ଣି ଇକ୍ତା ଶୁଣିଆଚୁ।
19
ସେତାର୍ଗିନେ ବବିଶତ୍ କ୍ତା କ୍ଉତା ଲକ୍ମ୍ନ୍ କଇରିଲା ଖ୍ରୀଷ୍ଟର୍ ବିଷୟେ ବାବବାଣି ତ୍ଇ ଅମାର୍ ବିଶ୍ବାସ୍ ଅଦିକ୍ ଅଟୁଆ ଅଇଲିଆଚେ। ସେସ୍ବୁ ତୁମିମ୍ନ୍ ହେଁ ମ୍ନ୍ ଦେତା ଦ୍ର୍କାର୍, କାଇତାକ୍ ସେରି ଅନ୍ଦାରେ ଗଟେକ୍ କୁପି ହର୍। ଆର୍ ଖ୍ରୀଷ୍ଟ ତୁମାର୍ ହୁର୍ଦୟ୍କେ ଉଜାଳ୍ ହର୍ ଚ୍ମ୍କ, ଜ୍ନ୍କ୍ରି ସ୍କାଳାର୍ ତାରା ହୁର୍ତିବିକେ ଚ୍ମ୍କାଉତି।
20
ତୁମିମ୍ନ୍ ଜାଣିରିଆ ଯେ, ଦ୍ର୍ମ୍ ଶାସ୍ତରେ ଲେକା ଅଇରିଲା ବାବବାଣି ଇରି ମାନାଇ ନିଜାର୍ ଶ୍କ୍ତିଏ କଇଲା କ୍ତା ନଇ।
21
କାଇତାକ୍ କୁଇ ବାବବାଣି ହେଁ ମାନାଇର୍ ନିଜାର୍ ମ୍ନେ ତିଆର୍ କ୍ରି କଇଲା କ୍ତା ନଇ, ମ୍ତର୍ ଇଶ୍ଵରାର୍ ହ୍ଟାଇଲା ଦାସ୍ମ୍ନ୍ ପବିତର୍ ଆତ୍ମାର୍ ଶ୍କ୍ତି ସ୍ଙ୍ଗ୍ ଇଶ୍ଵରାର୍ ତ୍ଇହ୍ଣି ହାଇରିଲା କ୍ତାକେ ଜାଣାଉତି।
Jump to:
Chapter 1
Chapter 2
Chapter 3
Chapter 2 →
All chapters:
1
2
3