bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Bodo
/
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
/
Philemon 1
Philemon 1
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
Jump to:
Chapter 1
1
ମୁଇ ପାଉଲ୍, ଆର୍ ମର୍ଲ୍ଗେ ଯୀଶୁ ଖ୍ରୀଷ୍ଟର୍ ଗିନେ ଜେଇଲେ ରେତା ବିଶ୍ବାସି ବାଇ ତୀମଥି ସ୍ଙ୍ଗ୍, ମୁଇ ଇଚିଟି ଅମାର୍ ଲାଡାର୍ ସ୍ଙ୍ଗ୍ ଆର୍ ମିସିକ୍ରି କାମ୍ କ୍ର୍ତା ବାଇ ଫିଲିମନ୍କେ ଲେକୁଲେ।
2
ଆରେକ୍ ଅମାର୍ ବିଶ୍ବାସି ବେଣି ଆପ୍ପିୟାକେ ଆର୍ ବିଶ୍ବାସି ବାଇ ଆର୍ଖିପକେ, ଯେ କି ଗଟେକ୍ ସଇନିକ୍ ହର୍ ମାପ୍ରୁର୍ ସେବା କ୍ରୁଲା, ଆରେକ୍ ତୁମାର୍ ଗ୍ରେ ରୁଣ୍ତତା ମ୍ଣ୍ତଳିର୍ ସ୍ବୁ ଲକ୍କେ ହେଁ ଇରି ଲେକୁଲେ।
3
ଅମାର୍ମ୍ନ୍କାର୍ ଉବା ଇଶ୍ଵର୍, ଆର୍ ମାପ୍ରୁ ଯୀଶୁ ଖ୍ରୀଷ୍ଟର୍ ଦୟା ଆର୍ ଶାନ୍ତି ତୁମାର୍ ସ୍ବୁଲକାର୍ ଉହ୍ରେ ଅଉଅ ବ୍ଲି, ମୁଇ ଇଶ୍ଵରାର୍ ଲ୍ଗେ ପାର୍ତେନା କ୍ରୁଲେ।
4
ମୁଇ ପାର୍ତେନା କ୍ଲାବ୍ଳ୍ ତକେ ମ୍ନେ ହ୍କାଇ ତର୍ଗିନେ ସ୍ବୁବ୍ଳ୍ ପାର୍ତେନା କ୍ରି ଇଶ୍ଵର୍କେ ଦନ୍ୟବାଦ୍ ଦେମ୍ଲେ,
5
କାଇତାକ୍ ଯୀଶୁ ଖ୍ରୀଷ୍ଟର୍ ଉହ୍ରେ ତର୍ ବିଶ୍ବାସ୍, ଆର୍ ସ୍ବୁ ବିଶ୍ବାସିମ୍ନ୍କାର୍ ଗିନେ ତୁଇ କ୍ର୍ତା ଲାଡାର୍ ବିଷୟେ ମୁଇ ଶୁଣ୍ଲେ,
6
ମୁଇ ପାର୍ତେନା କ୍ରୁଲେ, କି ତୁଇ ତର୍ ବିଶ୍ବାସ୍କେ ଅଦିକ୍ କ୍ରି ଜାଣାଉ, ତ୍ବେ ତୁଇ ସେସ୍ବୁ ବ୍ଲ୍ ବିଷୟ୍କେ ବ୍ଲ୍କ୍ରି ବୁଜୁ ହାର୍ସି, ଜୁଇ ବିଷୟ୍ କି ଅମି ଖ୍ରୀଷ୍ଟ ଯୀଶୁର୍ ଲ୍ଗେହ୍ଣି ହାଇଆଚୁ।
7
କାଇତାକ୍, ଏ ମର୍ ବାଇ ତୁଇ ଦିଲା ଲାଡାର୍ ଗିନେ ମୁଇ ବେସି ସ୍ର୍ଦା ଆର୍ ସାସ୍ ହାଇଆଚି, କାଇତାକ୍ ତୁଇ ମର୍ ବାଇ, ମାପ୍ରୁର୍ ଲକ୍ମ୍ନ୍କାର୍ ହୁର୍ଦୟ୍କେ ସୁଦ୍ କ୍ରି ଆଚ୍ସି।
8
ତ୍ବେ ମୁଇ ଜୁଇରି ତକେ କ୍ମ୍ଲେ ସେରି ତୁଇ ଜ୍ନ୍କ୍ରି ହେଁ କ୍ର୍। ମୁଇ ତକେ ଆଦେଶ୍ ଦେମ୍କେ, ଖ୍ରୀଷ୍ଟ ମକେ ଦିଲା ଅଦିକାର୍ ସ୍ଙ୍ଗ୍ ମୁଇ ତକେ ଆଦେଶ୍ ଦେମ୍ହାରି, ମ୍ତର୍ ମୁଇ ସେରି ନ୍କେରି, ମୁଇ ତକେ ଇରି କ୍ରୁକେ ସୁସ୍ତା କ୍ରି କଇନ୍ଦ୍, କାଇତାକ୍ ଅମି ଦୁଇ ଲକ୍ ଲାଡାର୍ ସ୍ଙ୍ଗ୍ ଆଚୁ ଆର୍ ମାପ୍ରୁର୍ ଲକ୍ମ୍ନ୍କେ ହେଁ ଲାଡ୍ କ୍ରୁଲୁ। ମୁଇ ପାଉଲ୍, ଅବେ ବୁଡା ଅଇଲାର୍ ଗିନେ, ଆର୍ ଯୀଶୁ ଖ୍ରୀଷ୍ଟର୍ ସେବାର୍ ଲାଗି ଲକ୍ମ୍ନ୍ ମକେ ଜେଇଲେ ହୁରାଇ ଆତ୍ତି ବ୍ଲି, ତକେ ମୁଇ ଇରି କ୍ରୁକେ କ୍ମ୍ଲେ।
10
ମର୍ ହିଲାହର୍ ଅନୀସିମ୍ର୍ ଗିନେ ତର୍ଲ୍ଗେ ଗ୍ଉଆରି କ୍ରୁଲେ। ମୁଇ ଜେଇଲେ ରିଲାବ୍ଳ୍, ମର୍ଗିନେ ଖ୍ରୀଷ୍ଟର୍ ଲ୍ଗେ, ସେ ମର୍ ହିଲାହର୍ ଅଇଲା।
11
ସେ ଆଗେ ତର୍ କାମାର୍ ଲାଗି କାମେ ନାସ୍ତି ରିଲା, ମ୍ତର୍ ଅବେ ସେ ତର୍ ଆର୍ ମର୍ ଅମାର୍ ଦୁଇଲକାର୍ କାମେ ଆସୁଲା,
12
ମୁଇ ଅନୀସିମ୍କେ ତର୍ଲ୍ଗେ ଆର୍ ତରେକ୍ ବାଉଳାଇ କ୍ରି ହ୍ଟାମ୍ଲେ, ଯାକେ ମୁଇ ମର୍ ସ୍ବୁ ହୁର୍ଦୟ୍ ସ୍ଙ୍ଗ୍ ଲାଡ୍ କ୍ରୁଲେ।
13
ଯୀଶୁ ଖ୍ରୀଷ୍ଟର୍ ସୁବ୍କ୍ବର୍ ପର୍ଚାର୍ କ୍ର୍ତାର୍ ଗିନେ ମୁଇ ଜେଇଲେ ଆଚି, ତ୍ବେ ମୁଇ ଇତି ମର୍ଲ୍ଗେ ମର୍ ସାଇଜ କ୍ରୁକେ ର୍କିନ୍ ବ୍ଲି ଇଚା କ୍ରୁଲେ, ଜ୍ନ୍କ୍ରି କି ସେ ତର୍ ଜାଗାଇ ରେଇ ମର୍ ସାଇଜ କ୍ରୁହାରେ, କାଇତାକ୍ ମୁଇ ଜାଣି ତୁଇମକେ ସାଇଜ କ୍ରୁକେ ଇଚା କ୍ରୁଲିସ୍ ବ୍ଲି।
14
ମ୍ତର୍ ତୁଇ ଯଦି ଇଚା ନ୍କେରୁଲିସ୍, ତ୍ବେ ମୁଇ ତାକେ ଇତି ମର୍ଲ୍ଗେ ନ୍ରେକି, ତୁଇ ସ୍ର୍ଦା ସ୍ଙ୍ଗ୍ ମର୍ଗିନେ ଇ ସାଇଜ କ୍ର୍ ମ୍ତର୍ ବାଦ୍ଯ ଅଇକ୍ରି ନଇ, ବ୍ଲି ମୁଇ ଇଚା କ୍ରୁଲେ।
15
କେଜାଣ୍ ଇଶ୍ଵରାର୍ ଇଚାହର୍ ଅନୀସିମ୍ ଖ୍ରୀଷ୍ଟର୍ ଲ୍ଗେ ବିଶ୍ବାସ୍ କ୍ର୍ତାର୍ ଗିନେ, ଅଳକ୍ ଦିନାର୍ ଲାଗି ତର୍ ଲ୍ଗେହ୍ଣି ଦୁରିକେ ଗ୍ଲା, ଆର୍ ଅବେ ତୁଇ ତାର୍ ହ୍ଳ୍ ହର୍ ସ୍ବୁଦିନାର୍ ଗିନେ ତୁଇ ତାକେ ହାମ୍ ହାର୍ସି।
16
ତୁଇ ତାକେ ଚୁଚାଇ ଚାକର୍ ବ୍ଲି ବାବ୍ନାଇ। ସେ ଚାକର୍ ଲ୍ଗେହ୍ଣି ବ୍ଡ୍। ସେ ଅବେ ତର୍ ଲାଡାର୍ ବିଶ୍ବାସି ବାଇ। ମୁଇ ତାକେ ବେସି ଲାଡ୍ କ୍ରୁଲେ, ଆର୍ ତୁଇ ହେଁ ତାକେ ତର୍ ଚାକର୍ ଆର୍ ଖ୍ରୀଷ୍ଟର୍ ଲ୍ଗେ ଗଟେକ୍ ବାଇବ୍ଲି ବାବି, ମର୍ଲ୍ଗେହ୍ଣି ଅଦିକ୍ ଲାଡ୍କ୍ର୍।
17
ଯଦି ତୁଇମକେ ତର୍ ଗଟେକ୍ ସ୍ଙ୍ଗୁଆଳି ବ୍ଲି ବାବୁଲିସ୍ ବ୍ଲେକ୍, ତ୍ବେ ଜ୍ଡେବ୍ଳ୍ ଅନୀସିମ ତର୍ଲ୍ଗେ ଲେଉଟି ଆସେଦ୍, ସ୍ଡେବ୍ଳ୍ ତୁଇମକେ ମାନ୍ତି କ୍ଲାହର୍ ତାକେ ମାନ୍ତି କ୍ର୍।
18
ଯଦି ସେ ତର୍ସ୍ଙ୍ଗ୍ କାଇରି ବୁଲ୍ କ୍ରିରେଇଦ୍, କି ତର୍ ଲ୍ଗେହ୍ଣି କାଇରି ଉଦାର୍ ନ୍ଇ ରେଇଦ୍, ତ୍ବେ ତାର୍ ଗିନେ ମୁଇ ତକେ ସେରି ଲେଉଟାଇ ଦେଇନ୍ଦ୍।
19
ମୁଇ ପାଉଲ୍ ଇରି ମୁଇ ମର୍ ନିଜାର୍ ଆତେ ଲେକୁଲେ। ମୁଇ ତାର୍ ରୁଣ୍ ସୁଜିନ୍, ତୁଇ ସେରି ଜାଣି ଆଚ୍ସି ଯେ, ଯଦି ମୁଇ ତକେ ସାଇଜ କ୍ରି ନ୍ରିଲେକ୍, ତୁଇ ତର୍ଗିନେ ନ୍ଉଆ ଜୀବନ୍ ନ୍ହାଇଲିସ୍ ହ୍ଣି, ତ୍ବେ ତୁଇ ତର୍ ନିଜାର୍ ଜୀବନ୍କେ ମର୍ଲ୍ଗେ ରୁଣି ଆଚ୍ସି।
20
ସେତାର୍ଗିନେ ଏ ମର୍ ବାଇ, ମର୍ହର୍ ଗଟେକ୍ ଖ୍ରୀଷ୍ଟର୍ ବିଶ୍ବାସି ବାଇକେ ମାପ୍ରୁର୍ ଲାଗି ମ୍ନ୍କ୍ର୍ ତ୍ବେ ମୁଇ ବେସି ସ୍ର୍ଦା ଅଇନ୍ଦ୍।
21
ମୁଇ ଜୁଇରି କଇଲେକ୍ ତୁଇ ସେରି ମାନ୍ସି ବ୍ଲି ବିଶ୍ବାସ୍ କ୍ରି ଇରି ତକେ ଲେକୁଲେ। ମୁଇ ସେରି ଜାଣି, ମୁଇ କଇଲା ଲ୍ଗେହ୍ଣି ତୁଇ ଅଦିକ୍ କ୍ର୍ସି।
22
ତାର୍ସ୍ଙ୍ଗ୍ ଆର୍ ଗଟେକ୍ କାମ୍କ୍ର୍, ମୁଇ ରେତାର୍ ଗିନେ ତର୍ ଗ୍ରେ ଗଟେକ୍ ବ୍କ୍ରା ସ୍ଜାଇ କ୍ରି ର୍କ୍, କାଇତାକ୍ ମୁଇ ଆଶା କ୍ରୁଲେ ମାପ୍ରୁ ତୁମାର୍ ପାର୍ତେନା ଶୁଣେଦ୍, ଆର୍ ତୁମୁକେ ଆର୍ ତରେକ୍ ଦ୍କୁକେ ଜେଇଲେ ହ୍ଣି ମକେ ବାର୍କ୍ରି ତୁମାର୍ ଲ୍ଗେ ଆଣେଦ୍।
23
ଖ୍ରୀଷ୍ଟ ଯୀଶୁ ସେବା କ୍ର୍ତାର୍ ଗିନେ ଏପାଫ୍ରା ଯେ କି ମର୍ସ୍ଙ୍ଗ୍ ଜେଇଲେ ଆଚେ ସେ ଆର୍ ମର୍ସ୍ଙ୍ଗ୍ ମାପ୍ରୁର୍ କାମ୍କ୍ର୍ତା ସ୍ଙ୍ଗିମ୍ନ୍ ମାର୍କ, ଆରିସ୍ତାର୍ଖ, ଦୀମା ଆର୍ ଲୁକ, ତୁମୁକ୍ମ୍ନ୍କେ ଜୁଆର୍ ଜାଣାମ୍ ଲାଇ।
25
ଅମାର୍ମ୍ନ୍କାର୍ ମାପ୍ରୁ ଯୀଶୁ ଖ୍ରୀଷ୍ଟର୍ ଦୟା ତୁମାର୍ମ୍ନ୍କାର୍ ଆତ୍ମାର୍ ସ୍ଙ୍ଗ୍ ସ୍ବୁବ୍ଳ୍ ରେଉଅ। ଆମେନ୍।
Jump to:
Chapter 1
All chapters:
1
Recommended Reading
Commentary
Philemon Commentaries
→
Devotional
Philemon Devotional Guide
→
Get This Bible
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ) Study Bible
→