bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Bodo
/
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
/
Philippians 2
Philippians 2
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 3 →
1
ଯଦି ଖ୍ରୀଷ୍ଟ ତୁମାର୍ ଜୀବନେ ରିଲେକ୍ ତୁମୁକେ ଶ୍କ୍ତି ମିଳେଦ୍, ଆର୍ ତାର୍ ଲାଡ୍ ତୁମୁକେ ସାସ୍ ଦ୍ଇଦ୍, ଆର୍ ତୁମି ଆତ୍ମାର୍ ସ୍ଙ୍ଗ୍ ମିସିକ୍ରି ରିଆସ୍, ଆରେକ୍ ଗଟେକ୍ ଆର୍ ଗଟ୍ଲକାର୍ ସ୍ଙ୍ଗ୍ ଦୟା ଆର୍ ଦ୍ର୍ମ୍ ଦ୍କାଉଆସ୍,
2
ତ୍ବେ ତୁମିମ୍ନ୍ ଗଟେକ୍ ମ୍ନ୍ ଅଇ ଗଟେଲକ୍ ଆର୍ ଗଟ୍ଲକ୍କେ ଲାଡ୍କ୍ରି ଗଟେକ୍ ବାବ୍ନା ଆର୍ ଗଟେଆତ୍ମା ଅଇ ମର୍ ଇଚାକେ ହୁରାକ୍ରା।
3
ନିଜାର୍ ଗିନେ କି ବ୍ଡ୍ହାଣ୍ ହାଇଁ କାଇରି ନ୍କେରା, ମ୍ତର୍ ଦ୍ର୍ମ୍ ବାବେ ତୁମି ଆର୍ ଗଟେଲକ୍କେ ତୁମାର୍ ଲ୍ଗେହ୍ଣି ଅଦିକ୍ ବ୍ଲ୍ ବ୍ଲି ମାନା।
4
ତୁମାର୍ ବିତ୍ରେ ସ୍ବୁଲକ୍ ନିଜାର୍ ନିଜାର୍ ବ୍ଲାର୍ ଗିନେ ହ୍କା ଚିନ୍ତା କ୍ରାନାଇଁ, ମ୍ତର୍ ବିନ୍ସ୍ବୁ ଲକାର୍ ବ୍ଲାର୍ ଗିନେ ହେଁ ଚିନ୍ତାକ୍ରା।
5
ଖ୍ରୀଷ୍ଟ ଯୀଶୁର୍ ଜ୍ନ୍କା ଗୁଣ୍ ରିଲି ତୁମାର୍ ହେଁ ସେନ୍କାର୍ ଗୁଣ୍ ଅଉଅ।
6
ଖ୍ରୀଷ୍ଟ, ଇଶ୍ଵରାର୍ ଅଇଲେକ୍ ହେଁ ଯୀଶୁ ସେ ଅଦିକାର୍ ସ୍ଙ୍ଗ୍ କ୍ବେହେଁ ଇଶ୍ଵରାର୍ ସ୍ଙ୍ଗ୍ ସ୍ମାନ୍ ଅଇ ରେମ୍କେ ଚେଷ୍ଟା ନ୍କେଲା।
7
ମ୍ତର୍ ସେ ତାର୍ ସ୍ବୁ ବିଷୟ୍ ହ୍ଚେ ଚାଡି, ହୁର୍ତିବିକେ ଆସିକ୍ରି ଦାସ୍ ଅଇଲା ଆର୍ ମାନାଇ ରୁପ୍ ନିଲା।
8
ଆରେକ୍ ଲକ୍ ହର୍ ଦ୍କାଇଅଇ, ନିଜ୍କେ ସାନ୍ କ୍ରି କୁର୍ଶକାଟେ ମ୍ର୍ତା ହ୍ତେକ୍ କ୍ତା ମାନ୍ଲା।
9
ସେତାର୍ଗିନେ ଇଶ୍ଵର୍ ତାକେ ସ୍ବୁତ୍ଇହ୍ଣି ବେସିବ୍ଡ୍ ହ୍ଦ୍ ଦ୍ଇଆଚେ, ଆର୍ ସ୍ବୁ ନାଉଁଆର୍ ଲ୍ଗେହ୍ଣି ସ୍ବ୍କେ ବ୍ଡ୍ ନାଉଁ ଖ୍ରୀଷ୍ଟକେ ଦିଲାଆଚେ।
10
ସେତାର୍ଗିନେ ସ୍ର୍ଗ୍, ହୁର୍ତିବି ଆର୍ ହାତାଳେ ରିଲା ସ୍ବୁ, ଯୀଶୁର୍ ନାଉଁଏ ସନ୍ମାନ୍ ଦେତାର୍ ଗିନେ ମାଣ୍ତିକୁଟା ଟେସ୍ତି।
11
ଆରେକ୍ ଇଶ୍ଵରାର୍ ମଇମାର୍ ଗିନେ ସ୍ବୁଲକ୍ “ଯୀଶୁ ଖ୍ରୀଷ୍ଟ ହ୍କା ମାପ୍ରୁ” ବ୍ଲି କ୍ଉତି।
12
ସେତାର୍ଗିନେ, ଏ ମର୍ ଲାଡାର୍ ସାଙ୍ଗମ୍ନ୍, ଜ୍ନ୍କାର୍ ମୁଇ ତୁମାର୍ ସ୍ଙ୍ଗ୍ ରେତାବ୍ଳ୍ ଇଶ୍ଵରାର୍ ସ୍ବୁକ୍ତା ମାନ୍ତି ରିଲାସ୍, ଅବେ ମୁଇ ତୁମାର୍ ଲ୍ଗେ ନ୍ରିଲାବ୍ଳ୍ ହେଁ, ତୁମି ସେ ଉଦାର୍ କ୍ର୍ତାକେ ଅଦିକ୍ ଡିରିକ୍ରି ମାନ୍ତା ଦ୍ର୍କାର୍,
13
କାଇତାକ୍ ଇଶ୍ଵର୍ ତୁମୁକ୍ ଇଚା କ୍ରୁକେ ଆର୍ ତାର୍ ବ୍ଲ୍କାମ୍ ସାଦନ୍ କ୍ରୁକେ ତୁମାର୍ ମ୍ନ୍ ବିତ୍ରେ କାମ୍ କ୍ରେଦ୍।
14
ଲିନ୍ଦା କି ଉଳାଉଳି ନଇକ୍ରି ସ୍ବୁ କାମ୍କ୍ରା।
15
ଜ୍ନ୍କ୍ରି ତୁମିମ୍ନ୍ ନିର୍ଦଷି ଆର୍ ଦ୍ର୍ମ୍ ଅଇ ଇ ପାପିମ୍ନ୍କାର୍ ଲ୍ଗେହ୍ଣି, ଇଶ୍ଵରାର୍ ଲ୍ଗେ ଲିନ୍ଦା ନ୍ହାଇଲା ହିଲାଜିଲା ଅଉଆ। ତୁମି ଇଶ୍ଵରାର୍ ଜୀବନ୍ ବାକ୍ଯକେ ଦ୍ରି, ଇ ହୁର୍ତିବିର୍ ଲକ୍ମ୍ନ୍କାର୍ ଲ୍ଗେ ଆକାଶାର୍ ତାରାହର୍ ଉଜାଳ୍ ଅଉଆ।
16
ସେତାକ୍ ଯୀଶୁ ଖ୍ରୀଷ୍ଟ ବାଉଳି ଆସ୍ତା ଦିନ୍ ମୁଇ ଇ ବିଷୟେ ଡାଟ୍କ୍ରି କମ୍ହାରି, “ମୁଇ ତ୍ନେ ତ୍ନେ ଦ୍ବ୍ଳି ନ୍କେରି, କି ମୁଇ ଚୁଚାଇ କ୍ଷ୍ଟହ୍ଳି ନ୍କେରି।”
17
ହେଁ, ଖ୍ରୀଷ୍ଟର୍ ଲ୍ଗେ ତୁମାର୍ ବିଶ୍ବାସ୍ ଆର୍ ତାର୍ ସେବା ଇଶ୍ଵରାର୍ ଗିନେ ବଳିହୁଜା ଦିଲାହର୍। ତ୍ବେ ମୁଇ ଜାଜକ୍ମ୍ନ୍ ଡାଳ୍ତା ସେ ମ୍ଦ୍ ହର୍ ମର୍ ଗ୍ଗାଳାର୍ ବ୍ନିକେ ସ୍ର୍ଦାର୍ ସ୍ଙ୍ଗ୍ ବଳାମ୍ଲେ, ଆର୍ ତୁମାର୍ ସ୍ବ୍କାର୍ ସ୍ଙ୍ଗ୍ ସ୍ର୍ଦା କ୍ରୁଲେ।
18
ତ୍ବେ ତୁମିମ୍ନ୍ ହେଁ ସେନ୍କ୍ରି ସ୍ର୍ଦା ଅଉଆ, ଆର୍ ମର୍ସ୍ଙ୍ଗ୍ ସ୍ର୍ଦା କ୍ରା।
19
ମ୍ତର୍ ମୁଇ ତୁମାର୍ ଲ୍ଗେ ତୀମଥିକେ ବେଗି ହ୍ଟାଇନ୍ ବ୍ଲି ମାପ୍ରୁ ଯୀଶୁର୍ ଲ୍ଗେ ଆଶା କ୍ରୁଲେ, ଜ୍ନ୍କ୍ରି ସେ ଲେଉଟିକ୍ରି ଆସି ତୁମାର୍ମ୍ନ୍କାର୍ ବିଷୟ୍ ଜାଣାଇ କ୍ରି ମୁଇ ସ୍ର୍ଦା ଅଇନ୍ଦ୍।
20
କାଇତାକ୍ ଯେ ତୁମାର୍ ଗିନେ ସ୍ତ୍କ୍ରି ମ୍ନ୍ ଦ୍ଇଦ୍, ଅନ୍କ୍ରି ସ୍ତ୍ ବାବ୍ନା ରିଲାଲକ୍, ତାକେ ଚାଡି ଦିଲେକ୍ ମର୍ଲ୍ଗେ ଆର୍ କେ ହେଁ ନାଇ।
21
ସ୍ବୁ ଲକ୍ମ୍ନ୍ ଯୀଶୁ ଖ୍ରୀଷ୍ଟର୍ ବିଷୟେ ଚେଷ୍ଟା ନ୍କେରି, ନିଜାର୍ ଲାବାର୍ ଗିନେ ଚେଷ୍ଟା କ୍ରୁଲାଇ।
22
ମ୍ତର୍ ତୁମି ବ୍ଲ୍କ୍ରି ଜାଣାସ୍ ଯେ ତୀମଥି ଗଟେକ୍ ବ୍ଲ୍ ଗୁଣ୍ରିଲା ଲକ୍। ହଇସି ଉବାସିର୍ ସେବା କ୍ଲାହର୍, ସେ ମର୍ସ୍ଙ୍ଗ୍ ସୁବ୍ କ୍ବରାର୍ ପର୍ଚାର୍ କାମେ ସେବା କ୍ରିରିଲା।
23
ତ୍ବେ, ମର୍ସ୍ଙ୍ଗ୍ କାଇରି ଗଟୁକେ ଜ୍ମ୍ଲି ସେରି ଜାନ୍ଲା ହ୍ଚେ, ତୀମଥିକେ ତୁମାର୍ ଲ୍ଗେ ହ୍ଟାଇନ୍ ବ୍ଲି ମୁଇ ଆଶା କ୍ରୁଲେ।
24
ମ୍ତର୍ ମୁଇ ମାପ୍ରୁର୍ ଲ୍ଗେ ବିଶ୍ବାସ୍ କ୍ରୁଲେ ଯେ, ମୁଇ ନିଜେ ତୁମାର୍ ଲ୍ଗେ ବେଗି ଆସିନ୍ଦ୍।
25
ମ୍ତର୍ ମୁଇ ମର୍ ବାଇ, ମର୍ସ୍ଙ୍ଗ୍ କାମ୍ କ୍ର୍ତାଲକ୍, ସୁବ୍କ୍ବର୍କେ ମର୍ସ୍ଙ୍ଗ୍ ମିସି ଉଦାର୍କ୍ର୍ତା ଶ୍ଇନ୍ ଆର୍ ତୁମାର୍ ହ୍ଟାଇଲା ଚେଲା, ଜାକେ ତୁମି ମର୍ ଜ୍ତୁନ୍ କ୍ରୁକେ ହ୍ଟାଇ ରିଲାସ୍, ସେ ଇଶ୍ଵରାର୍ ଦାସ୍ ଏପାଫ୍ରାଦିସ୍ କେ ମୁଇ ତୁମାର୍ ଲ୍ଗେ ହ୍ଟାମ୍କେ ଦ୍ର୍କାର୍ ବ୍ଲି ମ୍ନେ ବାବୁଲେ।
26
କାଇତାକ୍ ସେ ତୁମୁକ୍ ସ୍ବ୍କେ ଦ୍କୁକେ ବେସି ମ୍ନ୍କ୍ରୁଲା, ଆରେକ୍, ସେ ଜ୍ରୁଲା ବ୍ଲି ତୁମିମ୍ନ୍ କ୍ବର୍ ଶୁଣିଆଚାସ୍ ଲାଗି ସେ ବେସି ଚିନ୍ତାଇ ଆଚେ।
27
ହେଁ ସେ ସ୍ତ୍କ୍ରି ଜ୍ର୍ଅଇ ମ୍ର୍ତା ଉହ୍ରେ ରିଲା, ମ୍ତର୍ ଇଶ୍ଵର୍ ତାକେ ଦ୍ର୍ମ୍ କ୍ରି ବ୍ଲ୍କ୍ଲା, ଚୁଚାଇ ତାକେ ସେ ନଇ, ମ୍ତର୍ ମର୍ ଉହ୍ରେ ଜ୍ନ୍କ୍ରି ଦୁକ୍ ଉହ୍ରେ ଦୁକ୍ ନ୍ଗେଟ, ଇତାର୍ ଗିନେ ମର୍ଗିନେ ହେଁ ଦୟାକ୍ଲା।
28
ସେତାର୍ଗିନେ ତୁମିମ୍ନ୍ ଆର୍ ଗଟେତର୍ ଦ୍ରିକ୍ରି ସ୍ର୍ଦା ଅଉଆସ୍, ଆର୍ ଜ୍ନ୍କ୍ରି ମର୍ ଚିନ୍ତା ହେଁ କମ୍ ଅଇଦ୍, ଇତାର୍ ଗିନେ ମୁଇ ତାକେ ତୁମାର୍ ଲ୍ଗେ ହ୍ଟାମ୍କେ ବେସି ଦିଆନ୍ କ୍ରୁଲେ।
29
ତ୍ବେ ମାପ୍ରୁର୍ ଗିନେ ତାକେ ବେସି ସ୍ର୍ଦା ସ୍ଙ୍ଗ୍ କୁଦା, ଆର୍ ଅନ୍କା ଲକ୍ମ୍ନ୍କେ ସ୍ର୍ଦା ସ୍ଙ୍ଗ୍ ଲାଡ୍କ୍ରା।
30
କାଇତାକ୍ ମର୍ଗିନେ ତୁମିମ୍ନ୍ ଜୁଇ ସାଇଜ କ୍ରୁ ନ୍ହାର୍ଲାସ୍, ସେରି କ୍ରୁକେ ସେ ଖ୍ରୀଷ୍ଟର୍ କାମାର୍ ଗିନେ ନିଜାର୍ ଜୀବନ୍କେ ବିପଦେ ହ୍କାଇ ମ୍ଲାହର୍ ଅଇରିଲା।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 3 →
All chapters:
1
2
3
4