bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
1 Corinthians 10
1 Corinthians 10
Odia - 1840
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 11 →
1
"ଭାଇ ଓ ଭଉଣୀମାନେ! ମୁଁ ଇଚ୍ଛା କରେ ଯେ, ଆମ୍ଭର ପିତୃପୁରୁଷମାନଙ୍କ ପ୍ରତି (ଯେଉଁମାନେ ମାଶାଙ୍କେୁ ଅନୁସରଣ କରିଥିଲେ) କ'ଣ ହେଲା ତାହା ତୁମ୍ଭମାନେେ ଜାଣି ରଖ। ପରମେଶ୍ବର ସମାନଙ୍କେୁ ମେଘ ସ୍ତମ୍ଭ ଦ୍ବାରା ସୁଫ ସାଗରକୁ ପାର କରାଇଥିଲେ।"
2
"ସମାନେେ ମେଘ ଓ ସମୁଦ୍ର ରେ ମାଶାଙ୍କେ ଅନୁଗାମୀ ଭାବେ ଡ଼ୁବିତ ହାଇେଥିଲେ।"
3
"ସମାନେେ ଏକମାତ୍ର ଆଧ୍ଯାତ୍ମିକ ଶୈଳ ସଦୃଶ ଖ୍ରୀଷ୍ଟଙ୍କଠାରୁ ସମାନ ଆତ୍ମିକ ଭୋଜନ କରିଥିଲେ।"
4
"ଓ ସମସ୍ତେ ସମାନ ଆତ୍ମିକ ପାନୀୟରୁ ପାନ କରିଥିଲେ। ସମାନେେ ସହେି ଆତ୍ମିକ ପଥରରୁ ବାହାରିବା ପାଣି ପିଇଥିଲେ। ସହେି ପଥର ଖ୍ରୀଷ୍ଟ ଥିଲେ।"
5
"କିନ୍ତୁ ସମାଙ୍କେ ଭିତରୁ ଅଧିକଙ୍କ ଉପରେ ପରମେଶ୍ବର ପ୍ରସନ୍ନ ନ ଥିଲେ। ସେଥିପାଇଁ ସମାନେେ ମରୁ ପ୍ରାନ୍ତର ରେ ମରିଗଲେ।"
6
"ଏହି ଘଟଣାଗୁଡ଼ିକ ଆମ୍ଭ ପାଇଁ ଦୃଷ୍ଟାନ୍ତ ସ୍ବରୂପ ଅଛି, ଅତଏବ ଆମ୍ଭେ ସମାନଙ୍କେ ଭଳି ମନ୍ଦ କାର୍ୟ୍ଯ କରିବା ପାଇଁ ଇଚ୍ଛା କରିବା ନାହିଁ।"
7
"ସମାନଙ୍କେ ଭିତ ରେ କେତକଙ୍କେ ଭଳି ମୂର୍ତ୍ତିପୂଜା କର ନାହିଁ। ଶାସ୍ତ୍ର କୁ ହେ: ଲୋକେ ଖାଇବା ଓ ପିଇବା ପାଇଁ ବସିଲେ ଓ ନାଚିବା ପାଇଁ ଉଠିଲେ।"
8
"ସମାନଙ୍କେ ଭିତରୁ ଯେପରି କେତକେ ୟୌନଗତ ପାପ କଲେ, ଆମ୍ଭେ ସଭେଳି କବେେ କରିବା ନାହିଁ। ସମାନେେ ପାପ କରିଥିବା ହତେୁରୁ ସମାନଙ୍କେ ଭିତରୁ 23,000 ଲୋକ ଗୋଟିଏ ଦିନ ରେ ମରିଗଲେ।"
9
"ସମାନଙ୍କେ ଭଳି ଆମ୍ଭେ ଖ୍ରୀଷ୍ଟଙ୍କୁ ପରୀକ୍ଷା କରିବା ଉଚିତ୍ ନୁହେଁ। ପ୍ରଭୁଙ୍କୁ କରିଥିବାରୁ ସମାନେେ ସାପ କାମୁଡ଼ା ରେ ମଲେ।"
10
"ସମାନଙ୍କେ ଭିତରୁ କେତକଙ୍କେ ଭଳି ଆପତ୍ତି ଅଭିଯୋଗ କରିବା ଉଚିତ୍ ନୁହେଁ। ଏହି ଅଭିଯୋଗକାରୀମାନେ ବିନାଶକାରୀ (ସ୍ବର୍ଗଦୂତ)ଙ୍କ ହାତ ରେ ମଲେ।"
11
"ସମାନଙ୍କେ ପ୍ରତି ଯାହା ଘଟିଲା, ତାହା ଆମପାଇଁ ଉଦାହରଣସ୍ବରୂପ। ସମସ୍ତ ପ୍ରାଚୀନ ଇତିହାସ ରେ ଅନ୍ତିମ ସମୟରେ, ଆମ୍ଭେ ଜୀବନଧାରଣ କରୁଛୁ। ଏହା ଆମ୍ଭମାନଙ୍କୁ ଚତନୋ ଦବୋ ଉଦ୍ଦେଶ୍ଯ ରେ ଲଖାେ ଯାଇଛି।"
12
"ଅତଏବ, ଯେଉଁଲୋକ ଭାବୁଛି ଯେ, ସେ ଦୃଢ଼ ଭାବରେ ଠିଆ ହାଇେଛି, ଯେପରି ସେ ଖସି ନ ପଡ଼େ ଏଥିପାଇଁ ସତର୍କ ରହୁ।"
13
"କବଳେ ତୁମ୍ଭମାନଙ୍କ ପ୍ରତି ଯେସବୁ ପରୀକ୍ଷା ଆସୁଅଛି, ପ୍ରେତ୍ୟକକଙ୍କ ନିମନ୍ତେ ମଧ୍ଯ ଏପରି ପରୀକ୍ଷା ଆସିଥାଏ। କିନ୍ତୁ ତୁମ୍ଭମାନେେ ପରମେଶ୍ବରଙ୍କ ଠା ରେ ବିଶ୍ବାସ କରିପାର। ସେ କବେେ ହେଲେ ତୁମ୍ଭମାନଙ୍କୁ ଅସହ୍ଯ ପରୀକ୍ଷା ରେ ପଡ଼ିବାକୁ ଦବେେ ନାହିଁ। କିନ୍ତୁ ଯେତବେେଳେ ତୁମ୍ଭମାନେେ ପ୍ରଲୋଭନର (ପରୀକ୍ଷାର) ସମ୍ମୁଖୀନ ହବେ, ସେତବେେଳେ ପରମେଶ୍ବର ତୁମ୍ଭମାନଙ୍କୁ ରକ୍ଷା ପାଇବାର ବାଟ ମଧ୍ଯ ଦଖାଇେ ଦବେେ।"
14
"ତା' ହେଲେ ତୁମ୍ଭମାନେେ ସମସ୍ତ କିଛି ସହି ପାରିବ। ମାରେ ପ୍ରିୟ ବନ୍ଧୁଗଣ! ଶଷେ ରେ ମୁଁ କହୁଛି ଯେ, ମୂର୍ତ୍ତି ପୂଜାରୁ ଦୂର ରେ ରୁହ।"
15
"ତୁମ୍ଭମାନେେ ବୁଦ୍ଧିମାନ, ତେଣୁ ମୁଁ ଏହ କହୁଛି। ମୁଁ ଯାହା କହୁଛି, ତୁମ୍ଭମାନେେ ନିଜେ ପରୀକ୍ଷା କରି ଦେଖ।"
16
"ଯେଉଁ ଆଶୀର୍ବାଦର ପିଆଲା ପାଇଁ ଆମ୍ଭେ ଧନ୍ଯବାଦ ଅର୍ପଣ କରୁ, ତହିଁରେ ଆମ୍ଭେ ଖ୍ରୀଷ୍ଟଙ୍କ ରକ୍ତର ସହଭାଗୀ ହେଉ ନାହୁଁ କି? ଯେଉଁ ରୋଟୀ ଆମ୍ଭେ ଭାଙ୍ଗୁ ତାହା ଖ୍ରୀଷ୍ଟଙ୍କ ଶରୀର ରେ ଅଂଶ ନୁହେଁ କି?"
17
"କବଳେ ଗୋଟିଏ ରୋଟୀ ମାତ୍ର ଆମ୍ଭମାନେେ ଅନକେ ଲୋକ। କିନ୍ତୁ ଆମ୍ଭେ ସମସ୍ତ ସହେି ଗୋଟିଏ ରୋଟୀକୁ ଭାଗ ଭାଗ କରି ଖାଉ। ସେଥିପାଇଁ ଆମ୍ଭେ ପ୍ରକୃତ ରେ ଗୋଟିଏ ଶରୀର।"
18
"ଇଶ୍ରାୟେଲ ଲୋକମାନଙ୍କ କଥା ଭାବ। ସମାନେେ ବଳି ପ୍ରାପ୍ତ ପଶୁ ମାଂସ ଭୋଜନ କରି କ'ଣ ବଦେୀର ଅଂଶୀଦାର ନୁହଁନ୍ତି?"
19
"ମୁଁ କହୁ ନାହିଁ ଯେ ମୂର୍ତ୍ତି ବା ମୂର୍ତ୍ତି ଉଦ୍ଦେଶ୍ଯ ରେ ଉତ୍ସର୍ଗୀକୃତ ଖାଦ୍ୟର ଗୁରୁତ୍ବ ଅଛି। ଏବଂ ମୁଁ ଏହା ମଧ୍ଯ କହୁନାହିଁ ମୂର୍ତ୍ତିଗୁଡ଼ିକ ଗୁରୁତ୍ବପୂର୍ଣ୍ଣ।"
20
"କିନ୍ତୁ ମାେ କହିବା କଥା ଯେ, ତୁମ୍ଭମାନେେ ଭୂତମାନଙ୍କ ସହିତ କୌଣସି କାର୍ୟ୍ଯ ରେ ଅଂଶ ଗ୍ରହଣ ନ କର। କିନ୍ତୁ ମଁ କୁ ହେ ଯାହା ମୂର୍ତ୍ତିଗୁଡ଼ିକୁ ବଳି ରୂପେ ଉତ୍ସର୍ଗ କରାୟଇଥାଏ ତାହା ଶୟତାନକୁ ଉତ୍ସର୍ଗ କରାଯାଇଥାଏ, ପରମେଶ୍ବରଙ୍କରୁ ନୁହେଁ। ଏବଂ ମୁଁ ଚା ହେଁ ତୁମ୍ଭମାନେେ ଶୟତାନ ସହିତ ଅଂଶୀଦାର ହୁଅ ନାହିଁ।"
21
"ତୁମ୍ଭମାନେେ ପ୍ରଭୁଙ୍କ ପିଆଲାରୁ ଓ ଶୟତାନର ପିଆଲାରୁ ମଧ୍ଯ ପିଇ ପାରିବ ନାହିଁ। ସହେିପରି ପ୍ରଭୁଙ୍କ ମଜେ ଓ ଶୟତାନର ମଜେ ଉଭୟର ଅଂଶୀଦାର ହାଇେ ବସି ପାରିବ ନାହିଁ।"
22
"ଆମ୍ଭେ କ'ଣ ପ୍ରଭୁଙ୍କୁ ବିରକ୍ତ କରିବାକୁ ଇଚ୍ଛା କରୁ? ଆମ୍ଭେ କ'ଣ ତାହାଙ୍କଠାରୁ ଅଧିକ ବଳବାନ? ନା!"
23
"ଆମ୍ଭେ ସବୁ କରିବା ପାଇଁ ସ୍ବାଧୀନତା ପାଇଛୁ। କିନ୍ତୁ ସବୁ ବିଷୟ ଭଲ ନୁହେଁ। ଆମ୍ଭେ ସବୁ କରିବା ପାଇଁ ସ୍ବାଧୀନତା ପାଇଛୁ। କିନ୍ତୁ କେତକେ ବିଷୟ ଅନ୍ୟମାନଙ୍କ ବିଶ୍ବାସକୁ ଦୃଢ଼ କରିବା ରେ ସାହାୟ୍ଯ କରେ ନହିଁ।"
24
"କୌଣସି ଲୋକ କବଳେ ନିଜର ସ୍ବାର୍ଥ ପାଇଁ ଚିନ୍ତିତ ହବୋ ଉଚିତ ନୁହେଁ, ବରଂ ସେ ଅନ୍ୟମାନଙ୍କର ମଙ୍ଗଳ ଚିନ୍ତା କରିବା ଉଚିତ।"
25
"ବଜାର ରେ ଯାହା ବିକ୍ରି ହେଉଛି ସେସବୁ ମାଂସ ତୁମ୍ଭେ ଖାଇପାର। ନିଜ ବିବକେ ସକାେଶ ଏହି ମାଂସ ଖାଇବା ଉଚିତ କି ନୁହେଁ, ସେ ବିଷୟ ରେ କୌଣସି ପ୍ରଶ୍ନ ପଚାର ନାହିଁ।"
26
"ତୁମ୍ଭେ ଖାଇପାର କାରଣ ପୃଥିବୀ ଓ ତନ୍ମଧ୍ଯସ୍ଥ ପ୍ରେତ୍ୟକକ ବିଷୟ ପ୍ରଭୁଙ୍କର ଅଟେ।"
27
"ଜଣେ ଅବିଶ୍ବାସୀ ଲୋକ ତୁମ୍ଭମାନଙ୍କୁ ଭୋଜନ ପାଇଁ ଡ଼ାକି ପା ରେ। ଯଦି ତୁମ୍ଭମାନେେ ୟିବାକୁ ସ୍ଥିର କଲ, ଯାହା ତୁମ୍ଭମାନଙ୍କ ଆଗ ରେ ଥୁଆ ହାଇେଛି, ତାହା ଖାଅ।"
28
"ଏହା ଭଲ କି ମନ୍ଦ କୌଣସି ପ୍ରଶ୍ନ ନ କରି ଖାଦ୍ୟ ଭୋଜନ କର। କିନ୍ତୁ ଯଦି ତୁମ୍ଭମାନଙ୍କୁ ଜଣେ କୁ ହେ: ଏହି ଖାଦ୍ୟ ମୂର୍ତ୍ତି ଉଦ୍ଦେଶ୍ଯ ରେ ଉତ୍ସର୍ଗୀକୃତ ହାଇେଛି। ତାହାହେଲେ ସେ ଖାଦ୍ୟ ଖାଅ ନାହିଁ। ପ୍ରଥମ କାରଣ ହେଲା, ୟିଏ ଏହା କହିଛି ତା'ର ବିଶ୍ବାସକୁ ତୁମ୍ଭମାନେେ ଆଘାତ ନ ଦବୋ ପାଇଁ ଖାଅ ନାହିଁ ଓ ଦ୍ବିତୀୟ କାରଣ ହେଲା ଏହି ମାଂସ ବା ପ୍ରସାଦ ଖାଇବା ଅନୁଚିତ ବୋଲି କେତକେ ମତ ଦିଅନ୍ତି।"
29
"ତୁମ୍ଭମାନେେ ଏହାକୁ ଭୁଲ ବିବଚେନା କର ବୋଲି ମୁଁ ତୁମ୍ଭମାନଙ୍କୁ କହୁ ନାହିଁ କିନ୍ତୁ ଅନ୍ୟ ଲୋକ ଏହାକୁ ବିବଚେନା କରୁ ଥିବାରୁ ମୁଁ ଏହାକୁ ଖାଇବି ନାହିଁ। ଅନ୍ୟର ମନୋଭାବ ହତେୁ ମାେ ନିଜର ସ୍ବାଧୀନତା ରେ ଆଞ୍ଚ ଆଣିବାକୁ ଇଚ୍ଛା କରୁ ନାହିଁ।"
30
"କାରଣ ପରମେଶ୍ବରଙ୍କୁ ଧନ୍ଯବାଦ ଦଇେ ସାରି ଭୋଜନ କରିଥିବା ୟୋଗୁଁ ମୁଁ ସମାଲୋଚିତ ହବୋ ଅନୁଚିତ୍।"
31
"ଅତଏବ, ଯେତବେେଳେ ତୁମ୍ଭମାନେେ ଖାଅ, ପିଅ ବା ଅନ୍ୟ ଯାହା କିଛି କର, ପରମେଶ୍ବରଙ୍କ ମହିମା ପାଇଁ କରିବା ଉଚିତ୍।"
32
"ଏଭଳି କୌଣସି କାମ କର ନାହିଁ, ଯାହା ଦ୍ବାରା ୟିହୁଦୀ ବା ଅଣୟିହୁଦୀ ଲୋକେ ବା ପରମେଶ୍ବରଙ୍କ ମଣ୍ଡଳୀ ବାଧା ପାଇବେ।"
33
"ମୁଁ ଏହି ନୀତି ଅନୁସରଣ କରେ। ମୁଁ ନିଜକୁ ଖୁସି ରଖିବା ପାଇଁ ଚେଷ୍ଟା କରେ ନାହିଁ, ମାତ୍ର ପ୍ରେତ୍ୟକକଙ୍କୁ ସମସ୍ତ କାର୍ୟ୍ଯ ରେ ସନ୍ତୁଷ୍ଟ କରିବାକୁ ଚା ହେଁ। ମୁଁ ଅନକଙ୍କେର ମଙ୍ଗଳ ଚିନ୍ତାକରେ ୟଦ୍ବାରା ସମାନେେ ପରିତ୍ରାଣ ପାଇ ପାରିବେ।"
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 11 →
All chapters:
1
2
3
4
5
6
7
8
9
10
11
12
13
14
15
16