bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
2 Corinthians 10
2 Corinthians 10
Odia - 1840
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 11 →
1
"ମୁଁ ପାଉଲ, ଖ୍ରୀଷ୍ଟଙ୍କ ପରି ମୁଁ ମୃଦୁଭାବରେ ତୁମ୍ଭମାନଙ୍କୁ ନିବଦନେ କରେ। କେତକେ ଲୋକ କୁହନ୍ତି, ମୁଁ ତୁମ୍ଭ ମଧିଅରେ ଥିଲା ବେଳେ ନମ୍ର ଥାଏ କିନ୍ତୁ ଦୂର ରେ ଥିଲା ବେଳେ ସାହସୀ ବା ନିର୍ଭୟ ଅଟେ।"
2
"ମୁଁ ତୁମ୍ଭମାନଙ୍କୁ ଅନୁନୟ କରେ ଯେ, ଯେତବେେଳେ ମୁଁ ତୁମ୍ଭମାନଙ୍କ ସହିତ ଅଛି, ସେତବେେଳେ ସଭେଳି ସାହସିକତା ଦଖାଇବୋକୁ ମାେ ଉପରେ ଚାପ ପକାଇବ ନାହିଁ। ଯେଉଁମାନେ ଭାବନ୍ତି ଯେ ଆମ୍ଭେ ଜାଗତିକ ଜୀବନଯାପନ କରୁଛୁ ମୁଁ ସମାନଙ୍କେ ପ୍ରତି ସାହସୀ ହବେି।"
3
"ଆମ୍ଭେ ମଧ୍ଯ ଜଗତ ରେ ରହୁଛୁ। କିନ୍ତୁ ଆମ୍ଭ ଜାଗତିକ ଲୋକଙ୍କ ଭଳି ସଂଗ୍ରାମ କରୁ ନାହୁଁ।"
4
"ଆମ୍ଭେ ଯେଉଁ ଅସ୍ତ୍ରଗୁଡ଼ିକ ସାହାୟ୍ଯ ରେ ସଂଗ୍ରାମ କରୁ ସଗେୁଡ଼ିକ ଜାଗତୀକ ଅସ୍ତ୍ରଶସ୍ତ୍ର ନୁହେଁ। ଆମ୍ଭର ଅସ୍ତ୍ରଶସ୍ତ୍ର ରେ ପରମେଶ୍ବରଙ୍କ ଶକ୍ତି ନିହିତ ଅଛି। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ଶତୃର ଶକ୍ତିଶାଳୀ ସ୍ଥାନ ଗୁଡ଼ିକ ନଷ୍ଟ କରି ପା ରେ। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ସାହାୟ୍ଯ ରେ ଆମ୍ଭେ ଲୋକଙ୍କ ସମସ୍ତ ୟୁକ୍ତି ଓ ପରମେଶ୍ବରଙ୍କ ଜ୍ଞାନ ବିରୁଦ୍ଧ ରେ ଉଠୁଥିବା ପ୍ରେତ୍ୟକକ ଗର୍ବର କଥା ଖଣ୍ଡନ କରୁ।"
5
"ଆମ୍ଭେ ପ୍ରେତ୍ୟକକ ପ୍ରକାରର ଚିନ୍ତାଧାରାକୁ ଖ୍ରୀଷ୍ଟଙ୍କ ନିୟନ୍ତ୍ରଣାଧୀନ କରୁ ଓ ତାଙ୍କର ଆଜ୍ଞାକାରୀ ହବୋ ପାଇଁ ବାଧ୍ଯ କରୁ। ଆମ୍ଭେ ପ୍ରେତ୍ୟକକ ପ୍ରକାରର ଚିନ୍ତାଧାରାକୁ ଖ୍ରୀଷ୍ଟଙ୍କ ନିୟନ୍ତ୍ରଣାଧୀନ କରୁ ଓ ତାଙ୍କର ଆଜ୍ଞାକାରୀ ହବୋ ପାଇଁ ବାଧ୍ଯ କରୁ।"
6
"ଯେଉଁ ଲୋକ ପୂର୍ଣ୍ଣ ଭାବରେ ଯୀଶୁଙ୍କୁ ମନେ ନାହିଁ ଆମ୍ଭେ ତାହାଙ୍କୁ ଦଣ୍ଡ ଦବୋ ପାଇଁ ପ୍ରସ୍ତୁତ ଅଛୁ। କିନ୍ତୁ ପ୍ରଥମ ରେ ଆମ୍ଭେ ଇଚ୍ଛା କରୁ ଯେ ତୁମ୍ଭମାନେେ ପୂର୍ଣ୍ଣଭାବରେ ତାହାଙ୍କୁ ମାନ।"
7
"ତୁମ୍ଭମାନଙ୍କ ଆଗ ରେ ଥିବା ତଥ୍ଯ ଗୁଡ଼ିକୁ ଦେଖ। ଯଦି ଜଣେ ନିଶ୍ଚିତ ଭାବରେ ଅନୁଭବ କରେ ଯେ, ସେ ଖ୍ରୀଷ୍ଟଙ୍କର ଅଟେ, ତାହାହେଲେ ସେ ଏହା ମଧ୍ଯ ଜାଣି ରଖିବା ଉଚିତ ଯେ ଆମ୍ଭେ ମଧ୍ଯ ତାହାରି ଭଳି ସମ ଭାବରେ ଖ୍ରୀଷ୍ଟଙ୍କର ଅଟୁ।"
8
"ଏହା ସତ୍ଯ ଯେ ମୁଁ ପ୍ରଭୁଙ୍କ ଦ୍ବାରା ପ୍ରଦତ୍ତ ଅଧିକାର ବିଷୟ ରେ ଅତ୍ଯଧିକ ଗର୍ବର କଥା କ ହେ, କିନ୍ତୁ ସେ ଆମ୍ଭକୁ ଏହି ଅଧିକାର ତୁମ୍ଭମାନଙ୍କର ବିନାଶ ପାଇଁ ନୁହେଁ, ମାତ୍ର ତୁମ୍ଭମାନଙ୍କୁ ଆଧ୍ଯାତ୍ମିକ ଭାବରେ ଶକ୍ତିଶାଳୀ କରିବା ପାଇଁ ପ୍ରଦାନ କରିଛନ୍ତି।"
9
"ଏହି ଗର୍ବୋକ୍ତି ପାଇଁ ମୁଁ ଲଜ୍ଜା ବୋଧ କରେ ନାହିଁ। ମୁଁ ମାେ ପତ୍ରଗୁଡ଼ିକ ମାଧ୍ଯମ ରେ ତୁମ୍ଭମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛି ବୋଲି ତୁମ୍ଭମାନେେ ଭାବ ନାହିଁ"
10
"କେତକେ ଲୋକ କୁହନ୍ତି ପାଉଲଙ୍କ ପତ୍ରଗୁଡ଼ିକ ଶକ୍ତିସମ୍ପନ୍ନ ଓ ମହତ୍ବପୂର୍ଣ୍ଣ କିନ୍ତୁ ଯେତବେେଳେ ସେ ଆମ୍ଭ ସହିତ ଥାଆନ୍ତି ସେ ଦୁର୍ବଳ ଓ ତାଙ୍କର କଥା ଗୁଡ଼ିକ ଏତେ ପ୍ରଭାବଶାଳୀ ହୁଏ ନାହିଁ।"
11
"ଏଭଳି କହିବା ଲୋକ ଜାଣି ରଖିବା ଉଚିତ୍ ଯେ: ଆମ୍ଭେ ତୁମ୍ଭମାନଙ୍କ ସହିତ ଏବେ ନାହୁଁ, ଅତଏବ ଆମ୍ଭେ ଏହି କଥା ଗୁଡ଼ିକ ପତ୍ର ରେ ଲେଖିଛୁ। କିନ୍ତୁ ଯେତବେେଳେ ଆମ୍ଭେ ତୁମ୍ଭମାନଙ୍କ ପାଖକୁ ୟିବୁ ଆମ୍ଭେ ଦଖାଇେ ଦବେୁ ଯେ, ଆମ୍ଭ ପତ୍ରଟି ଯେଉଁ ଶକ୍ତି ଧାରଣ କରିଛି ସହେି ସମାନ ଶକ୍ତି ଆମ୍ଭେ ଧାରଣ କରିଛୁ।"
12
"ଯେଉଁମାନେ ନିଜକୁ ବହୁତ ବଡ଼ ମନେ କରୁଛନ୍ତି, ସହେି ଲୋକମାନଙ୍କ ସହିତ ସମାନ ସ୍ତର ରେ ନିଜକୁ ସ୍ଥାପନ କରିବା ପାଇଁ ବା ତୁଳନା କରିବା ପାଇଁ ଆମ୍ଭେ ସାହସ କରୁ ନାହୁଁ। ସମାନେେ ନିଜକୁ ତୁଳନାର ମାନଦଣ୍ଡ ଭଳି ବ୍ଯବହାର କରି ଅନ୍ୟକୁ ନିଜ ସହ ତୁଳନା କରନ୍ତି ଓ ବିଚାର କରନ୍ତି, ଏତଦ୍ଦ୍ବାରା ସମାନେେ ଯେ କେତେ ମୂର୍ଖ, ଜଣାପଡ଼େ।"
13
"ଆମ୍ଭକୁ ଯେଉଁ କାର୍ୟ୍ଯ ଦିଆଯାଇଛି, ତହିଁର ସୀମାଲଙ୍ଘନ କରି କଦାପି ଗର୍ବର କଥା କହିବୁ ନାହିଁ। ପରମେଶ୍ବରଙ୍କ ପ୍ରଦତ୍ତ କାମ ପାଇଁ ଆମ୍ଭେ ନିଜେ ଗର୍ବ ଅନୁଭବ କରିବୁ। ଏହି କାମ ତୁମ୍ଭମାନଙ୍କ ସହିତ ଆମ୍ଭର କାମକୁ ମଧ୍ଯ ଅନ୍ତଭୁର୍କ୍ତ କରେ।"
14
"ଆମ୍ଭେ ଅଧିକ ଗର୍ବ କରୁ ନାହୁଁ। ଆମ୍ଭେ ତୁମ୍ଭମାନଙ୍କ ପାଖକୁ ନ ଆସି ଥିଲେ ଆମ୍ଭେ ମିଛଟା ରେ ଅତ୍ଯଧିକ ପ୍ରଶଂସା ନଇେଥାନ୍ତୁ। କିନ୍ତୁ ବାସ୍ତବିକତା ଆମ୍ଭମାନେେ ଖ୍ରୀଷ୍ଟଙ୍କର ସୁସମାଚାର ସହିତ ତୁମ୍ଭମାନଙ୍କ ପାଖ ରେ ପହଁଚିଛୁ।"
15
"ଆମ୍ଭେ ଅନ୍ୟମାନଙ୍କ ଦ୍ବାରା କରା ଯାଇଥିବା କାମ ପାଇଁ ନୁହେଁ, କିନ୍ତୁ କବଳେ ନିଜେ କରିଥିବା କାମ ପାଇଁ ଗର୍ବ କରୁଛୁ। ଆମ୍ଭେ ଆଶା କରୁ ଯେ, ତୁମ୍ଭମାନଙ୍କର ବିଶ୍ବାସ ବଢ଼ିବା ସହିତ ଆମ୍ଭ କାମ ବ୍ଯାପକ ଭାବରେ ବଢ଼ିବା ରେ ତୁମ୍ଭମାନେେ ସାହାୟ୍ଯ କରିବ।"
16
"ଆମ୍ଭେ ଇଚ୍ଛା କରୁ ଯେପରି ତୁମ୍ଭମାନଙ୍କ ସହରର ସୀମା ବାହାର ସ୍ଥାନମାନଙ୍କ ରେ ମଧ୍ଯ ଆମ୍ଭେ ସୁସମାଚାର ପ୍ରଚାର କରି ପାରିବୁ। ଅନ୍ୟ କୌଣସି ସ୍ଥାନ ରେ ଆଉ କାହା ଦ୍ବାରା ଯେଉଁ କାମ ହାଇେ ସାରିଛି, ସହେି କାମ ରେ ଆମ୍ଭେ ଗର୍ବ କରୁ ନାହୁଁ।"
17
"ଯେପରି ଶାସ୍ତ୍ର କୁ ହେ: ଯଦି କିଏ ଗର୍ବ କରିବାକୁ ଇଚ୍ଛା କରେ, ସେ କବଳେ ପ୍ରଭୁଙ୍କଠା ରେ ଗର୍ବ କରିବା ଉଚିତ୍।"
18
"କାରଣ ଯେଉଁ ଲୋକ, ପ୍ରଭୁଙ୍କଦ୍ବାରା ଭଲ ବୋଲି ଗୃହୀତ ହୁଏ, ସହେି ଲୋକ ଭଲ ବୋଲି ସ୍ବୀକୃତ ହୁଏ, କିନ୍ତୁ ୟିଏ ନିଜେ ନିଜକୁ ଭଲ ବୋଲି ମନେ କରେ, ସେ ଲୋକ ଭଲ ବୋଲି ସ୍ବୀକୃତ ହୁଏ ନାହିଁ।"
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 11 →
All chapters:
1
2
3
4
5
6
7
8
9
10
11
12
13