bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Amos 8
Amos 8
Odia - 1840
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 9 →
1
"ସଦାପ୍ରଭୁ ମାେତେ ଏହା ଦଖାଇେଲେ, ମୁଁ ଏକଡାଲା ଗ୍ରୀଷ୍ମକାଳୀନ ଫଳ ଦେଖିଲି।"
2
"ସଦାପ୍ରଭୁ ମାେତେ ପଚାରିଲେ, ହେ ଆମାଷେ, ତୁମ୍ଭେ କ'ଣ ଦେଖୁଛ?"
3
"ପୁଣି ମନ୍ଦିର ଗୀତ ଦୁଃଖପୂର୍ଣ୍ଣ ମୃତ୍ଯୁକାଳୀନ ସଙ୍ଗୀତ ରେ ପରିଣତ ହବେ। ସଦାପ୍ରଭୁ, ମାରେ ପ୍ରଭୁ ଏହା କହିଲେ: ସବୁ ସ୍ଥାନ ରେ ମୃତ ଶରୀର ପଡିରହିବ। ନୀରବ ରେ ଲୋକମାନେ ସହେି ଶବଗୁଡିକୁ ନଇେ ଏକ ସ୍ଥାନ ରେ ପକାଇବେ।"
4
"ମାେ କଥା ଶୁଣ! ହେ ଦେଶର ଦରିଦ୍ରମାନଙ୍କୁ ବିନଷ୍ଟ କରୁଥିବା ଓ ଅସହାୟମାନଙ୍କୁ ଦଳି ଦେଉଥିବା ଲୋକମାନେ,"
5
"ତୁମ୍ଭେ ବ୍ଯବସାଯୀଗଣ କହୁଛ, କେତବେେଳେ ଅମାବାସ୍ଯା ଗତ ହବେ ଓ ଆମ୍ଭମାନେେ ଆମ୍ଭର ଶସ୍ଯ ବୀକ୍ରି କରିବୁ? ପୁଣି କେତବେେଳେ ବିଶ୍ରାମଦିନ ଗତ ହବେ, ଆମ୍ଭେ ଆମ୍ଭର ଗହମ ବୀକ୍ରିପାଇଁ ଆଣିବୁ? ଆମ୍ଭମାନେେ ଓଜନର ମାପ କମାଇବୁ ଏବଂ ଜିନିଷର ମୂଲ୍ଯ ବୃଦ୍ଧି କରିବୁ। ଆମ୍ଭମାନେେ ତରାଜୁକୁ କମ୍ ବେଶୀକରି ଲୋକମାନଙ୍କୁ ଠକିବୁ।"
6
"ଆଉ ଦରିଦ୍ର ଲୋକମାନେ ସମାନଙ୍କେର ଋଣ ପରିଶାଧେ କରିପାରିବେ ନାହିଁ, ତେଣୁ ଆମ୍ଭେ ସମାନଙ୍କେୁ କ୍ରୀତଦାସ ରୂପେ କିଣିବୁ। ସହେି ଅସହାୟ ଲୋକମାନଙ୍କୁ ଏକହଳ ପାଦୁକା ବଦଳ ରେ କିଣି ପାରିବୁ। ହାୟ! ପରିତ୍ଯକ୍ତ ଗହମ ପରି ସହେି ଦରିଦ୍ର ବ୍ଯକ୍ତିମାନଙ୍କୁ ବୀକ୍ରି କରିବୁ।"
7
"ସଦାପ୍ରଭୁ ଯାକୁବର ଗର୍ବକୁ ନଇେ ଶପଥ କରି କହିଲେ, ସହେି ଲୋକମାନେ ଯାହା କଲେ ଆମ୍ଭେ କବେେ ତାହା ପାଶୋରି ପାରିବା ନାହିଁ।"
8
"ସହେି ୟୋଗୁ ସମଗ୍ରଦେଶ ଥରିବ। ସହେି ରାଜ୍ଯ ରେ ବାସ କରୁଥିବା ପ୍ରେତ୍ୟକକ ଲୋକ ମୃତ ଲୋକଙ୍କ ପାଇଁ ବିଳାପ କରିବେ। ମିଶର ନୀଳନଦୀ ପରି ସମଗ୍ର ଦେଶଟିର ଉତ୍ଥାନ ପତନ ଘଟିବ। ଆଉ ଦେଶଟି ଆନ୍ଦୋଳିତ ହବେ।"
9
"ସଦାପ୍ରଭୁ ଏହା କହିଥିଲେ: ସଦେିନ ମଧ୍ଯାହ୍ନ ରେ ସୂର୍ୟ୍ଯଙ୍କୁ ଅସ୍ତ କରାଇବା ଓ ଏକ ନିର୍ମଳ ଦିନ ରେ ପୃଥିବୀକୁ ଅନ୍ଧକାରମଯ କରାଇବା।"
10
"ତୁମ୍ଭର ଅବସର ଦିନକୁ ମୃତ ଲୋକର ଶୋକ ଦିବସ ରେ ପରିଣତ କରାଇବା ଏବଂ ତୁମ୍ଭର ସମସ୍ତ ସଙ୍ଗୀତ ମୃତ ଲୋକଙ୍କ ବିଳାପ ରେ ପରିଣତ ହବେ। ଆମ୍ଭେ ସମସ୍ତଙ୍କୁ ଦୁଃଖ ବସ୍ତ୍ର ପରିଧାନ କରାଇବା ଓ ସମସ୍ତଙ୍କର ମସ୍ତକକୁ ଲଣ୍ତା କରାଇବା। ଗୋଟିଏ ଲୋକର ଏକମାତ୍ର ସନ୍ତାନର ମୃତ୍ଯୁ ରେ ଯେପରି ଆକୁଳ କ୍ରନ୍ଦନ କରାୟାଏ ସହେିପରି କରୁଣ ବିଳାପ କରାଇବା। ଏହା ଅତି ଦୁଃଖର ଅନ୍ତିମ ପରିଣତି ହବେ।"
11
"ସଦାପ୍ରଭୁ କୁହନ୍ତି:"
12
"ଲୋକମାନେ ଗୋଟିଏ ସମୁଦ୍ରରୁ ଅନ୍ୟ ଗୋଟିଏ ସମୁଦ୍ର ପର୍ୟ୍ଯନ୍ତ ଏବଂ ଉତ୍ତର ଦିଗରୁ ପୂର୍ବ ଦିଗକୁ ଭ୍ରମଣ କରିବେ। ସମାନେେ ସଦାପ୍ରଭୁଙ୍କର ବାର୍ତ୍ତା ଏଣତେଣେେ ଖାଜେି ବୁଲିବେ, ମାତ୍ର ତାହା ପାଇବେ ନାହିଁ।"
13
"ସେତବେେଳେ ସୁନ୍ଦର ୟୁବକଗଣ ଓ ସୁନ୍ଦରୀ ରମଣୀମାନେ ତୃଷା ରେ ଦୁର୍ବଳ ହାଇେ ପଡିବେ। ଶମରିଯାର ପାପ ପାଇଁ ସମାନେେ ଶପଥ ନଇେ କହିବେ,"
14
"ହେ ଦାନ୍ ଯେପରି ତୁମ୍ଭର ପରମେଶ୍ବର ନିଶ୍ଚିତ ଜୀବିତ' ଓ 'ବେର୍ଶବୋର ପ୍ରଭୁ ନିଶ୍ଚିତ ଜୀବିତ, ସମାନଙ୍କେର ନିଶ୍ଚିତ ପତନ ଘଟିବ ଓ ସମାନେେ କବେେ ଉଠି ପାରିବେ ନାହିଁ।"
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 9 →
All chapters:
1
2
3
4
5
6
7
8
9
Recommended Reading
Commentary
Amos Commentaries
→
Devotional
Amos Devotional Guide
→
Get This Bible
Odia - 1840 Study Bible
→