bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Deuteronomy 2
Deuteronomy 2
Odia - 1840
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 3 →
1
"ଏହାପରେ ସଦାପ୍ରଭୁ ଯେପରି କହିଲେ, ଆମ୍ଭମାନେେ ସହେିପରି କଲକ୍ସ୍ଟ। ଆମ୍ଭମାନେେ ସୂଫ ସମକ୍ସ୍ଟଦ୍ର ମଧ୍ଯଦଇେ ମରକ୍ସ୍ଟଭୂମି ଆଡେ ୟାତ୍ରା କଲକ୍ସ୍ଟ। ଆମ୍ଭମାନେେ ସଯେୀର ପର୍ବତ ରେ ବହକ୍ସ୍ଟତ ଦିନ ଧରି ଭ୍ରମଣ କଲକ୍ସ୍ଟ।"
2
"ଏହାପରେ ସଦାପ୍ରଭୁ ମାେତେ କହିଲେ,"
3
"'ତୁମ୍ଭମାନେେ ଏହି ପର୍ବତର ଚତକ୍ସ୍ଟପାଶର୍ବ ରେ ବହକ୍ସ୍ଟତ ଦିନ ଧରି ଭ୍ରମଣ କରିଅଛ, ତେଣୁ ଉତ୍ତରଦିଗ ଆଡକକ୍ସ୍ଟ ୟାଅ।"
4
"ଏହିକଥା ଲୋକମାନଙ୍କୁ କହିଦିଅ। ତୁମ୍ଭମାନଙ୍କୁ ସଯେୀର ଦଇେ ୟିବାକକ୍ସ୍ଟ ହବେ। ସହେି ଦେଶ ତୁମ୍ଭମାନଙ୍କ ବଂଶଧର ଅର୍ଥାତ୍ ଏଷୌ ସନ୍ତାନମାନଙ୍କର ଦେଶ। ସମାନେେ ତୁମ୍ଭମାନଙ୍କୁ ଭୟ କରିବେ। ସାବଧାନ!"
5
"ସମାନଙ୍କେ ସହିତ ୟକ୍ସ୍ଟଦ୍ଧକର ନାହିଁ, ମୁ ତୁମ୍ଭମାନଙ୍କୁ ସହେି ଦେଶ ଦବେି ନାହିଁ। ଏପରିକି ସହେି ଭୂମିରକ୍ସ୍ଟ ପାଦେ ମଧ୍ଯ ଭୂମି ତୁମ୍ଭମାନଙ୍କୁ ଦବେିନାହିଁ। କାରଣ ମୁ ସହେି ପର୍ବତମଯ ଦେଶ ସଯେୀରକକ୍ସ୍ଟ, ଏଷୌକକ୍ସ୍ଟ ଉତ୍ତରାଧିକାରୀ ସକ୍ସ୍ଟତ୍ର ରେ ଦଇେଅଛି।"
6
"ଏଷୌର ଲୋକମାନଙ୍କୁ, ତୁମ୍ଭମାନେେ ଖାଉଥିବା ଖାଦ୍ୟ ଓ ପିଉଥିବା ପାଣି ପାଇଁ ମକ୍ସ୍ଟଦ୍ରା ଦବୋକକ୍ସ୍ଟ ହବେ।"
7
"ମନରେଖ, ସଦାପ୍ରଭୁ ତୁମ୍ଭର ପରମେଶ୍ବର ତକ୍ସ୍ଟମ୍ଭ ହସ୍ତର ସମସ୍ତ କର୍ମ ରେ ତୁମ୍ଭକୁ ଆଶୀର୍ବାଦ କରିଛନ୍ତି। ସେ ଏହି ବିସ୍ତୀର୍ଣ ପ୍ରାନ୍ତର ରେ ୟିବାର ସେ ମଧ୍ଯ ଜାଣନ୍ତି। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଦୀର୍ଘ ଚାଳିଶ ବର୍ଷ ଧରି ତୁମ୍ଭର ସହାୟ ହାଇେ ଆସିଛନ୍ତି। ତୁମ୍ଭର କୌଣସି ଅଭାବ ସେ କରି ନାହାଁନ୍ତି।'"
8
"ତେଣୁ ଆମ୍ଭମାନେେ ଆମ୍ଭର ଭାତୃଗଣ ସଯେୀର ନିବାସୀ ଏଷୌମାନଙ୍କ ପାଖଦଇେ ଗଲକ୍ସ୍ଟ, ସଠାେରକ୍ସ୍ଟ ଏଲତ୍ ଓ ଇତସିୟୋନ-ଗବରେ ପଦାଭୂମିରେ ପଥଠାରକ୍ସ୍ଟ ୟାତ୍ରାକରି ସଠାେରକ୍ସ୍ଟ ଆମ୍ଭେ ଫରେି ମାୟୋବ ପ୍ରାନ୍ତର ପଥଦଇେ ୟାତ୍ରା କଲକ୍ସ୍ଟ।"
9
"ସଦାପ୍ରଭୁ ମାେତେ କହିଲେ, ' ମାୟୋବର ଲୋକମାନଙ୍କର କ୍ଷତି କର ନାହିଁ। ସମାନଙ୍କେ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କର ନାହିଁ। ମୁ ସମାନଙ୍କେର କୌଣସି ଭୂମି ତୁମ୍ଭମାନଙ୍କୁ ଦବେି ନାହିଁ। ସମାନେେ ଲୋଟର ଭବିଷ୍ଯଦ୍ ବଂଶଧର। ମୁ ସମାନଙ୍କେୁ ଆର ନଗର ସମାନଙ୍କେର ବଂଶଧର ରୂପେ ଦଇେଅଛି।'"
10
"ଅତୀତ ରେ ସହେି ସ୍ଥାନ ରେ ଏମୀଯ ଲୋକମାନେ ବାସ କରୁଥିଲେ। ସମାନେେ ଶକ୍ତିଶାଳୀ ଥିଲେ, ସମାନେେ ବହକ୍ସ୍ଟତ ସଂଖ୍ଯକ ଥିଲେ। ଏବଂ ଅନାକୀଯମାନଙ୍କ ପରି ଦୀର୍ଘକାଯ ଥିଲେ।"
11
"ଅନାକୀଯ ଲୋକମାନେ ରଫାଯୀଯମାନଙ୍କର ଏକ ଅଂଶ ଥିଲେ। ମାତ୍ର ମାଯାେବୀଯ ଲୋକମାନେ ସମାନଙ୍କେୁ ଏମୀଯ ବୋଲି କହିଲେ।"
12
"ହୋରୀଯ ଲୋକମାନେ ସଠାେରେ ପୂର୍ବେ ବାସ କରୁଥିଲେ। ମାତ୍ର ଏଷୌର ସନ୍ତାନଗଣ ସମାନଙ୍କେୁ ସଠାେରକ୍ସ୍ଟ ତଡି ଦେଲେ। ସମାନଙ୍କେୁ ବିନାଶ କଲେ ଓ ସମାନଙ୍କେ ସ୍ଥାନ ରେ ବାସ କଲେ। ଯେପରି ଇଶ୍ରାୟେଲ ସଦାପ୍ରଭୁ ଦତ୍ତ ଆପଣା ଅଧିକାର ଭୂମିରେ କଲେ।"
13
"ସଦାପ୍ରଭୁ ମାେତେ କହିଲେ, ' ସରନ୍େ ଉପତ୍ଯାକାର ସେ ପାଖକକ୍ସ୍ଟ ୟାଅ।' ତେଣୁ ଆମ୍ଭେ ସରଦେ ଉପତ୍ୟକା ପାର ହେଲକ୍ସ୍ଟ।"
14
"କାଦେଶ ବର୍ଣଯଠାେରକ୍ସ୍ଟ ସରଦେ ଉପତ୍ଯାକା ପାରହବୋ ପର୍ୟ୍ଯନ୍ତ ଆମ୍ଭକକ୍ସ୍ଟ ଅଠତିରିଶ ବର୍ଷ ଲାଗିଥିଲା। ଆମ୍ଭ ଛାଉଣି ମଧ୍ଯରକ୍ସ୍ଟ ସହେି ପୁରୁଷର ସମସ୍ତ ଯୋଦ୍ଧା ମରିଗଲେ ସହେି ସମୟ ମଧିଅରେ। ଏହା ସଦାପ୍ରଭୁଙ୍କର ପ୍ରତିଜ୍ଞା ଥିଲା।"
15
"ସଦାପ୍ରଭୁଙ୍କର ହସ୍ତ ସମାନଙ୍କେ ବିପକ୍ଷ ରେ ସମସ୍ତ ଲୋକମାନଙ୍କୁ ଧ୍ବଂଶ କରିବା ପର୍ୟ୍ଯନ୍ତ ଥିଲା।"
16
"ସମସ୍ତ ଯୋଦ୍ଧା ଲୋକମାନେ ଉଛିନ୍ନ ହାଇଗେଲା ପରେ।"
17
"ସଦାପ୍ରଭୁ ମାେତେ କହିଲେ,"
18
"'ତୁମ୍ଭେ ଆଜି ମାୟୋବର ସୀମା ଆର୍ ଦଇେ ୟିବାକକ୍ସ୍ଟ ହବେ।"
19
"ତୁମ୍ଭମାନେେ ଅମ୍ମୋନ୍ ସନ୍ତାନଗଣ ନିକଟରେ ପହଁଞ୍ଚିବ, କିନ୍ତୁ ତୁମ୍ଭମାନେେ ସମାନଙ୍କେୁ କ୍ଲେଶ ଦବେ ନାହିଁ। ସମାନଙ୍କେ ସହିତ ୟକ୍ସ୍ଟଦ୍ଧ କର ନାହିଁ। କାରଣ ତୁମ୍ଭକୁ ସେ ଦେଶ ଦବୋ ନାହିଁ। କାରଣ ସେ ମାନେ ହେଉଛନ୍ତି ଲୋଟର ବଂଶଧର। ଆମ୍ଭେ ସମାନଙ୍କେୁ ଏହିଦେଶ ଦଇେଅଛୁ।'"
20
"ସହେିଦେଶ ରଫାଯୀଯମାନଙ୍କ ଦେଶଭାବେ ଜଣାଶକ୍ସ୍ଟଣା। ଅତୀତ ରେ ରଫାଯୀଯମାନେ ସଠାେରେ ବାସ କରୁଥିଲେ। ଅମ୍ମାନେ ଲୋକମାନେ ସମାନଙ୍କେୁ ସମ୍ସକ୍ସ୍ଟମ୍ମୀଯ ବୋଲି କହକ୍ସ୍ଟଥିଲେ।"
21
"ସଠାେରେ ବହୁସଂଖ୍ୟକ ଶକ୍ତିଶାଳୀ ସମ୍ସୁମ୍ମୀୟମାନେ ବାସ କରୁଥିଲେ। ସମାନେେ ବହକ୍ସ୍ଟତ ଡେଙ୍ଗା ଓ ଅନାକୀଯମାନଙ୍କ ପରି ଦୀର୍ଘକାଯ ଲୋକଥିଲେ। କିନ୍ତୁ ସଦାପ୍ରଭୁ ଅେମ୍ମାନୀୟ ଲୋକମାନଙ୍କୁ ସଦାଯ ହେଲେ ସମ୍ସକ୍ସ୍ଟମ୍ମୀଯମାନଙ୍କୁ ବିନାଶ କରିବା ପାଇଁ। ଅେମ୍ମାନୀୟ ଲୋକମାନେ ସମ୍ସକ୍ସ୍ଟମ୍ମୀଯ ଲୋକମାନଙ୍କୁ ଅଧିକାର ଚକ୍ସ୍ଟ୍ଯତ କରି ସହେିଠା ରେ ବାସ କଲେ। ଏବଂ ସହେିଠା ରେ ଏବେ ମଧ୍ଯ ବାସ କରୁଛନ୍ତି।"
22
"ପରମେଶ୍ବର ସଯେୀର ନିବାସୀ ଏଷୌ ସନ୍ତାନଗଣ ନିମନ୍ତେ ଠିକ୍ ସହେିପରି କରିଥିଲେ। ଅର୍ଥାତ୍ ସମାନଙ୍କେ ସମ୍ମକ୍ସ୍ଟଖରକ୍ସ୍ଟ ହୋରୀଯମାନଙ୍କୁ ବିନଷ୍ଟ କଲେ। ତହିଁରେ ସମାନେେ ସମାନଙ୍କେୁ ଅଧିକାରଚକ୍ସ୍ଟ୍ଯତ କରି ଆଜି ପର୍ୟ୍ଯନ୍ତ ସହେିଠା ରେ ବାସ କରୁଛନ୍ତି।"
23
"ପରମେଶ୍ବର ଠିକ୍ ସହେିପରି ମଧ୍ଯ କରିଥିଲେ। କପତାରେୀୟମାନଙ୍କ ପ୍ରତି ଅଦ୍ଦୀଯ ଲୋକମାନେ ଘାସା ନିକଟବର୍ତ୍ତୀ ସହର ରେ ବାସ କରୁଥିଲେ। କିନ୍ତୁ କପତାରେୀୟ ଲୋକେ ଅଦ୍ଦୀଯମାନଙ୍କୁ ଧ୍ବଂସ କଲେ। ସହେି କପତାରେୀୟ ଲୋକମାନେ ସମାନଙ୍କେଠାରକ୍ସ୍ଟ ଅଧିକାର ଛିନ୍ନ କରି ସଠାେରେ ଏବେ ପର୍ୟ୍ଯନ୍ତ ବାସ କରୁଛନ୍ତି।"
24
"ସଦାପ୍ରଭୁ ମାେତେ କହିଲେ, 'ଅର୍ଣୋନ ଇପତ୍ଯାକା ପାର ହବୋପାଇଁ ପ୍ରସ୍ତକ୍ସ୍ଟତ ହକ୍ସ୍ଟଅ। ଆମ୍ଭେ ହିଷବୋନର ରାଜା ଇ ମାରେୀଯ ସୀହାନକେୁ ଓ ତାଙ୍କ ଦେଶକକ୍ସ୍ଟ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କଲକ୍ସ୍ଟ। ତେଣୁ ତାଙ୍କ ସହିତ ୟକ୍ସ୍ଟଦ୍ଧ କର ଓ ତାଙ୍କର ଦେଶ ଅଧିକାର କର।"
25
"ଆଜି ଆମ୍ଭେ ସବୁଆଡେ ସମସ୍ତଙ୍କ ମନ ରେ ତକ୍ସ୍ଟମ୍ଭ ବିଷଯ ରେ ଭୟ ସୃଷ୍ଟି କରିବକ୍ସ୍ଟ। ସମାନେେ ଏହି ଖବର ପାଇଲା ମାତ୍ ରେ ସମାନେେ ବହକ୍ସ୍ଟତ ଭୟ କରିବେ ଓ ଭୟ ରେ ଥରିବେ।'"
26
"ଯେତବେେଳେ ଆମ୍ଭେ କଦମୋେତ୍ ପ୍ରାନ୍ତରରକ୍ସ୍ଟ ହିଷବୋନର ରାଜା ସୀହାନେ ନିକଟକକ୍ସ୍ଟ ଦୂତଦ୍ବାରା ଶାନ୍ତିବାର୍ତ୍ତା ପଠାଇଲି। ସମାନେେ କହିଲେ,"
27
"'ତକ୍ସ୍ଟମ୍ଭ ଦେଶ ଦଇେ ଆମ୍ଭକକ୍ସ୍ଟ ୟିବାକକ୍ସ୍ଟ ଦିଅ। ଆମ୍ଭେ ବାଟେ ବାଟେ ୟିବକ୍ସ୍ଟ, ବାମକକ୍ସ୍ଟ କିଅବା ଦକ୍ଷିଣକକ୍ସ୍ଟ ୟିବକ୍ସ୍ଟ ନାହିଁ।"
28
"ଆମ୍ଭେ ତକ୍ସ୍ଟମ୍ଭ ଦେଶ ରେ ଯେଉଁ ଖାଦ୍ୟ ଖାଇବକ୍ସ୍ଟ ଓ ପାନୀଯ ପିଇବକ୍ସ୍ଟ, ସେଥିପାଇଁ ଆମ୍ଭେ ତୁମ୍ଭକୁ ରୂପାର ମୂଲ୍ଯ ଦବେକ୍ସ୍ଟ। ତକ୍ସ୍ଟମ୍ଭ ଦେଶ ମଧିଅରେ ଆମ୍ଭେ କବଳେ ପଦାଚାରଣ କରି ୟିବକ୍ସ୍ଟ।"
29
"ଆମ୍ଭେ ୟର୍ଦ୍ଧନ ନଦୀ ପାର ହବୋ ପର୍ୟ୍ଯନ୍ତ ତକ୍ସ୍ଟମ୍ଭ ଦେଶ ମଧ୍ଯ ଦଇେ ୟିବାକକ୍ସ୍ଟ ଦିଅ। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଆମ୍ଭକକ୍ସ୍ଟ ଯେଉଁ ଦେଶ ଦଇେଛନ୍ତି, ସେ ଦେଶକକ୍ସ୍ଟ ୟିବାପାଇଁ ଆମ୍ଭକକ୍ସ୍ଟ ତକ୍ସ୍ଟମ୍ଭ ଦେଶ ଦଇେ ୟିବାକକ୍ସ୍ଟ ଦିଅ। ଅନ୍ୟ ଲୋକମାନେ ଓ ଆଉ ନିବାସୀ ମାୟୋବୀଯମାନେ ଯଥା ଏଷୌର ସନ୍ତାନଗଣ ଆମ୍ଭମାନଙ୍କୁ ଯେପରି ୟିବାକକ୍ସ୍ଟ ଦଇେଛନ୍ତି, ସହେିପରି ତୁମ୍ଭମାନେେ ଆମ୍ଭମାନଙ୍କୁ ତକ୍ସ୍ଟମ୍ଭ ଦେଶ ଦଇେ ୟିବାକକ୍ସ୍ଟ ଦିଅ।'"
30
"କିନ୍ତୁ ହିଷ୍ବୋନ୍ର ରାଜା ସୀହାନ୍େ ତାଙ୍କ ଦେଶ ମଧ୍ଯ ଦଇେ ଆମ୍ଭମାନଙ୍କୁ ୟିବାକକ୍ସ୍ଟ ଦେଲେ ନାହିଁ। ସଦାପ୍ରଭୁ ତୁମ୍ଭର ପରମେଶ୍ବର ତାଙ୍କର ହୃଦଯ କଠିନ କରାଇଲେ। ସଦାପ୍ରଭୁ ଏପରି କଲେ, ତୁମ୍ଭମାନେେ ସୀହାନକେୁ ପରାସ୍ତ କରିପାରିବ, ଏବଂ ଆଜି ଆମ୍ଭେ ଜାଣିଲକ୍ସ୍ଟ ବାସ୍ତବ ରେ କ'ଣ ସବୁ ଘଟିଲା।"
31
"ସଦାପ୍ରଭୁ ମାେତେ କହିଲେ, 'ଆମ୍ଭେ ସିୟୋନ ଏବଂ ତାଙ୍କର ରାଜାଙ୍କକ୍ସ୍ଟ ସମର୍ପଣ କରିବା। ବର୍ତ୍ତମାନ ୟାଅ ସହେି ଦେଶକକ୍ସ୍ଟ ଅଧିକାର କର!'"
32
"ଏହାପରେ ରାଜା ସୀହାନେ ଏବଂ ତାଙ୍କର ସମସ୍ତ ଲୋକେ ଆମ୍ଭ ସହିତ ୟକ୍ସ୍ଟଦ୍ଧ କରିବାକୁ ୟହସ ନାମକ ସ୍ଥାନକକ୍ସ୍ଟ ବାହାରି ଆସିଲେ।"
33
"କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଆମ୍ଭମାନଙ୍କ ହସ୍ତ ରେ ସମାନଙ୍କେୁ ସମର୍ପଣ କଲେ, ଆମ୍ଭମାନେେ ରାଜା ସିୟୋନକକ୍ସ୍ଟ, ତାଙ୍କର ପକ୍ସ୍ଟତ୍ରମାନଙ୍କୁ ଏବଂ ତାଙ୍କର ସମସ୍ତ ଲୋକମାନଙ୍କୁ ପରାସ୍ତ କଲକ୍ସ୍ଟ।"
34
"ସେ ସମୟରେ ରାଜା ସୀହାନଙ୍କେର ସମସ୍ତ ସହର ଓ ସମସ୍ତ ନଗରମାନଙ୍କୁ ହସ୍ତଗତ କଲକ୍ସ୍ଟ ଏବଂ ନଗରବାସୀ ସ୍ତ୍ରୀ ଓ ବାଳକ ସମତେ ସମସ୍ତ ଲୋକମାନଙ୍କୁ ବଧ କଲକ୍ସ୍ଟ। କାହାରିକକ୍ସ୍ଟ ଜୀବିତ ରଖିଲକ୍ସ୍ଟ ନାହିଁ।"
35
"ଆମ୍ଭମାନେେ କବଳେ ପଶକ୍ସ୍ଟଗଣଙ୍କକ୍ସ୍ଟ ଓ ଯେଉଁ ଯେଉଁ ନଗର ହସ୍ତଗତ କଲକ୍ସ୍ଟ ତାହାର ସବୁ ଲକ୍ସ୍ଟଟିତ ଦ୍ରବ୍ଯ ଆମ୍ଭମାନେେ ନିଜ ନିଜ ପାଇଁ ଗ୍ରହଣ କଲକ୍ସ୍ଟ।"
36
"ଅର୍ନୋନ ଉପତ୍ୟକା ନିକଟସ୍ଥ ଆରୋଯରଠାେରକ୍ସ୍ଟ ଏବଂ ଉପତ୍ୟକାର ମଧ୍ଯବତ୍ତୀଠାରକ୍ସ୍ଟ ଗୀଲିଯଦ ପର୍ୟ୍ଯନ୍ତ, ଏହି ନଗର ହିଁ ଆମ୍ଭମାନଙ୍କର ଶକ୍ତିର ଅତିରିକ୍ତ ନଥିଲା। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଆମ୍ଭ ସମ୍ମକ୍ସ୍ଟଖ ରେ ସବୁ ସମର୍ପଣ କଲେ।"
37
"କବଳେ ଅମ୍ମାନେ-ସନ୍ତାନଗଣଙ୍କ ଦେଶ ଅର୍ଥାତ ୟଦ୍ଦୋଶ ନଦୀର ପାଶର୍ବସ୍ଥ ପ୍ରଦେଶ ଓ ପର୍ବତମଯ ସକଳ ନଗର ପ୍ରଭୃତି ଯେଉଁ ଦେଶ ବିଷଯ ରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ନିଷଧେ କରିଥିଲେ, ତହିଁ ନକଟକକ୍ସ୍ଟ ତୁମ୍ଭମାନେେ ୟାଅ ନାହିଁ।"
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 3 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34