bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Ecclesiastes 8
Ecclesiastes 8
Odia - 1840
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 9 →
1
"ଜ୍ଞାନବାନ୍ କଥାକୁ ଯେପରି ବୁଝେ ଓ ବ୍ଯାଖ୍ଯା କରେ ତାଙ୍କ ପରି ଆଉ କହେି କରିପାରିବେ ନାହିଁ। ତା'ର ଜ୍ଞାନ ତାହାକୁ ଖୁସି କରାଏ ଏବଂ ଏହା ଦୁଃଖିତ ମୁଖକୁ ଖୁସି କରାଏ।"
2
"ମୁଁ ତୁମ୍ଭକୁ ପରାମର୍ଶ ଦେଉଛି ତୁମ୍ଭେ ସର୍ବଦା ରାଜାଆଜ୍ଞା ପାଳନ କର। ତୁମ୍ଭେ ଏପରି କର କାରଣ ତୁମ୍ଭେ ପରମେଶ୍ବରଙ୍କଠା ରେ ତାହା କରିବାକୁ ପ୍ରତିଜ୍ଞା କରିଅଛ।"
3
"ଭୟ କର ନାହିଁ, ତାଙ୍କର ଉପସ୍ଥିତି ରେ ବାହାରି ୟାଅ, ବିଳମ୍ବ କର ନାହିଁ ଯେତବେେଳେ ବାଣିଜ୍ଯ ମନ୍ଦ ଅଟେ। ମନରେଖ ରାଜା ଯାହା ଚାହିଁବେ ତାଙ୍କ ଇଚ୍ଛା ରେ କରିବେ।"
4
"ରାଜାଙ୍କର ଆଦେଶ ଦବୋ ପାଇଁ କ୍ଷମତା ଅଛି। କ'ଣ କରିବାକୁ ହବେ, ତାଙ୍କୁ କହେି କହିପାରିବେ ନାହିଁ ।"
5
"ଯେଉଁ ବ୍ଯକ୍ତି ଆଦେଶକୁ ମାନେ କୌଣସି ବିପଦକୁ ଜାଣିବ ନାହିଁ। ଜଣେ ଜ୍ଞାନୀଲୋକ ସମୟ ଏବଂ କ'ଣ ଠିକ୍ ତା'ର ଉପାଯ ଜାଣେ।"
6
"ସମସ୍ତ ବିଷଯ ରେ ଉପୟୁକ୍ତ ସମୟ ଏବଂ ଠିକ୍ ରାସ୍ତା ଅଛି। କିନ୍ତୁ ଲୋକମାନେ ପ୍ରାଯ ଅନକେ କଷ୍ଟ ପାଆନ୍ତି।"
7
"ଏବଂ ସେ ଜାଣେ ନାହିଁ କ'ଣ ଘଟିବାକୁ ଯାଉଛି। କାରଣ କହେି କହି ପାରିବେ ନାହିଁ ଭବିଷ୍ଯତ ରେ କ'ଣ ହବେ।"
8
"କୌଣସି ଲୋକର କ୍ଷମତା ନାହିଁ ଯେ, ଆତ୍ମାକୁ ୟିବା ସମୟରେ ଅଟକାଇ ପାରିବ। କହେି ମୃତ୍ଯୁକୁ ଅଟକାଇ ପାରିବ ନାହିଁ। ୟୁଦ୍ଧ ସମୟରେ ଜଣେ ସୈନିକ ତା'ର ମନଇଚ୍ଛା କୌଣସି ସ୍ଥାନକୁ ୟାଇପାରିବ ନାହିଁ। ଠିକ୍ ସହେିପରି ଯଦି ଜଣେ ମନୁଷ୍ଯ କୁକର୍ମ କରେ, ସହେି କୁକର୍ମରୁ ସେ ରକ୍ଷା ପାଇବ ନାହିଁ।"
9
"ମୁଁ ଏହିସବୁ ଦେଖିଛି ଯାହା ସୂର୍ୟ୍ଯ ତଳେ କରାୟାଏ, ଏବଂ ମୁଁ ଏ ବିଷଯ ରେ ଗଭୀର ଭାବରେ ଚିନ୍ତା କରିଛି। କବେେ କବେେ ଏକ ମନୁଷ୍ଯର ଅନ୍ୟ ଉପ ରେ ତାହାର କ୍ଷତି କରିବା ନିମନ୍ତେ କ୍ଷମତା ଥାଏ।"
10
"ତା'ପ ରେ ମୁଁ ଦେଖିଲି ଦୁଷ୍ଟ ଲୋକମାନଙ୍କୁ ଆଡ଼ମ୍ବରପୂର୍ଣ୍ଣ ଅନ୍ତିମ ସଂସ୍କାର ଦିଆଗଲା। ସମାନଙ୍କେୁ ପବିତ୍ର ସ୍ଥାନକୁ ନିଆଗଲା ଓ ସଂସ୍କାର କରାଗଲା। ଏବଂ ଯେଉଁମାନେ ଏହା କଲେ ସହର ରେ ପ୍ରଂଶସିତ ହାଇେଥିଲେ। ଏହା ମଧ୍ଯ ଅର୍ଥହୀନ।"
11
"ବେଳେ ବେଳେ ଲୋକମାନେ ତାଙ୍କର କୁକର୍ମ ପାଇଁ ହଠାତ୍ ଦଣ୍ଡିତ ହୁଅନ୍ତି ନାହିଁ। ସମାନଙ୍କେର ଦଣ୍ଡ ବିଳମ୍ବ ରେ ପ୍ରାପ୍ତ ହୁଏ। ଏହା ଅନ୍ୟମାନଙ୍କୁ କୁକର୍ମ କରିବାକୁ ଉତ୍ସାହିତ କରାଏ।"
12
"ଯଦିଓ ପାପୀ ଶତବାର ଦୁଷ୍କର୍ମ କରେ, ସେ ଦୀର୍ଘଦିନ ବଞ୍ଚେ। ତଥାପି ମୁଁ ନିଶ୍ଚଯ ସମାନଙ୍କେୁ ଜାଣେ ଯେଉଁମାନେ ପରମମେଶ୍ବରଙ୍କୁ ସମ୍ମାନ କରନ୍ତି। ନିଶ୍ଚିତ ରେ ସମାନେେ ଉନ୍ନତି କରିବେ।"
13
"ମାତ୍ର ଦୁଷ୍ଟର ମଙ୍ଗଳ ହବେ ନାହିଁ। କିଅବା ସେ ଆପଣା ଛାଯା ସ୍ବରୂପ ପରମାଯୁ ବୃଦ୍ଧି କରିପାରିବ ନାହିଁ। କାରଣ ସେ ପରମେଶ୍ବରଙ୍କୁ ଭୀତ କରେ ନାହିଁ।"
14
"ପୃଥିବୀ ରେ ଏହି ଗୋଟିଏ ଅସାରତା ସାଧିତ ହୁଏ। କବେେ କବେେ ଧାର୍ମିକମାନଙ୍କୁ ଏପରି ବ୍ଯବହାର କରାୟାଏ, ସତେ ଯେପରି ସମାନେେ ଦୁଷ୍ଟ ଭାବରେ କାର୍ୟ୍ଯ କରିଛନ୍ତି। ସମୟ ସମୟରେ ଦୁଷ୍ଟ ଲୋକମାନଙ୍କୁ ଏମିତି ବ୍ଯବହାର କରାୟାଏ, ସତେ ଯେପରି ସମାନେେ ନ୍ଯାଯୋଚିତ କାର୍ୟ୍ଯ କରିଛନ୍ତି। ତା'ପ ରେ ମୁଁ କହିଲି, ଏହା ଅସାର ଅଟେ।"
15
"ତେଣୁ ମୁଁ ନିଷ୍ପତ୍ତି କଲି, ଜୀବନକୁ ଉପ ଭୋଗ କରିବା ଅଧିକ ଗୁରୁତ୍ବପୂର୍ଣ୍ଣ। କାରଣ ଭୋଜନପାନ ଓ ଆନନ୍ଦ କରିବା ଅପେକ୍ଷା ସୂର୍ୟ୍ଯତଳେ ମନୁଷ୍ଯ ପ୍ରତି ଆଉ କୌଣସି ଉତ୍ତମ ବିଷଯ ନାହିଁ। କାରଣ ସମାନଙ୍କେ ଜୀବନକାଳ ମଧିଅରେ ଯେଉଁମାନେ କଠିନ ପରିଶ୍ରମ କରନ୍ତି, ତାହା ହେଉଛି ଗୋଟିଏ ଜିନିଷ ଯାହାକି ସମାନଙ୍କେୁ ସାହାୟ୍ଯ କରେ।"
16
"ଯେତବେେଳେ ମୁଁ ଜ୍ଞାନର ତତ୍ତ୍ବ ଜାଣିବାକୁ ଓ ପୃଥିବୀ ରେ ଘଟୁଥିବା କାର୍ୟ୍ଯ ଦେଖିବାକୁ ମନୋୟୋଗ କଲି। ଏଇ ଦିନ ରେ ମୁଁ ନ ଶାଇେ ଦିନରାତି କାମ କଲି।"
17
"ସେତବେେଳେ ମୁଁ ପରମେଶ୍ବରଙ୍କର ସକଳ କାର୍ୟ୍ଯ ବିଷଯ ଦେଖିଲି, ମୁଁ ଦେଖିଲି ଯେ, ମନୁଷ୍ଯ ସୂର୍ୟ୍ଯ ତଳେ ଯାହା ଘଟେ ବୁଝିପା ରେ ନାହିଁ। କାରଣ ସେ ଏହା ବୁଝିବା ପାଇଁ ଯେତେ କଠିନ କାର୍ୟ୍ଯ କଲେ ମଧ୍ଯ ସେ ତାହା ବୁଝିବାକୁ ସକ୍ଷମ ହବେେ ନାହିଁ। ଏବଂ ଯଦି ଜଣେ ଜ୍ଞାନୀ ଲୋକ, ସେ ବୁଝିଛି ବୋଲି କ ହେ, ପ୍ରକୃତ ରେ ସେ ବୁଝି ନ ଥାଏ।"
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 9 →
All chapters:
1
2
3
4
5
6
7
8
9
10
11
12