bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Ezekiel 44
Ezekiel 44
Odia - 1840
← Chapter 43
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 45 →
1
"ତା'ପ ରେ ସେ ମାେତେ ପବିତ୍ର ସ୍ଥାନର ପୂର୍ବାଭିମୁଖ ବାହାର ଫାଟକ ବାଟରେ ଫରୋଇ ଆଣିଲେ।"
2
"ତା'ପ ରେ ସଦାପ୍ରଭୁ ମାେତେ କହିଲେ, ଏହି ଫାଟକ ବନ୍ଦ ରହିବ। ତାହା ମୁକ୍ତ ହବେ ନାହିଁ କିମ୍ବା କୌଣସି ମନୁଷ୍ଯ ତାହାଦଇେ ପ୍ରବେଶ କରିବ ନାହିଁ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ତାହାଦଇେ ପ୍ରବେଶ କରିଅଛନ୍ତି, ଏଥିପାଇଁ ତାହା ବନ୍ଦ ରହିବ।"
3
"କବଳେ ଅଧିପତି ସଦାପ୍ରଭୁଙ୍କ ସମ୍ମୁଖ ରେ ଆହାର କରିବା ପାଇଁ ତହିଁ ମଧିଅରେ ବସିବେ। ସେ ଦ୍ବାରର ବାରଣ୍ଡା ପଥଦଇେ ପ୍ରବେଶ କରିବେ ଓ ସହେି ପଥଦଇେ ବାହାରିଯିବେ।"
4
"ତା'ପ ରେ ସେ ମାେତେ ଉତ୍ତର ଦ୍ବାର ଦଇେ ସଦାପ୍ରଭୁଙ୍କ ମନ୍ଦିର ସମ୍ମୁଖକୁ ଆଣିଲେ। ତା'ପ ରେ ମୁଁ ଦୃଷ୍ଟିପାତ କରି ଦେଖିଲି ସଦାପ୍ରଭୁଙ୍କ ମନ୍ଦିର ସଦାପ୍ରଭୁଙ୍କ ମହିମା ରେ ପରିପୂର୍ଣ୍ଣ ଥିଲା। ତେଣୁ ମୁଁ ଭୂମିକୁ ଛୁଇଁ ପ୍ରଣାମ କଲି।"
5
"ପୁଣି ସଦାପ୍ରଭୁ ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ସଦାପ୍ରଭୁଙ୍କ ମନ୍ଦିରର ସକଳ ବିଧି ଓ ତହିଁର ସକଳ ବ୍ଯବସ୍ଥା ବିଷଯ ରେ ଯାହା ଯାହା ମୁଁ ତୁମ୍ଭକୁ କହିଅଛୁ, ତୁମ୍ଭେ ମନୋୟୋଗ ସହକା ରେ ଧ୍ଯାନ ଦିଅ, ଦେଖ ଓ ଶୁଣ। ଆଉ ମନ୍ଦିର ରେ ପ୍ରବେଶ ଓ ପ୍ରସ୍ଥାନ ଉତ୍ତମରୂପେ ଅନୁଧ୍ଯାନ କର।"
6
"ଆଉ ଇଶ୍ରାୟେଲର ଅବଜ୍ଞାକାରୀଙ୍କୁ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି। ହେ ଇଶ୍ରାୟେଲ ବଂଶ, ତୁମ୍ଭମାନେେ କରିଥିବା ଘୃଣ୍ଯକର୍ମ ତୁମ୍ଭମାନଙ୍କର ୟଥେଷ୍ଟ ହାଇେଛି।"
7
"କାରଣ ତୁମ୍ଭମାନେେ ଶାରୀରିକ ଓ ହୃଦଯ ରେ ଅସୁନ୍ନତ ବିଦେଶୀମାନଙ୍କୁ ମାରେ ମନ୍ଦିର ଅଗଣାକୁ ଆଣିଲେ ଓ ମାରେ ମନ୍ଦିରକୁ ଅପବିତ୍ର କଲ। ତୁମ୍ଭମାନେେ ମାରେ ଖାଦ୍ୟ ତିଆରି କଲ, ମଦେ ଏବଂ ରକ୍ତକୁ ଅପବିତ୍ର କଲ। ଯେ ହତେୁ ତୁମ୍ଭମାନେେ ସଗେୁଡ଼ିକ ଉତ୍ସର୍ଗ କରୁଥିଲ। ତୁମ୍ଭମାନେେ, ତୁମ୍ଭମାନଙ୍କ ସହିତ ହାଇେଥିବା ମାରେନିଯମ ଭଙ୍ଗ କଲ।"
8
"ପୁଣି ତୁମ୍ଭମାନେେ ମାରେ ପବିତ୍ର ବସ୍ତୁଗୁଡ଼ିକର ଯତ୍ନ ନବୋକୁ ଧ୍ଯାନ ଦଇେ ନାହଁ। ଏବଂ ତୁମ୍ଭମାନେେ ବିଦେଶୀଯମାନଙ୍କ ହସ୍ତ ରେ ପବିତ୍ର ସ୍ଥାନ ରକ୍ଷାର ଦାଯିତ୍ବ ଦଇେଅଛ।'"
9
"ସଦାପ୍ରଭୁ, ମାରେ ପ୍ରଭୁ ସଦାପ୍ରଭୁ ଏହା କହନ୍ତି, ଇଶ୍ରାୟେଲ ସନ୍ତାନମାନଙ୍କ ମଧିଅରେ ଯେଉଁ ବିଦେଶୀଯମାନେ ଅଛନ୍ତି ସମାନଙ୍କେ ମଧ୍ଯରୁ ଶାରୀରିକ ବା ହୃଦଯ ରେ ଅସୁନ୍ନତ କୌଣସି ବିଦେଶୀଯ ଲୋକ ମାେ ପବିତ୍ର ମନ୍ଦିର ରେ ପ୍ରବେଶ କରିବ ନାହିଁ।"
10
"ଯେତବେେଳେ ଇଶ୍ରାୟେଲ ମାଠାରୁେ ବିପଥଗାମୀ ହେଲେ, ଲବେୀୟମାନେ ମାଠାରୁେ ଦୂ ରଇେ ଗଲେ ଏବଂ ୟିଏ ମୂର୍ତ୍ତି ପୂଜାର ପ୍ରଥା ଅନୁସରଣ କଲେ, ସମାନେେ ସମାନଙ୍କେର ପାପ ପାଇଁ ଦଣ୍ଡ ବହନ କରିବେ।"
11
"ଲବେୀୟମାନେ ମାରେ ପବିତ୍ରସ୍ଥାନ ସବୋ କରିବା ପାଇଁ ବଚ୍ଛା ୟାଇଥିଲେ। ସମାନେେ ମନ୍ଦିରର ଫାଟକଗୁଡ଼ିକ ଜଗିଲେ। ସମାନେେ ମନ୍ଦିର ରେ ସବୋ କଲେ। ସମାନେେ ବଳିଦାନ ପାଇଁ ପଶୁଗୁଡ଼ିକ ମାରିଲେ ଏବଂ ଲୋକମାନଙ୍କ ପାଇଁ ହାମେପଳି କଲେ। ସମାନେେ ଲୋକମାନଙ୍କୁ ସାହାୟ୍ଯ କରିବା ପାଇଁ ଏବଂ ସମାନଙ୍କେୁ ସବୋ କରିବା ପାଇଁ ବଛା ୟାଇଥିଲେ।"
12
"କିନ୍ତୁ ସମାନେେ ସମାନଙ୍କେର ପ୍ରତିମାଗଣଙ୍କୁ ପୂଜା କଲେ, ସେଥିପାଇଁ ଇଶ୍ରାୟେଲର ଲୋକମାନଙ୍କର ଝୁଣ୍ଟି ପଡ଼ିବାର ଓ ପାପର କାରଣ ହେଲା। ଏଣୁ, ମୁଁ ସମାନଙ୍କେ ବିରୁଦ୍ଧ ରେ ପ୍ରତିଜ୍ଞା କରୁଛି: ' ସମାନେେ ସମାନଙ୍କେର ପାପ ପାଇଁ ଦଣ୍ଡ ବୋହିବେ।' ସଦାପ୍ରଭୁ, ମାରେ ପ୍ରଭୁ ଏହା କହନ୍ତି।"
13
"ପୁଣି ସମାନେେ ମାରେ ଯାଜକମାନଙ୍କ ପରି ମାରେ ନିକଟକୁ ବଳିଦାନ ଆଣିବେ ନାହିଁ। ସମାନେେ ମାରେ ଦ୍ରବ୍ଯଗୁଡ଼ିକ ମଧ୍ଯରୁ କୌଣସି ପବିତ୍ର ଦ୍ରବ୍ଯ ନିକଟକୁ କିମ୍ବା ଅତି ପବିତ୍ର ଦ୍ରବ୍ଯଗୁଡ଼ିକ ନିକଟକୁ ଆସିବେ ନାହିଁ। କିନ୍ତୁ ସମାନେେ ନିଜର ଭୟଙ୍କର ପାପଗୁଡ଼ିକ ପାଇଁ ଅପମାନ ସହ୍ଯ କରିବେ।"
14
"ତଥାପି ମନ୍ଦିରର ସବୋକାର୍ୟ୍ଯ ପାଇଁ ଓ ତାହା ମଧିଅରେ ସମସ୍ତ କାର୍ୟ୍ଯ କରିବା ପାଇଁ ମନ୍ଦିରର ଯତ୍ନ ନବୋକୁ ମୁଁ ସମାନଙ୍କେୁ ନିୟୁକ୍ତ କରିବି।"
15
"କିନ୍ତୁ ସମସ୍ତ ଲବେୀୟ ଯାଜକଗଣ, ସାଦୋକର ଭବିଷ୍ଯତ ବଂଶଧରଗଣ ଯେଉଁମାନେ ମାରେ ପବିତ୍ର ସ୍ଥାନ ନିଯମ ଅନୁସରଣ କଲେ, ଯେତବେେଳେ ଇଶ୍ରାୟେଲୀୟମାନେ ମାଠାରୁେ ବିପଥଗାମୀ ହେଲେ, ସମାନେେ ମାେ ପାଖକୁ ସବୋ କରିବା ପାଇଁ ଆସିବାକୁ ସମର୍ଥ ହବେ। ସମାନେେ ମାେ ଉଦ୍ଦେଶ୍ଯ ରେ ମଦେ ଓ ରକ୍ତ ବଳିଦାନ ହାଇେଥିବା ପଶୁମାନଙ୍କର ଉତ୍ସର୍ଗ କରିବା ନିମନ୍ତେ ମାେ ସମ୍ମୁଖ ରେ ଠିଆ ହବେ। ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।"
16
" ସମାନେେ ମାରେ ପବିତ୍ର ସ୍ଥାନ ରେ ପ୍ରବେଶ କରିବେ। ସମାନେେ ମାେତେ ସବୋ କରିବା ପାଇଁ ମାେ ମଜେ ନିକଟକୁ ଆସିବେ ଓ ସମାନେେ ମାରେ ସବୋ ରେ ଯତ୍ନଶୀଳ ହବେ।"
17
"ଯେତବେେଳେ ସମାନେେ ଭିତର ପ୍ରାଙ୍ଗଣର ଫାଟକ ନିକଟକୁ ଆସନ୍ତି, ସମାନେେ ନାଇଲନ୍ ପୋଷାକ ପିନ୍ଧିବେ, ଯେତବେେଳେ ସମାନେେ ମନ୍ଦିରର ଭିତର ପ୍ରାଙ୍ଗଣର ସବୋ କରନ୍ତି, ସମାନେେ ନିଶ୍ଚଯ ପଶମ ବସ୍ତ୍ର ପରିଧାନ କରିବେ ନାହିଁ।"
18
"ସମାନଙ୍କେ ମସ୍ତକରେ ମସିନା ବସ୍ତ୍ରର ପଗଡ଼ି ଓ କଟି ଦେଶ ରେ ମସିନା ବସ୍ତ୍ରର ଜଙ୍ଘିଆ ଥିବ। ସ୍ବଦେ ଜାତ ହେଲାଭଳି କୌଣସି ପୋଷାକ ସମାନେେ ପିନ୍ଧିବେ ନାହିଁ।"
19
"ପୁଣି ସମାନେେ ବାହାର ପ୍ରାଙ୍ଗଣ ରେ ଲୋକମାନଙ୍କ ନିକଟକୁ ୟିବା ପୂର୍ବରୁ, ସମାନେେ ଉପାସନା ସମୟରେ ବ୍ଯବହୃତ ବସ୍ତ୍ର କାଢ଼ି ଦବୋ ଉଚିତ୍ ଏବଂ ପବିତ୍ର କଠାେରୀ ରେ ସଗେୁଡ଼ିକୁ ରଖିବେ। ଲୋକମାନେ ଯେପରି ସହେି ପବିତ୍ର ବସ୍ତ୍ର ନ ଛୁଇଁବେ, ସେଥିପାଇଁ ସମାନେେ ଅନ୍ୟ ବସ୍ତ୍ର ପରିଧାନ କରିବେ।"
20
"ଏହି ଯାଜକଗଣ ସମାନଙ୍କେର ମସ୍ତକ ନିଶ୍ଚଯ କ୍ଷୌର କରିବେ ନାହିଁ। କିମ୍ବା ସମାନଙ୍କେର କେଶକୁ ଲମ୍ବା ହବୋକୁ ଦବେେ ନାହିଁ। ସମାନେେ କବଳେ ସମାନଙ୍କେର କେଶ କର୍ତ୍ତନ କରିବା ଉଚିତ୍।"
21
"କୌଣସି ଯାଜକ ଭିତର ପ୍ରାଙ୍ଗଣ ରେ ପ୍ରବେଶ କରିବା ସମୟରେ ଦ୍ରାକ୍ଷାରସ ପାନ କରିବେ ନାହିଁ।"
22
"ପୁଣି ସମାନେେ ବିଧବା କିମ୍ବା ସ୍ବାମୀ ପରିତ୍ଯକ୍ତା ସ୍ତ୍ରୀକୁ ବିବାହ କରିବେ ନାହିଁ। ସମାନେେ ଇଶ୍ରାୟେଲ ବଂଶଜାତ ଅନୁଢ଼ା କୁମାରୀ କିମ୍ବା ମୃତ ଯାଜକର ବିଧବାକୁ ବିବାହ କରିବେ।"
23
"ଆଉ ମଧ୍ଯ ଯାଜକମାନେ ମାରେ ଲୋକମାନଙ୍କୁ ପବିତ୍ର କି ଅପବିତ୍ର ଆଉ ଶୁଚି ଓ ଅଶୁଚି ମଧିଅରେ ପ୍ରଭଦେ ଶିଖାଇବେ।"
24
"ବିବାଦ ଉପସ୍ଥିତ ହେଲେ ସମାନେେ ବିଚାରପତି ଭାବରେ ବିଚାର କରିବେ। ମାରେ ସମସ୍ତ ଶାସନ ବିଧି ଅନୁସାରେ ସମାନେେ ବିଚାର ନିଷ୍ପତ୍ତି କରିବେ ଏବଂ ସମାନେେ ମାରେ ନିରୂପିତ ସମସ୍ତ ପର୍ବ ରେ ମାରେ ବ୍ଯବସ୍ଥା ଓ ମାରେ ବିଧିସବୁ ପାଳନ କରିବେ। ଆଉ ସମାନେେ ମାରେ ବିଶ୍ରାମ ଦିନଗୁଡ଼ିକ ପବିତ୍ର ରଖିବା ଉଚିତ୍।"
25
"କାରଣ ସମାନେେ ଅଶୁଚି କରିବା ପାଇଁ କୌଣସି ମୃତ ଲୋକ ଶବ ନିକଟକୁ ଆସିବେ ନାହିଁ। କିନ୍ତୁ ସମାନେେ ନିଜର ପିତା, ମାତା, ପୁତ୍ର, କନ୍ଯା, ଭ୍ରାତା କିମ୍ବା ଅବିବାହିତା ଭଗିନୀ ନିମନ୍ତେ ନିଜକୁ ଅଶୁଚି କରିପାରିବେ।"
26
"ପୁଣି ଯାଜକ ଶୁଚି ହେଲା ପ ରେ ଗଣିତ ହବୋ ପାଇଁ ସାତଦିନ ଅପେକ୍ଷା କରିବ।"
27
"ସେ ଯେଉଁଦିନ ଉପାସନା ପାଇଁ ପବିତ୍ର ସ୍ଥାନର ଭିତର ପ୍ରାଙ୍ଗଣକୁ ୟିବ ସଦେିନ ନିଜ ପାଇଁ ପାପାର୍ଥକ ବଳି ଉତ୍ସର୍ଗ କରିବ। ସଦାପ୍ରଭୁ, ମାରେ ପ୍ରଭୁ ଏହିସବୁ କହନ୍ତି।"
28
"ଆଉ ଲବେୀୟମାନେ ଏକ ଉତ୍ତରାଧିକାର ପ୍ରାପ୍ତ ହବେେ। ମୁଁ ସମାନଙ୍କେର ସମ୍ପତ୍ତି, ତୁମ୍ଭମାନେେ ଇଶ୍ରାୟେଲ ଭିତ ରେ କୌଣସି ଭୂମି ସମାନଙ୍କେୁ ଦବେ ନାହିଁ। କାରଣ ମୁଁ ସମାନଙ୍କେର ଅଧିକାର ଅଟେ।"
29
"ସମାନେେ ଶସ୍ଯ ବଳି, ପାପାର୍ଥକ ବଳି ଓ ଦୋଷର୍ଥକ ବଳି ଭୋଜନ କରିବେ। ଇଶ୍ରାୟେଲ ଲୋକମାନେ ଯାହାସବୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବେ, ସେସବୁ ସମାନଙ୍କେର ହବେ।"
30
"ତୁମ୍ଭମାନଙ୍କର ସମସ୍ତ ଶସ୍ଯ ଅମଳର ପ୍ରଥମ ଭାଗ ଓ ସମସ୍ତ ଉପହାରଗୁଡ଼ିକ ମଧିଅରେ ପ୍ରେତ୍ୟକକ ଉପହାର ଯାଜକମାନଙ୍କର ହବେ। ଆଉ ମଧ୍ଯ ତୁମ୍ଭମାନେେ ନିଜ ନିଜ ଗୃହ ରେ ଆଶୀର୍ବାଦ ଲାଭ କରିବା ପାଇଁ ଯାଜକକୁ ନିଜର ସୁଜିର ପ୍ରଥମ ଅଂଶ ଦବେ।"
31
"ପୁଣି ଯାଜକମାନେ କୌଣସି ସ୍ବଯଂ ମୃତ ବା ପଶୁ ପକ୍ଷୀ ଦ୍ବାରା ବିଦୀର୍ଣ୍ଣ କୌଣସି ମୃତ ପଶୁ କିମ୍ବା ପକ୍ଷୀ ଭକ୍ଷଣ କରିବେ ନାହିଁ।"
← Chapter 43
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 45 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
Recommended Reading
Commentary
Ezekiel Commentaries
→
Devotional
Ezekiel Devotional Guide
→
Get This Bible
Odia - 1840 Study Bible
→